ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ସମିତି କକ୍ଷ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶକ୍ରମେ ସ୍ବାଧୀନତା ର ୭୫ଵର୍ଷ ଅମୃତ ମହୋତ୍ସବ ପାଳନ କୁ ସଫଳ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜ୍ୟୋତିପ୍ରକାଶ ସ୍ୱାଇଁ,ବ୍ରଜମୋହନ ପଣ୍ଡା, ଜିଲ୍ଲା ପରିଷଦ ବିପ୍ଳବ କାପ,ଜିପିଓ ଜନ୍ମେଜୟ ରାଉତ ପ୍ରମୁଖ ଯୋଗଦାନ କରି କିପରି ଭାବେ ସମସ୍ତ ପଞ୍ଚାୟତ ସ୍ତରରେ କିଭଳି ସ୍ବାଧିନତା ସଂଗ୍ରାମୀ,କ୍ରିଡାବିତ୍, ବରିଷ୍ଠ ନାଗରିକ ସାଧାରଣ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ସ୍ବାଧିନତା ର ଅମୃତ ମହୋତ୍ସବ ପାଳନ କୁ ସଫଳ କରାଯିବ ସେହି ଉଦ୍ଧେଶ୍ୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲା ପରିଷଦ,ସରପଞ୍ଚ,ସମିତି ସଭ୍ୟ ମାନେ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post