ଭତ୍ତା ପ୍ରଦାନରେ ଆଦିବାସୀଙ୍କୁ ବ୍ଲକ ଅଧିକାରୀଙ୍କ ଅହେତୁକ ଅବହେଳା

କେନ୍ଦୁଝର: ଗୋଟିଏ ପଟେ ରାଜ୍ୟ ସରକାର ଅଭବୀ ଲୋକଙ୍କୁ ସାମାଜିକ ସୁରକ୍ଷା ଆକାରରେ ବିଭିନ୍ନ ପ୍ରକାର ଭତ୍ତା ଯୋଗାଇଦେବାକୁ ଯୋଜନା କରୁଥିବା ବେଳେ , ଅନ୍ୟ ପକ୍ଷରେ ଗ୍ରାମପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ହିତାଧିକାରୀ ମାନେ ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକ…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁବାଷ ଚନ୍ଦ୍ର ସିଂହଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ସଭ୍ୟପଦ ଖାଲି ପଡ଼ିଥିବାରୁ ଆଜି ତା ୧୩/୦୫/୨୦୨୨ରିଖରେ ଭାରତ ନିର୍ବାଚନ ଆୟୋଗ ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଅନୁସାରେ ମଇ ୨୬ ତାରିଖ (ଗୁରୁବାର) ବିଜ୍ଞପ୍ତି…

ଜନତା ଉଚ୍ଚବିଦ୍ୟାଳୟ ର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଜନତା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟକୁମାର ବିଶ୍ୱାଳ ଓ ଶିକ୍ଷା କର୍ମଚାରୀ ମାଧବ ଚନ୍ଦ୍ର ଵାରିକଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ…

ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀ ସମ୍ମିଳନୀ ଉଦ୍‌ଯାପିତ

ତୃଣମୂଳସ୍ତରରେ ବନ ସୁରକ୍ଷା ସମିତି ଏବଂ ଗରିବଲୋକଙ୍କୁ ଅଧିକ ସଂପୃକ୍ତ କରାଯିବ: ମନ୍ତ୍ରୀ ଶ୍ରୀ ଆରୁଖ ଭୁବନେଶ୍ୱର, :ଜଙ୍ଗଲ ସଂପଦର ସଂରକ୍ଷଣ ଓ ଅଭିବୃଦ୍ଧି ସମେତ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବନଖଣ୍ଡ ଅଧିକାରୀମାନେ ପ୍ରାଥମିକତା ଦେବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ…

ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦ୍ରାଂଚଳ ଉପ ନିର୍ଦ୍ଦେଶକଙ୍କ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ

ପାଠାଗାରର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଭୁବନେଶ୍ୱର(ଶାସକ ପ୍ରଶାସକ): ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ଆଜି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ତଦାରଖ ପରିପ୍ରେକ୍ଷୀରେ ପୂର୍ବାହ୍ଣରେ ସୂଚନା ଓ ଲୋକ…

ପୂର୍ବପରି ପିଡିଏସ ସାମଗ୍ରୀ ଯୋଗାଇ ଦେବାକୁ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଜିଲ୍ଲା ପରିଷଦ ସଭ୍ୟ

ଭଞ୍ଜନଗର/ନିଲୁ ବିଷୋୟୀ: ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତର ଜାଲଖାଇ ଗ୍ରାମକୁ ପୂର୍ବପରି ପିଡିଏସ ସାମଗ୍ରୀ ଯୋଗାଇ ଦେବାକୁ ଶୁକ୍ରବାର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଗ୍ରାମବାସୀ ଙ୍କ ସହ ଫେରାଦ ହୋଇଛନ୍ତି ବେଲଗୁଣ୍ଠା ବ୍ଲକ ୪୮ନଂ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା ।…

ଗଜପତି ଜିଲ୍ଲା ଗସ୍ତରେ ଜାତୀୟ ମନିଟରିଂ ଟିମ୍ ଲିଡର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲାକୁ ଜାତୀୟ ମନିଟରିଂ ଟିମ୍ ଲିଡର ୬ଦିନିଆ ଗସ୍ତରେ ଆସିଥିବାର ଜଣାପଡିଛି। ଜାତୀୟ ମନିଟର ଟିମ୍ ଲିଡର ଡ.ଏସ ଦୟାକର ରେଡ୍ଡୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ବିଶେଷ କରି ଗଜପତି ଜିଲ୍ଲାରେ ନିର୍ମାଣଧିନ ପୋଖରୀ ,…

ଗାଲେରୀ ମା’ ଦଣ୍ଡକାଳୀଙ୍କ ନାମରେ ଠକେଇ ଅଭିଯୋଗ

ଭଞ୍ଜନଗର/ନିଲୁ ବିଷୋୟୀ. ବହୁ ଠକ ଓ ଅଳସୁଆ ପ୍ରକୃତିର ଲୋକଙ୍କ ସମେତ ନାବାଳକ ମାନେ ମଧ୍ୟ ଠାକୁର ଙ୍କ ନାମରେ ସାଧାରଣ ଲୋକଙ୍କୁ ଲୁଟୁଥିବା ଜଣାପଡିଛି।ଯାହା ଫଳରେ ଭଞ୍ଜନଗର ସହରରେ ପ୍ରତିଦିନ ୪/୫ଟି ଗାଡ଼ିରେ କିଛି ଲୋକ ଆସି ବିଭିନ୍ନ ଦେବାଦେବୀଙ୍କ ନାମରେ ମନ୍ଦିର ନିର୍ମାଣ, ପ୍ରତିଷ୍ଠା,…

ଆଖି ଥାଇ ଅନ୍ଧ, କାନ ଥାଇ ବଧିର କେନ୍ଦୁଝରଗଡ଼ ନଗରପାଳିକା

ଅନ୍ୟ କଥା ସବୁ ଆଖିକୁ ଦିଶୁଛି, ଏଇଟା କେମିତି ଦିଶୁନି ! ସ୍ୱଚ୍ଛତା ରଖିବ କଣ, ରାସ୍ତା କଡେ ଢାଳୁଛି ଅଳିଆ । କେନ୍ଦୁଝର: କେନ୍ଦୁଝର ସହର ମଝିରେ ଥିବା କିମିରିଡୋଲୀ ମଶାଣି ପାର୍ଶ୍ୱରେ ଜାତୀୟ ରାଜପଥକୁ ଲଗାଇ କେନ୍ଦୁଝରଗଡ଼ ନଗରପାଳିକା ସହରର ଆବର୍ଜନା ପକେଇ ଏବେ ପୂତି ଗନ୍ଧମୟ ପରିବେଶ…

ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧରେ ପ୍ରେରିତ କରିବା ଉଚିତ୍ : ପୂର୍ବତନ ରାଜ୍ୟପାଳ ଏମ୍‌.…

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କୁ ଶୈକ୍ଷିକ ଏବଂ ବୌଦ୍ଧିକ କ୍ଷେତ୍ରରେ ଶିକ୍ଷିତ କରାଇବା ସହ ସେମାନଙ୍କୁ ଉଚ୍ଚ ମାନର ନୈତିକ ମୂଲ୍ୟବୋଧର ମନ୍ତ୍ର ଦେବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଏକ ବଡ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଶ୍ରୀ ଏମ୍‌.ଏମ୍‌. ରାଜେନ୍ଦ୍ରନ ।ଦେଶ…