Sign in
Sign in
Recover your password.
A password will be e-mailed to you.
ମାହାଙ୍ଗା ଥାନା ଆଇଆଇସିଙ୍କ ସରକାରୀ ବାସଭବନ ଉପରେ ଚଢ଼ାଉ
ଚଢ଼ାଉ ପରେ ବାସଭବନକୁ ସିଲ୍ କଲା ଭିଜିଲାନ୍ସ ବିଭାଗ
ଗତକାଲି ରାତିରେ ଭିଜିଲାନ୍ସ ହାତରେ ୬ ଲକ୍ଷ ଟଙ୍କା ସହ ଧାରା ପଡ଼ିଥିଲେ ଆଇଆଇସିଙ୍କ ପତ୍ନୀ
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ…
ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସହ ଦୁଇଶିଶୁ ଜୀବନ୍ତ ଦଗ୍ଧ ।
ହତ୍ୟା ସନ୍ଦେହରେ ସ୍ୱାମୀ ଥାନାରେ ଅଟକ
ମୟୂରଭଞ୍ଜ ରୁ ସାରଶକଣା ରୁ ଦିପୁ ମହାପାତ୍ର - ନିଆରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ । ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧହେଇଥିବା ଘଟଣା ଜିଲ୍ଲାରେ ଚହଳ ଖେଳିଯାଇଛି । ଏଭଳି ଏକ…
ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଯୁବକ ଗୁରୁତ୍ୱର
ଚିଲିକା(ସେକ କୌଶର )ବାଣପୁର ବ୍ଲକ ରତନପୁର ଗ୍ରାମର କୃଷ୍ଣ ବେହେରାଙ୍କ ପୁଅ ଗୋଲଖ ବେହେରା ବୟସ 26.ଘର ସାମ୍ନା ରେ ବିପଦ ସଂକୁଳ ଅବସ୍ତା ରେ ଥିବା ଏକ ଟ୍ରାନ୍ସଫର୍ମର ଦାଢ଼ ଦେଇ ଘରକୁ ଯାଉଥିବା ସମୟରେ ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସିଥିଲେ | ସେଠାକର କିଛି ସ୍ଥାନିଅ ଲୋକ ସେ ରାସ୍ତା ଦେଇ…
ପୂର୍ବତନ ୱାର୍ଡ ସଭ୍ୟ ବଂଶୀଧର ନାଏକଙ୍କ ପରଲୋକ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମ ବାସିନ୍ଦା ତଥା ଟିକିରି ପଞ୍ଚାୟତର ପୂର୍ବତନ ୱାର୍ଡ ସଭ୍ୟ ବଂଶୀଧର ନାଏକଙ୍କ ଆଜି ପରଲୋକ ଘଟିଛି । ତାଙ୍କୁ ୩୩ବର୍ଷ ହୋଇଥିଲା। ଗତକାଲି ରାତିରେ ହଠାତ୍ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ବଂଶୀଧରଙ୍କୁ ସ୍ଥାନୀୟ…
ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ
ରାୟଗଡରୁ ସରୋଜ କୁମାର ସାହୁ: ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଉକ୍ତ ୬ ଲକ୍ଷ ଟଙ୍କା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ…
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ରାଉରକେଲା ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ସମୀକ୍ଷା
ଅକ୍ଟୋବର ସୁଦ୍ଧା ରାଉରକେଲା ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହେବ
ରାଉରକେଲା, (ବସନ୍ତ କୁମାର ଜେନା): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ…
ବିଶୃଙ୍ଖଳିତ ସାମାଜିକ ଜୀବନଧାରାକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର :ଦିଲୀପ ମଲ୍ଲିକ
ଭୁବନେଶ୍ୱର: ରାଜ୍ୟରେ ବର୍ଦ୍ଧିତ ନିଶା ବ୍ୟବହାର ଓ ବେପାର ଆଜି ଚିନ୍ତାର ମୁଖ୍ୟ କାରଣ ସାଜିଛି । ରାଜ୍ୟରେ ନିଶାଦ୍ରବ୍ୟ ବ୍ୟବହାରକୁ ନେଇ ସଦ୍ୟ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଆଉ କିଛି ଅପ୍ରକାଶିତ ତଥ୍ୟ ମଧ୍ୟ ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ରାଜ୍ୟ ସରକାରଙ୍କ…
ଦୁର୍ବୃତ୍ତଙ୍କ ଆକ୍ରମଣରେ ସାଲେପାଲି ଆଶା ଦିଦି ମୃତ
କରି ପାରିଲେନି କନ୍ୟାଦାନ
ମେଲଛାମୁଣ୍ଡା,(ଶାସକ ପ୍ରଶାସକ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମରେ ଗୁରୁଘଟି ଘଙ୍କିଯାଇଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସଂପର୍କରେ ମେଲଛାମୁଣ୍ଡା ପାଖରେ ଅଭିଯୋଗ ହେଲାପରେ ପୁଲିସ ଥାନାରେ ଏକ ମୃତ୍ୟୁ ମାମଲା ରୁଜୁ କରିବା…
ଶିଳ୍ପ ଅନୁନ୍ନତ ଜିଲ୍ଲାରେ ଅଧିକ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠା ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୁରୁତ୍ୱ
ଭୁବନେଶ୍ୱର,:ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି । ବୃହତ୍ଶିଳ୍ପ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଅପେକ୍ଷାକୃତ ସହଜ ଓ…
ସୋଆକୁ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ମାନ୍ୟତାରେ ସମ୍ମାନିତ
ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମିଳିଛି ଆଉ ଏକ ସଫଳତା । କ୍ୟୁଏସ୍ ଆଇ-ଗଜ୍ ଦ୍ୱାରା ପ୍ରସ୍ତୁତ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ତାଲିକାରେ ସୋଆକୁ ସ୍ଥାନ ମିଳିଛି ।ୟୁକେ ସ୍ଥିତ କ୍ୟୁଏସ୍ କ୍ୱାକ୍କ୍ୱାରେଲି ସିମଣ୍ଡସର ଭାରତୀୟ…