ବ୍ୟାସ ସରୋବର ରେ ବୋଇତ ବନ୍ଦାଣ ଉତ୍ସବl ୫ମ ବର୍ଷ ରେ ମହାସମାରେ।ହରେ ପାଳିତ ହେ।ଇ ଯାଇଛି।

11


ବ୍ୟାସନଗର ୨୪/୧୧/( ) ସ୍ଥାନୀୟ ବ୍ୟାସ ସରୋବର ଠାରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି ।ବରିଷ୍ଠ ସାମ୍ବାଦିକ ତଥା ପୁର୍ବତନ ବିଜେପି ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ଙ୍କ ସଂଯୋଜନାରେ ଆୟୋଜିତ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକର୍ମରେ ଯାଜପୁର ଜିଲ୍ଲାର ବି. ଜେ.ପି .ର ସାଧାରଣ ସମ୍ପାଦକ ତଥା ବରିଷ୍ଟ ଆଇନ ଯିବି ସୁବାସ ଚନ୍ଦ୍ର ନନ୍ଦ, ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଆଲେକ ଜାଣ୍ଡାର ଦାସ,ଝାଡେଶ୍ୱର୍ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ପଣ୍ଡା, ବରିଷ୍ଟ କଂଗ୍ରେସ୍ ନେତା ତଥା ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ , ବିଜେପି ନେତା ବାବାଜୀ ଚରଣ ମଲ୍ଲିକ, ଯାଜ ପୁର ଜିଲ୍ଲାର ବିଜେପି ନେତ୍ରୀ ସବିତା ଖୁଣ୍ଟିଆ,ସହିତିକ ସନ୍ଧ୍ୟାରାଣୀ ଘଡ଼େଇ, ଆନ୍ତ୍ ରାଷ୍ଟ୍ରୀୟ କ୍ରୀଡ଼ା ବିତ୍ ବଜ୍ରବାହୁ ସାମନ୍ତ କେଶରୀ ସାମଲ,ସାମ୍ବାଦିକ ପୁଳିନ ବିହାରୀ ଖୁଣ୍ଟିଆ,ବିଜେପି ନେତା ରବୀନ୍ଦ୍ର କୁମାର ସାମଲ,ସାମ୍ବାଦିକ ଜିତେନ୍ଦ୍ର ରାଉତ, ପୂର୍ବ ତନ୍ ମଣ୍ଡଳ ସଭାପତି ବିଜୟ ପଣ୍ଡା ,ସମାଜ ସେବୀ ମନୋଜ ଦାସ, (କାଳିଆ,)ଶ୍ରମିକ ନେତା ପ୍ରଫୁଲ୍ଲ କୁମାର ନାୟକ, ପରମାନନ୍ଦ ସେଠୀ, ସାମ୍ବାଦିକ ଜ୍ଞାନ ରାଉତ, ଦିଲୁ ପଟ୍ଟ ନାୟକ,ବିଜେପି ନେତାଟୁଲ ଟୁଲ ଜେନା, ଅରୁଣ ଦାସ, ସରେ।ଜ କୁମାର ଦେ, ମହେଶ୍ୱର ନାୟକ, ମା ବିରଜା ମନ୍ଦିର ର କମିଟି ର ଭାଗ୍ୟଧର ମହାରଣା, ପୂର୍ବ ତନ୍ ମାର୍ଚ୍ଚ । ସଭାପତି ନିରଞ୍ଜନପେରେଇ,ଅଶାନ୍ତି ସାମଲ, ମଞ୍ଜୁଲତା ନାୟକ, ଶ୍ରୀରାଜଶ୍ରୀ ପରିଡ଼ା, ଆର୍ଯ୍ୟ ବାଳ। ପ୍ରଧାନ, ପୂର୍ବ ତନ୍ କାଉଁନ ସିଲର ସୁଲେ।ଚନା ମଲ୍ଲିକ,ମିଲ୍ଲ ମହାଳିକ ଟିକିଲି ସାମଲ, ସତ୍ୟ ଭମାପଣ୍ଡା, ଲିପି ଧିର ଦାସ,ରାଜଲକ୍ସମି ବଲ୍,ମମତା ମଇ ଦାସ,ପ୍ରମୁଖ ଯୋଗ ଦେଇ ଏହି ଉତ୍ସବର ତାପ୍ତର୍ଯ୍ୟ ବିଷୟରେ ବିଶଦ ଆଲୋଚନା କରିଥିଲେ ଏହା କେବଳ ଏକ ଉତ୍ସବ ନୁହେଁ ବରଂ ଓଡ଼ିଆ ଜାତିର ସାମୁଦ୍ରିକ ସାମର୍ଥ୍ୟ ସାଂସ୍କୃତିକ ଉଦାରତା ଓ ଜାତୀୟ ଅସ୍ମିତାର ଏକ ନିଆରା ଉତ୍ସବ ପୂର୍ବ ପୁରୁଷ ମାନଙ୍କ ସାହସ ସାମର୍ଥ୍ୟ ଓ ସ୍ୱାଭିମାନକୁ ଅନୁକରଣ କରି ସେମାନଙ୍କର ନୈତିକ ଦାୟିତ୍ୱ ହେବା ସହ ଏହା ମଧ୍ୟ ଆମକୁ ଭବିଷ୍ୟତ ନିର୍ମାଣର ପ୍ରେରଣା ଯୋଗାଇ ଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଏହି ଉତ୍ସବର ପ୍ରଚାର ପ୍ରସାର କରାଇ ଏହାକୁ ରାଜ୍ୟ ସ୍ଥରିୟ ଉତ୍ସବ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟର, ଉପସ୍ଥିତ ଥିଲେ। ଶେଷ ରେ ସବିତା ଖୁଣ୍ଟିଆ ଧନ୍ୟବାଦ୍ ଦେଇଥିଲେ।

Leave A Reply

Your email address will not be published.