Sign in
Sign in
Recover your password.
A password will be e-mailed to you.
ହାତୀ ଦଳି ଚାଷୀ ମୃତ, ଅତାବିରା ଅଞ୍ଚଳରେ ଆତଙ୍କ
ବରଗଡ଼:- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଅନ୍ଧାରିପାଲି ଅଞ୍ଚଳରେ ସୋମବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ଷେତକୁ ଯାଇଥିବା ବେଳେ ଉକ୍ତ ଗ୍ରାମର ଚାଷୀ ବେଣୁଧର ଛୁରିଆଙ୍କୁ ଗୋଠଛଡା ଏକ ହାତୀ ଦଳି ଚକଟି ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ଚାଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ…
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଅସ୍ତରଙ୍ଗ, ୯/୩ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୭୫ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୬୪ ଗୋଟି ବ୍ୟକ୍ତିଗତ,୧୦…
ଉତ୍କଳ ଆଲୁମିନା ପକ୍ଷରୁ ମହାଡମ୍ୱରରେ ଆନ୍ତରଜାତୀୟ ମହିଳା ଦିବସ ପାଳିତ
ରାୟଗଡ଼ା: (ସରୋଜ କୁମାର ସାହୁ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଅନ୍ତର୍ଜାତୟ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆପଡ଼ା ଟାଉନସିପ ସ୍ଥିତ କ୍ଳବ୍…
ନୂଆଁ ଉଢୁରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୦୯/୦୩,ବେଲଗୁଣ୍ଠା ବ୍ଳକ୍ ନୂଆଁ ଉଢୁରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅକ୍ଷୟ କୁମାର ଦାସ ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟାଳୟ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ…
ଆଇ ଏସ ଆର ଡ଼ି ୱାନ ଷ୍ଟପ ସେଣ୍ଟର ଏବଂ ଶକ୍ତି ସଦନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳିତ
ନବରଙ୍ଗପୁର ତା ୦୯. ୦୩. ୨୦୨୬:ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶକ୍ତି ସଦନ ପରିସରଠାରେ ଆଇ ଏସ ଆର ଡ଼ି ୱାନ ଷ୍ଟପ ସେଣ୍ଟର ସଖୀ ଶକ୍ତି ସଦନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ମୁଖ୍ୟଅତିଥି ଭାବେ ଉପସ୍ଥିତ…
ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଜାତୀୟ ଫାର୍ମାସି ଶିକ୍ଷା ଦିବସ ପାଳିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଆଜି ୯/୩/୨୦୨୬ ଜାତୀୟ ଫାର୍ମାସି ଶିକ୍ଷା ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ଭାରତରେ ଫାର୍ମାସି ଶିକ୍ଷାର ପିତା ଭାବେ ପରିଚିତ ପ୍ରଫେସର ମହାଦେବ ଲାଲ ସ୍କ୍ରୋଫଙ୍କ ଜନ୍ମବାର୍ଷିକୀ ଅବସରରେ…
ସ୍ଥାୟିତ୍ୱ ଓ ନୂତନ ଉଦ୍ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ “ସଷ୍ଟେନହେଲ୍ଥ –…
ଭୁବନେଶ୍ୱର, ମାର୍ଚ୍ଚ ୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ), ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଏବଂ କନ୍ସୋରଟିୟମ୍ ଅଫ୍ ଆକ୍ରେଡିଟେଡ ହେଲ୍ଥ କେୟାର…
ଭାରତର ଐତିହାସିକ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ
“ରବିବାର ରାତିରେ, ୧୦୦ କୋଟିରୁ ଅଧିକ ହୃଦୟ ଗର୍ବ ଏବଂ ଆନନ୍ଦରେ ସ୍ପନ୍ଦିତ ହୋଇଛି। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଉଠାଇବା ଏବଂ ଇତିହାସରେ ପ୍ରଥମ ପୁରୁଷ ଦଳ ଭାବରେ ତିନିଥର ଟାଇଟଲ ଜିତିଥିବା ଆମର ନୀଳ ପୋଷାକ ପରିହିତ ପୁରୁଷ ଦଳକୁ ହୃଦୟରୁ ଅଭିନନ୍ଦନ।
ଆମର ଉତ୍ସାହୀ ପ୍ରଶଂସକଙ୍କ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ସହିତ ଅ।ମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ
ଖୋର୍ଦ୍ଧାରୁ (ସେକ ଜାଫର ): ଖୋରଧା ତହସିଲ ଅଧିନସ୍ଥ ବ୍ରହ୍ମପୁରା ମୌଜା ରେ ଥିବା ଖାତା ନମ୍ବର-୩୨୯, ପ୍ଲଟ ନମ୍ବର -୦୨, କିସମ - ପର୍ବତ ଜମି ରୁ କିଛି ଅସାମାଜିକ ମୃଷ୍ଟିମେୟବ୍ୟକ୍ତି ସାମୁହିକ ସ୍ୱାର୍ଥ ଓ ଧନଜୀବନ କୁ ପ୍ରାଧାନ୍ୟ ନଦେଇ ବେଆଇନ ଭାବରେ କମ୍ପ୍ରେସର ମେସିନ ସାହାଯ୍ୟ ରେ ପାହାଡ…
ଜାଇର ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡଃ ନକୁଳ ସାହୁ ଡାଲି କେବଳ ଖାଦ୍ୟ ନୁହଁ ଔଷଧ ଭାବରେ କେମିତି ବ୍ୟବହାର କରିପାରିବେ କହିଥିଲେ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲା l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ମୁଗ ଜାଇ ଚୂର୍ଣ୍ଣ ଦେହରେ…