ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍‌ରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର, ୧୦ ମାର୍ଚ୍ଚ, ୨୦୨୬: ଓଡ଼ିଶାର ଛାତ୍ରଛାତ୍ରୀମାନେ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ଅଧୀନରେ ନିଜର ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍‌ରେ ପ୍ରଦର୍ଶିତ କରିଛନ୍ତି। ୭ଜଣ ଛାତ୍ରଛାତ୍ରୀ - ରେଭେନ୍ସା ବିଶ୍ୱ ବିଦ୍ୟାଳୟର ବି. ସିମ୍ରନ,…

ସିଆରପିଏଫ କ୍ୟାମ୍ପସ୍‌ରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର , ମାର୍ଚ୍ଚ 10: ସିଆରପିଏଫ ଦିବସ ଅବସରରେ ଗତ 9 ମାର୍ଚ୍ଚରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ପକ୍ଷରୁ ସିଆରପିଏଫ କ୍ୟାମ୍ପସ୍‌ରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଶିବିରକୁ ସିଆରପିଏଫ ର ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଉଦ୍ଘାଟନ କରିଥିଲେ। ଏହି ଅବସରରେ…

ଦ୍ରୁତ ଗତିରେ ପିକଅପ ଦୁର୍ଘଟଣା, ଶନିମନ୍ଦିରକୁ ଧକ୍କା — ଗ୍ରାମବାସୀଙ୍କ ଦ୍ୱାରା ଗାଡି ଅଟକ

  ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରୁ ସୋହେଲାକୁ ଯାଉଥିବା ଏକ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗାଡି ନମ୍ବର OD17Y1077 ବୋଲି ଜଣାପଡ଼ିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପିକଅପ ଗାଡିଟିରେ ଛେଳି ବୋଝାଇ ଦ୍ରୁତ ଗତିରେ ବିଜେପୁର ପଟରୁ ସୋହେଲା…

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ…

ନବରଙ୍ଗପୁର :ଅଶୋକ ସାହୁ,ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ…

ନଦୀରେ ବୁଡ଼ି ବୃଦ୍ଧା ଙ୍କ ମୃତ୍ୟୁ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ଆସ୍କା ଉପକଣ୍ଠ ରେ ପ୍ରବାହିତ ବଡ ନଦୀରେ ବୁଡି ସରସ୍ୱତୀ ନାୟକ ନାମ୍ନୀ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି। ନିକଟସ୍ଥ ମହାରାଜା ପୁର ଗ୍ରାମର ସରସ୍ୱତୀ ଉକ୍ତ ନଦୀରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ଭିତରକୁ ବୁଡ଼ି ଯାଇଥିଲେ। ପରିବାର…

ଚଳନ୍ତା ବସରୁ ଖସି ଯୁବକ ର ମୃତ୍ୟୁ।

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଶେରଗଡ ଥାନା ଅର୍ନ୍ତଗତ ହାଡିଚିରା ଗ୍ରାମ ର ହାଡୁବନ୍ଧୁ ସେଠୀ ନାମକ ଜଣେ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ହାଡ଼ୁ ନିଜ ଗ୍ରାମକୁ ଯିବା ପାଇଁ ଲକ୍ଷ୍ମୀ ବସରେ ବଢୁଥିବା ବେଳେ ଶେରଗଡ ନିକଟସ୍ଥ ଶଙ୍ଖ ନିକଟରେ ଖସି ପଡ଼ିଥିଲା। ଯାହା ଫଳରେ ଉକ୍ତ ଲକ୍ଷ୍ମୀ…

ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ

୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା କମ୍ପାନୀ ବ୍ରହ୍ମପୁର,ମାର୍ଚ୍ଚ- ଗୋଷ୍ଠୀ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଓ ଲିଙ୍ଗଗତ ସମାନତା ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ୟାପକ ଋତୁସ୍ରାବ…

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର ତା ୦୯.୦୩.୨୦୨୬- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…

ଡିଏଭି ପବ୍ଲିକ ସ୍କୁଲ ଝାରସୁଗୁଡ଼ାରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଝାରସୁଗୁଡ଼ା, ୦୮/୦୩/୨୦୨୬: ଝାରସୁଗୁଡ଼ା ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପରିସରରେ ଡିଏଭି ପରିବାର ତରଫରୁ ପ୍ରୟାସରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି। ନାରୀ ଶକ୍ତିର ସମ୍ମାନ, ସମତା ଓ ସଶକ୍ତିକରଣର ସନ୍ଦେଶକୁ ଦୃଷ୍ଟିରେ ରଖି ମହିଳା ଦିବସ ପାଳନ…

ମତ୍ସ୍ୟ ଚାଷ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ; ବିକାଶ ଓ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ

ବାଘମୁଣ୍ଡା ମତ୍ସ୍ୟ ପ୍ରଜନନ କେନ୍ଦ୍ରର ହେବ ନବୀକରଣ; ଉପକୃତ ହେବେ ଜିଲ୍ଲାର ଶତାଧିକ ମତ୍ସ୍ୟ ଚାଷୀ ଝାରସୁଗୁଡ଼ା, ୦୯/୦୩: ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଲଖନପୁର ବ୍ଲକ ଗସ୍ତ କରି ମତ୍ସ୍ୟ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମି ବିକାଶ ପାଇଁ…