Sign in
Sign in
Recover your password.
A password will be e-mailed to you.
ଆନ୍ତର୍ଜାତୀୟ ମହିଳା ଦିବସ ଏଵଂ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନର ସିଧାପ୍ରସାରଣ କାର୍ଯ୍ୟକ୍ରମ
ଜଗତସିଂହପୁର ଜିଲ୍ଲାରୁ ପାଇଲେ ୨୮୧୦୫୫ ଜଣ ହିତାଧିକାରୀ
ଆନ୍ତର୍ଜାତିକ ମହିଳା ଦିବସରେ ପୁରସ୍କୃତ ହେଲେ ବେଷ୍ଟ ସିଡିପିଓ, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ ଓ ସମାଜସେବୀ
ଜଗତସିଂହପୁର,ତା-୦୮.୦୩.୨୦୨୬/ସୁମନ୍ତ କୁମାର ଦାସ
ଆନ୍ତର୍ଜାତୀୟ ମହିଳା ଦିବସ ରେ ପୁରୀ…
ଅର୍ନ୍ତଜାତୀୟ ମହିଳା ଦିବସ ପାଳିତ
ଜଗତସିଂହପୁର,ତା-୦୮.୦୩.୨୦୨୬/ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଗତ ୬ ତାରିଖ ରୁ ଇଣ୍ଡୋର ଷ୍ଟାଡିୟମ ,ଜଗତସିଂହପୁର ଠାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ର ଆଜି ତୃତୀୟ ଦିନ ତଥା…
ଅନ୍ତର୍ଜାତୀୟ ମହିଳା ଦିବସରେ ଶ୍ରୀମତୀ ନୀତା ଅମ୍ବାନୀଙ୍କ ଦ୍ୱାରା ହିରୋଜ୍ ଅଭିଯାନ ଶୁଭାରମ୍ଭ
ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ସର୍ବଦା ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ମହିଳାମାନଙ୍କ ଶକ୍ତିରେ ବିଶ୍ୱାସ କରିଆସିଛନ୍ତି। ଶିକ୍ଷା, କ୍ରୀଡା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ପରିବର୍ତ୍ତନ, କଳା ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର…
ବଜେଟ୍ ୨୦୨୬-୨୭ କୁ ନେଇ ଜଗତସିଂହପୁର ରେ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର,ତା-୦୮.୦୩.୨୦୨୬/ସୁମନ୍ତ କୁମାର ଦାସ: ଚଳିତ ବର୍ଷର ରାଜ୍ୟ ବଜେଟ୍ ୨୦୨୬-୨୭ ସମ୍ପର୍କରେ ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତସିଂହପୁର ରେଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଲୋଚନା କରିଛନ୍ତି। ସର୍କିଟ ହାଉସ ଠାରେ ଆୟୋଜିତ ଏହି…
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆର୍ଥ ଭେଞ୍ଚର ଶିବିର ଉଦଯାପିତ
ଭୁବନେଶ୍ୱର, ୮। ୩: କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍ ଗ୍ଲୋବ୍ ଦ୍ୱାରା ଆୟୋଜିତ ନ୍ୟୁରୋଡାଇଭର୍ଜେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଚାରି ଦିନିଆ ଆର୍ଥ ଭେଞ୍ଚର କ୍ୟାମ୍ପ ଉଦ୍ଯାପିତ ହୋଇଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ,…
କିଟ୍ ଓ କିସ୍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭୁବନେଶ୍ୱର, ୮। ୩: କିଟ୍ ଓ କିସ୍ ପକ୍ଷରୁ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ଅବଦାନ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଲେ କିଟ୍ର…
ନର୍ସିଂ ସ୍କୁଲ ଲୋକାର୍ପିତ
ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ରୋଡ ସରକାରୀ ସ୍ୱୀକୃତିପ୍ରାପ୍ତ “ପଦାରବିନ୍ଦ ପ୍ରତିଷ୍ଠାନ ସ୍ୱାସ୍ଥ୍ୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ର”ର ଅତ୍ୟାଧୁନିକ ନର୍ସିଂ ସ୍କୁଲ ଲୋକାର୍ପିତ ହୋଇଛି। ଆର୍ଯ୍ୟ ସମାଜ ତପୋବନର ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ ଓ ସ୍ୱାମୀ…
ସାମାଜିକ ସଦଭାବନା ବୈଠକ
ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖଣ୍ଡ ସାମାଜିକ ସଦଭାବନା ସମିତି ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସର ସଂସ୍କୃତି ଭବନରେ ରବିବାର ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତାର ସଙ୍ଗଠନ, ସେବା ଓ ସଂସ୍କାରର ୧୦୦…
ବାହାଡ଼ାଝୋଲା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୬୧ତମ ବାର୍ଷିକ ଉତ୍ସବ
ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡ଼ାଝୋଲା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୬୧ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ସ୍ଥାୟୀ ସଭାପତି ଡ଼. ସୁଶୀଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶତାଧିକ ପୁରାତନ…
ଗୋଡିପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ : ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଗୁରୁତ୍ୱ,
ଓଡ଼ଗାଁ, ୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା କଲ୍ୟାଣମଣ୍ଡପରେ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସଚିବ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ସଂଘମିତ୍ରା…