Sign in
Sign in
Recover your password.
A password will be e-mailed to you.
ଏବିଭିପି ପକ୍ଷ ରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ
ବାସୁଦେବପୁର-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାସୁଦେବପୁର ନଗର ଶାଖା ତରଫରୁ ବାସୁଦେବପୁର ନଗରରେ ଶୁଭେଚ୍ଛୁ, ପୋଲିସ ଅଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ମେଡ଼ିକାଲ ଷ୍ଟାଫ୍, ତହସିଲ ଅଫିସ୍, ବ୍ଲକ ଅଫିସରେ ଥିବା କର୍ମକର୍ତ୍ତା ମାନଙ୍କୁ ରକ୍ଷା ବନ୍ଧନ ଉତ୍ସବରେ…
“ଆକାଂକ୍ଷା” ମହିଳା ସଂଗଠନ ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ନିକେତନ ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୩୫ ଜଣରୁ ଉର୍ଦ୍ଧ୍ଵ ଅନ୍ତେବାସୀଙ୍କ ହାତରେ ରକ୍ଷା ବନ୍ଧନ…
ଆଶ୍ରମ ବିଦ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବରେ ସାମିଲ ହେଲେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଧାୟକ
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ,କଲ୍ୟାଣ,ପଛୁଆ ବର୍ଗ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସ।ରକା, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଭୁବନେଶ୍ୱର ସ୍ଥିତ ରସୁଲଗଡ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଥିବା ଛାତ୍ରୀଙ୍କ…
ପ୍ରଥମ ତ୍ରିରଙ୍ଗା ପତାକା ଉଡାଣ ଥାନା ରୁ ଆରମ୍ଭ
ସିମୁଳିଆ, ବାଲେଶ୍ଵର (ଅକ୍ଷୟ କୁମାର ଜେନା): ପବିତ୍ର ରକ୍ଷା ବନ୍ଧନ ଅବସର ରେ ସିମୁଳିଆ ବିଜେପି ମହିଳା ମୋର୍ଚା ତତଫରୁ ସିମୁଳିଆ ଥାନା ରୁ ପ୍ରଥମ ତୀରଙ୍ଗା ପତାକା ଉଡାଣ ସହ ସମସ୍ତ ଷ୍ଟାଫ୍ ଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା ସଦସ୍ୟା ।ଆଜାଦି କି ପଚସ୍ତରି ବର୍ଷ ଉପଲକ୍ଷେ ପ୍ରଧାନ ମନ୍ତ୍ରୀ…
ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ କମିଟି ମିଳନ
ଭଞ୍ଜନଗର, : ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଡିହପଢାଳ ହରଗୌରୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ କମିଟି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଇଛି ।ମୁଖ୍ୟ ଅତିଥି ରୂପେ ସ୍ୱାମୀ ଆତ୍ମାନନ୍ଦ ସରସ୍ବତୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ବୟଂ ସେବକ…
ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ
ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ସଭାପତି ଶ୍ରୀଯୁକ୍ତ ଵିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ, ରାକ୍ଷୀ ପୂର୍ଣ୍ଣିମା, ଗଙ୍ଗାଧର ମେହେର ଜୟନ୍ତୀ ଓ ବିଂଶତମ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ…
ଅନାଥ ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହ ରକ୍ଷା ବନ୍ଧନ ପାଳନ କଲା କୋସଲ ଯୁବ ଶକ୍ତି।
ବରଗଡ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପବନ୍ଧୁ ସେବା ସଦନ,ଜନକେଡାରେ ଥିବା ଅନାଥ ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ରକ୍ଷା ବନ୍ଧନ ପାଳନ କଲା କୋସଲ ଯୁବ ଶକ୍ତି। ପରିବାର ଠାରୁ ଦୂରରେ ରହୁଥିବା ତଥା ଅନାଥ ଏବଂ ଦିବ୍ୟାଙ୍ଗ ଛାତ୍ର…
ରାତିରେ ଘରକୁ ଫେରୁଥିଲେ, ହଠାତ୍ ଗାଏବ ହୋଇଗଲେ
ବଲାଙ୍ଗିର/ ନିରୋଜ ମିଶ୍ର : ବ୍ୟାଙ୍କ୍ରେ କାର୍ଯ୍ୟରତ କୃଷି ଅଧିକାରୀ ନିଖୋଜ । ନିଖୋଜ ଅଧିକାରୀ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର । ତେବେ ବଲାଙ୍ଗିର-ବରଗଡ ରାସ୍ତାର NH ୨୬ ଅଙ୍ଗ ନଦୀ ଚେରୁପାଲି ବ୍ରିଜ୍ ଉପରୁ ତାଙ୍କ…
ସେବାଶ୍ରମର 95 ଜଣ ଅନ୍ତେବାସୀ ରାଖୀ ବାନ୍ଧିଲେ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କେଛୋଦାଦର ଗ୍ରାମରେ ରହିଛି ଏକ ସେବାଶ୍ରମ ଛାତ୍ରୀ ନିବାସ । ରାଜ୍ୟ ସରକାର ଙ୍କର ଅଧିବାସୀ ହରିଜନ ବିଭାଗ ଦ୍ଵାରା ପରିଚାଳିତ ଏହି ସେବାଶ୍ରମ ଛାତ୍ରୀ ନିବାସ ରେ ପ୍ରାୟ 95 ଜଣ ଛାତ୍ରୀ ରୁହନ୍ତି । ଆଜି ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ପାଇକମାଲ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ରୁ ବୁଟୁରାଖମାର ରାସ୍ତାରେ ଆଜି ଦିପହର ସମୟରେ ଏକ ସଡକ ଦୁର୍ଘଟଣାରେ ନିଳାମ୍ବର ସୁନା (୪୦) ନାମକ ଜଣେ ବ୍ୟକ୍ତି ଙ୍କର ମୃତ୍ୟ ହୋଇଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ନିଳାମ୍ବର ଦିପହରେ ନିଜର ଜଣେ ସମ୍ପର୍କୀୟ ଙ୍କୁ…