Sign in
Sign in
Recover your password.
A password will be e-mailed to you.
ବରଗଡ଼ ଶିକ୍ଷା ବିଭାଗରେ କଳଙ୍କ..
ପଦ୍ମପୁର : ଝାରବନ୍ଧ BEO ରଞ୍ଜିତ ଭୋଇ ଜଣେ ଶିକ୍ଷକଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ l ଡୁଙ୍ଗୁରିପାଲି ସ୍କୁଲର ଜଣେ ଶିକ୍ଷକଙ୍କ ଦରମା ବନ୍ଦ କରିବାପରେ 5 ହଜାର ଟଙ୍କା ଦାବି କରିଥିବା ବେଳେ ଆଜି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ…
ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢାଇବା ଓଡିଶାର ଚାଷୀଙ୍କ ପ୍ରତି ଉପହାସ: ବିଜେଡି
ପ୍ରସ୍ତାବରେ ରହିଗଲା କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାର ଦାବି
ଲାଗୁ କଲେ ନାହିଁ ସ୍ୱାମୀନାଥନ କମିଶନଙ୍କ ସୁପାରିଶ୍
ବଳକା ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ର କୁନ୍ଥୁ କୁନ୍ଥୁ
ଭିଟାମିନଯୁକ୍ତ ଚାଉଳ ନେବାକୁ କେନ୍ଦ୍ର ଦେଉ ନାହିଁ ଅଧିକ ଲକ୍ଷ୍ୟ
ସବ୍ସିଡି ଓ ସୁଧ…
ରାଷ୍ଟ୍ରପତି ଭବନରେ ‘ଲୋକତନ୍ତ୍ରର ସ୍ୱର’ ଚତୁର୍ଥ ସଂସ୍କରଣର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ମହାମହିମ ରାଷ୍ଟ୍ରପତି ଦେଖିଥିବା ସ୍ୱପ୍ନକୁ ସାକାର କରାଯିବ -ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ – ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ପ୍ରଦାନ କରିବା ବେଳେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦(ଏନଇପି) ଉପରେ ଦେଇଥିବା ଟିପ୍ପଣୀ ତଥା ଶିକ୍ଷା…
ବହୁବିଧ ଗବେଷଣା ନିମନ୍ତେ ସିଏସ୍ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ବହୁବିଧ ଗବେଷଣା ନିମନ୍ତେ ବେଙ୍ଗାଲୁରୁ ସ୍ଥିତ ସିଏସ୍ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।ଡାଟା ସାଇନ୍ସ ଓ ବହୁବିଧ ଗବେଷଣା ଏବଂ ଇଞ୍ଜିନିୟରିଂ ସାଇନ୍ସ ବିଶେଷ ଭାବରେ ସମାଜରେ ବିଜ୍ଞାନ…
“ଜୀବନରେ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ”
ଭୁବନେଶ୍ୱର : ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବୁଧବାର ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ର ଅଧ୍ୟକ୍ଷ ପ୍ରଫେସର କେ. କେ.…
ଆରପାରିରେ ଶିକ୍ଷକ ତଥା ସାମ୍ବାଦିକ ଭକ୍ତରଞ୍ଜନ ମହାରଣା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର ) : ଶିକ୍ଷକ ତଥା ସାମ୍ବାଦିକ ଭକ୍ତରଞ୍ଜନ ମହାରଣାଙ୍କର ବୁଧବାର ଅପରାହ୍ନରେ ଓଡ଼ଗାଁ ହେମାମାଳି ସାହିସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ଗୌଡପୁଟ ଝାଙ୍ଗିରାମ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ…
ଅଦିନିଆ ପୋଷ୍ଟରକୁ ନେଇ ବଲାଙ୍ଗୀରରେ ରାଜନୈତିକ ଝଡ଼
ପୋଷ୍ଟର ମାରିଲା କିଏ? ତଦନ୍ତ ଦାବି କଲେ ସାଲୁଜା
ବଲାଙ୍ଗୀର: ଅଦିନିଆ ପୋଷ୍ଟରକୁ ନେଇ ଏବେ ବଲାଙ୍ଗୀରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କାରଣ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଫଟୋ ରହିଛି। ଆଉ ସେଥିରେ ଲେଖାଯାଇଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ।…
ବ୍ରହ୍ମକ୍ଷେତ୍ର ପୀଠରେ ଘୋଷଯାତ୍ରା ପାଇଁ ଅନୁଷ୍ଠିତ ହେଲା ପ୍ରଶାସନିକ ବୈଠକ ।
ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ, ଆଗାମୀ ରଥ ଯାତ୍ରାକୁ ଲକ୍ଷ୍ୟ ରଖି ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ପୂର୍ବତନ ମନ୍ତ୍ରୀ ତଥା…
ଗଜପତି ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ଶୋଭାଯାତ୍ରା ପାଳନ କରାଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ସଚେତନତା ଶୋଭାଯାତ୍ରାକୁ…
ଜଗତସିଂହପୁର ଜିଲ୍ଲାରେ ଲୋକାର୍ପିତ ହେଲା ୭୫ ଗୋଟି ରୂପାନ୍ତରିତ ବିଦ୍ୟାଳୟ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାରେ ୭୫ ଗୋଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିଛନ୍ତି l ଏହି ଉପଲକ୍ଷେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମି ହାଇସ୍କୁଲ ପରିସରରେ ଆୟୋଜିତ ଉତ୍ସବ ରେ ସରକାରୀ ମୁଖ୍ୟ…