Sign in
Sign in
Recover your password.
A password will be e-mailed to you.
ବାନ୍ଦୁପାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ
ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁ ପାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳିନୀ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭା ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାଇ ଏହି ରାଷ୍ଟ୍ରୀୟ ଲୋକ…
ମହିଳା ଉଦ୍ୟୋଗ ସଂଗଠନ ପକ୍ଷରୁ ଛଅ ମାସିଆ ସିଲେଇ ତାଲିମର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ସ୍ଥିତ ଡ଼: ସତ୍ୟ ନାରାୟଣ ରାଜାଗୁରୁ ବିଦ୍ୟାଳୟ ପରିସରରେ ଜିଲ୍ଲା ମିଶନ ଶକ୍ତି ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ମହିଳା ଉଦ୍ୟୋଗ ସଂଗଠନ ପକ୍ଷରୁ ମହିଳା ମାନଙ୍କ ନିମନ୍ତେ ଛଅ ମାସିଆ ସିଲେଇ ତାଲିମ କାର୍ଯ୍ୟକ୍ରମର…
ଅନାଥ ପିଲାମାନଙ୍କ ବାପା ମା ସାଜି ପିଲାଙ୍କ ମନ ପସନ୍ଦର ଡ୍ରେସ କିଣାଇଲେ ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ନିଷ୍ପତ୍ତି ହୋଇଥିବା ପ୍ରକାରେ ଜିଲ୍ଲାରେ ଥିବା ଏକମାତ୍ର ବାଳିକା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ଖୁସି ନିମନ୍ତେ କିଛି ବଦାନ୍ୟ…
ପ୍ରଥମ ଥର ପାଇଁ କାଳିଆ ପଡା ଘାଟି ରେ ଡକାୟତ ସହ ଗୁଳି ଚାଳନା।
ଡ଼୍ରାଇଭର ଗୋଡରେ ବାଜିଛି ଗୁଳି ବାଜି ଗୁରୁତର ।
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆ ପଡା ଘାଟିରେ ଆଜି ସକାଳୁ 3 ବେଳେ ବନ୍ଧୁକ ମୁନରେ ଲୁଟ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀ ରୁ ଆଲୁମିନା ପାଉଡର ବଝେଇ କରି…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବ ଓ ନୂତନ ଶୌଚାଳୟ ଉଦଘାଟିତ |
ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୁଣପୁର ରେ ଦଶମ ଶ୍ରେଣୀ ଶିଶୁଙ୍କ ସମାବର୍ତ୍ତନ ଉତ୍ସବ ଯଥାରୀତି ପାଳନ ହେବା ସହିତ ନୂତନ ଶୌଚାଳୟ (ଭାଇ ) ଉଦଘାଟନ ହୋଇଯାଇଛି ଇତ୍ୟବସରରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ…
୧୬ତାରିଖରୁ ଭଞ୍ଜନଗର ଠାରେ ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ
ଭଞ୍ଜନଗର, /ନିଲୁ ବିଷୋୟୀ . ଭଞ୍ଜନଗର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଆସନ୍ତା ୧୮ତାରିଖ ଠାରୁ ଜୁନ ୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ଅଗ୍ରଣୀ ହସ୍ତଶିଳ୍ପ ଅନୁଷ୍ଠାନ ଓଡ଼ିଶା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ (ଅରୂପା) ପକ୍ଷରୁ ଏକ ବିଶାଳ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ର…
ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡିର ଅବସର ପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଛି।ନୂଆଦିଲ୍ଲୀର…
ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୨
ପଦ୍ମପୁର-ଜାତୀୟ ଆଇନ ସେବା ପ୍ରାଧୀକରଣ ଓ ଓଡିଶା ଆଇନ ସେବା ପ୍ରାଧୀକରଣ ଆଦେଶ କ୍ରମେ ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ପଦ୍ମପୁର କୋର୍ଟ ପରିସରରେ ୨୦୨୨ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନ ସେବା…
ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ: ଆମରଣ ଅନଶନରେ ବସିଲେ ସିଜିନାଲ ବନ କର୍ମଚାରୀ
ମେଲଛାମୁଣ୍ଡା,(ଶାସକ ପ୍ରଶାସକ)- ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ନିଜର ହକରୁ ବଂଚିତ ହୋଇ ଆମରଣ ଅନଶନ ପରି ପଦକ୍ଷେପ ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମେଲଛାମୁଣ୍ଡାସ୍ଥିତ କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟ ସମ୍ମୁଖରେ । ସନିବାର ସକାଳେ ଦୁବୁଲାବାହାଲ ସେକସନ…