ସୋଆରେ ପ୍ରାକ୍ – ଆନ୍ତର୍ଜାତିକ ଯୋଗ ଦିବସ

ଭୁବନେଶ୍ୱର,: ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ (ଇଂଟରନ୍ୟାସନାଲ ଯୋଗ ଡ଼େ) କୁ ଆଖିରେ ରଖି ସୋଆ ଏନଏସଏସ ତରଫରୁ ଶନିବାର ଏକ “କାଉଂଟ ଡାଉନ ଟୁ ଆଇୱାଇଡି” କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।ସକାଳ ୮ ଟାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଯୋଗ – ଏକ ପରିଚୟ” ଉପରେ ସୋଆ…

ପରିବେଶ ସୁରକ୍ଷା ନିମନ୍ତେ ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର

ଭୁବନେଶ୍ୱର: ପରିବେଶ ଜନିତ ଦୁର୍ଦ୍ଦଶା ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୃଥିବୀର ତାପମାତ୍ରା ୨୦୨୫ ବେଳକୁ ଅଧିକ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଏଭଳି ପରିସ୍ଥିତିରୁ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ସମସ୍ତ ପ୍ରକାର ଗଠନମୂଳକ ପ୍ରୟାସ କରିବାର ଆବଶ୍ୟକତା ରହିଛି…

କୃଷ୍ଣାନନ୍ଦପୁର ବିଜେଡି ପକ୍ଷରୁ ପବିତ୍ର ଇଦ ମିଲନ କାର୍ଯ୍ୟକ୍ରମ

ଜଗତସିଂହପୁର, /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଂଚାୟତ ବିଜେଡି ପକ୍ଷରୁ ତଳବରେଇ କେନାଲ ରୋଡ଼ ଠାରେ ପବିତ୍ର ଇଦ ମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଂଚାୟତ ସଭାପତି ତଥା ବରିଷ୍ଟ ସମାଜସେବୀ ହଜିଶେଖ କଲ୍ଲୀମୁଲ୍ଲା ଙ୍କ ନେତୃରେ…

ଜଗତସିଂହପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ…

ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ) ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ସମେତ…

୨୨ରୁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍

ମୋଟ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା ଏମ୍‍ପିଏଲ୍‍ ଜାତୀୟ ସ୍କୁଲ୍‍ ଚେସ୍‍ ଚାମ୍ପିଅନ୍‍ସିପ୍‍ ୧୬ରୁ ଭୁବନେଶ୍ୱର: କିଟ୍‍ ଓ କିସ୍‍ ଆନୁକୂଲ୍ୟରେ ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ୍‍ ପକ୍ଷରୁ ଏମ୍‍ପିଏଲ୍‍ ୧୦ମ ଜାତୀୟ ସ୍କୁଲ୍‍ ଚାମ୍ପିଅନ୍‍ସିପ୍‍ ୨୦୨୨ ମେ ୧୬ ତାରିଖଠାରୁ କିସ୍‍…

ଟାଟାଷ୍ଟିଲ ପକ୍ଷରୁ ଯୋଡ଼ାବାସିନ୍ଦାଙ୍କ ଉଦ୍ଦେଶ୍ୟରେ ସୁନା ନଦୀ ସେତୁ ଉତ୍ସର୍ଗୀକୃତ

ଚମ୍ପୁଆର ବିଧାୟିକା ଶ୍ରୀମତି ମୀନାକ୍ଷୀ ମହାନ୍ତଙ୍କ ଦ୍ୱାରା ଉଦ୍‌ଘାଟିତ ୪ ମାସର ରେକର୍ଡ଼ ସମୟ ମଧ୍ୟରେ ନିର୍ମିତ ଏହି ସେତୁର ଲମ୍ବ ୯୧ ଫୁଟ୍ ଏବଂ ଓସାର ୧୨ ଫୁଟ୍‌ ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟସ୍ଥ କେଥ ହଟିଂ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଗ୍ରାମରେ ରହୁଥିବା…

ଚଳିତ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁକୁ ଯାତାୟାତ ଉପଯୋଗୀ କରିବାକୁ ନିର୍ଦେଶ

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତର ଦ୍ଵିତୀୟ ଦିନ ଭୁବନେଶ୍ବର, :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର…

ପରିବାର ଲୋକ ପରି ସହଯୋଗର ହାତ ବଢ଼ାଇଲା ଓଡିଶା ମୋ ପରିବାର

ଅସହାୟ ଅନ୍ତଃସତ୍ତ୍ଵାଙ୍କୁ ଯୋଗାଇଦେଲେ ମାନବୀୟ ସହାୟତା ଭୁବନେଶ୍ୱର : ବହୁତ ଅସହାୟ ସେତେବେଳେ ଲାଗିଥାଏ, ଯେତେବେଳେ ଆମର ନିଜର ଲୋକ ଆମକୁ ଅସୁବିଧାରେ ଦେଖି ମଧ୍ୟ ସାହାଯ୍ୟ କରିନଥାନ୍ତି । ଠିକ୍ ଏମିତି କିଛି ଘଟିଥିଲା ଜଣେ ଅସହାୟ ଗର୍ଭବତୀ ମହିଳା ସହିତ ଯିଏକି ପ୍ରସବ ଯନ୍ତ୍ରଣା ପାଇ ଛଟପଟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଓଡିଶା ଆସି ମୁହଁ ଖୋଲିଲେ ଧର୍ମେନ୍ଦ୍ର

ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ-ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ/କଣିହାଁ(ଶାସକ ପ୍ରଶାସକ) – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ଖବର ଆସୁଥିବା ବେଳେ ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଗଣମାଧ୍ୟମକୁ…