ଡ. ହରିପଦ ଶତପଥୀଙ୍କ ପୁସ୍ତକ ଲୋକାର୍ପଣ ସମାରୋହ

ଭୁବନେଶ୍ୱର,୮.୩ : ସାହିତ୍ୟିକ ତଥା ପୂର୍ବତନ ପ୍ରଶାସକ ହରିପଦ ଶତପଥୀଙ୍କ ପୁସ୍ତକ ଲୋକାର୍ପଣ ସମାରୋହ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ ତାଙ୍କର ତିନୋଟି ଓଡ଼ିଆ ପୁସ୍ତକ ଯଥା ‘ଶରଶଯ୍ୟା, ‘ବନହଂଶୀ' ଏବଂ ଇଂରାଜୀ ପୁସ୍ତକ ‘ଇଭୋଲ୍ୟୁସନ ଅଫ ଶକ୍ତି କଲ୍ଟ ଆଟ ଏକାମ୍ରକ୍ଷେତ୍ର’…

୨ ଅନ୍ତରାଜ୍ଯ ଗଞ୍ଜେଇ ଚୋର ଗିରଫ : ୫ କିଲୋ ଗଞ୍ଜେଇ ସହ ନମ୍ବର ବିହୀନ ପଲସର୍ ଜବତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ (୦୯/୦୩):- ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନା ପୁଲିସ ୫ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ସହିତ ଛତ୍ତିଶଗଡ ର ଦୁଇ ଯୁବକଙ୍କୁ ଧରିଛି। ଝାରବନ୍ଧ୍ ଥାନାର ଆଇସି ସୁକ୍ର ମାଢ଼ିଙ୍କ ନେତୃତ୍ୱରେ ରେଡ୍ ଦଳ ଗୁଇନ୍ଧା ସୂଚନା ପାଇ ଭୈଂସଦର୍ହା-ଲୋହରସିଂ ମାର୍ଗରେ ପେଟ୍ରୋଲିଂ…

ଏକାମ୍ର ହାଟରେ “ସପ୍ତାହର କାରିଗର’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର, ୯ ମାର୍ଚ୍ଚ ୨୦୨୬: ଭାରତୀୟ ହସ୍ତଶିଳ୍ପ ପରିଷଦ ଏବଂ ବିଶ୍ୱ ହସ୍ତଶିଳ୍ପ ପରିଷଦ ସହିତ ଜଡିତ ରାଜ୍ୟର ହସ୍ତଶିଳ୍ପ ପ୍ରେମୀଙ୍କ ଏକ ସଂଗଠନ, ଓଡ଼ିଶା ହସ୍ତଶିଳ୍ପ ପରିଷଦ ପକ୍ଷରୁ ଭୁବନେଶ୍ୱରର ଏକାମ୍ର ହାଟରେ ଏହାର ଅନନ୍ୟ କାର୍ଯ୍ୟକ୍ରମ "ସପ୍ତାହର କାରିଗର’ ଆରମ୍ଭ କରାଯାଇଛି । ଏହି…

ଆସନ୍ତାକାଲି ଏନସିଇଟି-୨୦୨୬ ଆବେଦନର ଶେଷ ତାରିଖ,

 ଶିକ୍ଷାବର୍ଷ ୨୦୨୬-୨୭ରୁ ଏନସିଇଟି ମାର୍କ ଆଧାରରେ ହେବ ୪ବର୍ଷୀୟ ବିଏଡ଼ ନାମଲେଖା ଭୁବନେଶ୍ୱର, ୯ ମାର୍ଚ୍ଚ, ୨୦୨୬: ଆସନ୍ତାକାଲି (୧୦ ମାର୍ଚ୍ଚ, ୨୦୨୬) ହେଉଛି ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ -୨୦୨୬ (ଏନସିଇଟି) ଆବେଦନ ପାଇଁ ଶେଷ ତାରିଖ। ଆସନ୍ତାକାଲି ରାତି ୧୧.୫୦ ପର୍ଯ୍ୟନ୍ତ…

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର, ତା. ୦୯/୦୩: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ଵର ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଡି ଆର୍ ଡି ଓ ଆନୁକୂଲ୍ୟରେ ଚାନ୍ଦିପୁର ସ୍ଥିତ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପରିସରରେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର…

ମଧ୍ୟପ୍ରଦେଶ ଇନ୍ଦୋର ଠାରେ ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬” ସମ୍ମାନରେ ସମ୍ମାନିତ ହେବେ ବ୍ୟଙ୍ଗ…

ନୟାଗଡ଼(ବିଶ୍ଵଜିତ ନାୟକ) :- ଓଡ଼ିଶାର ସର୍ବ ଜନାଦୃତ ସର୍ବ ପ୍ରଥମ ରାଜନୈତିକ ହାସ୍ୟ ବ୍ୟଙ୍ଗ କାର୍ଯ୍ୟକ୍ରମ ଦି ଗ୍ରେଟ ଓଡ଼ିଶା ପଲି୍ଟିକାଲ ସର୍କସର  ଅଭିନେତା ତଥା ବ୍ୟଙ୍ଗ କବି ରବୀନ୍ଦ୍ର ରାଉତଙ୍କୁ  ମଧ୍ୟପ୍ରଦେଶ ଇନ୍ଦୋର ଠାରେ "ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ " ଦ୍ୱାରା ଉତ୍କଳ ଦିବସ ଅବସରରେ…

“ଓସ୍କା” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

କେନ୍ଦୁଝର,ତା୯/୩- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ୱସ୍କା”ର “ତ୍ରିଶା” ପ୍ରକଳ୍ପ ପକ୍ଷରୁ ବାଂଶପାଳ ବ୍ଲକର ବାୟାକକୁମୁଟିଆ ପଞ୍ଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ବିଶେଷ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ…

ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

କେନ୍ଦୁଝର,ତା୯/୩- ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଓସ୍କା” ପକ୍ଷରୁ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ଝାରବେଢା ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଅଛି। ପାସିଙ୍ଗ ଗିଫ୍ଟ ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର,…

ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-୮/୩: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…