Sign in
Sign in
Recover your password.
A password will be e-mailed to you.
ପାରମ୍ପରିକ ସଂସ୍କୃତି ତଥା ଲୁଚି ରହିଥିବା କଳାକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଓଡ଼ିଶା ମୋ ପରିବାର’ର ଅନନ୍ୟ ପ୍ରୟାସ
ଭୁବନେଶ୍ୱର,: ବିଭିନ୍ନ କ୍ଷେତ୍ର ଯଥା- କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଝୋଟି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ସିଅନ…
ଶ୍ରୀରଘୁନାଥ ଜୀଉଙ୍କ ଦର୍ଶନ କଲେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ
ସିଭିଲ କୋର୍ଟ କମ୍ପ୍ଳେକ୍ସ ପରିଦର୍ଶନ ପରେ ଫଳ ଚାରା ରୋପଣ ପାଇଁ ପରାମର୍ଶ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଗୁରୁବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ସପତ୍ନୀକ ଓଡଗାଁ ଠାରେ ପହଞ୍ଚି ଶ୍ରୀରଘୁନାଥ ଜୀଉଙ୍କୁ ଦର୍ଶନ କରିଛନ୍ତି |
ଶ୍ରୀଜୀଉଙ୍କ ଦର୍ଶନ…
ଗୁଣୁପୁର ର ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା…
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ରାଜ୍ୟ ସରକାରଙ୍କ ପୁରାତନ ମନ୍ଦିର ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ 5 T ଅଧୀନ ରେ କରାଯାଉ ଥିବା ବେଳେ ଓଡିଶା ର ପୁରୀ ଶ୍ରୀ ମନ୍ଦିର ପରେ ଦକ୍ଷିଣ ଓଡିଶା ର ବହୁ ପୁରାତନ ମା ତରା ତାରିଣୀ ମନ୍ଦିର ର ସୌନ୍ଦର୍ଯ୍ୟକରଣ କାମ କୁ 5T ଅଧୀନରେ କରାଯାଇଛି |…
ନ୍ୟାୟ ନ ପାଇ ଏସପି ଙ୍କ ଦ୍ୱାରସ୍ଥ ହେଲେ ସ୍ବାମୀ ସ୍ତ୍ରୀ
ଭଦ୍ରକ(ସୀତାକାନ୍ତ ପାଢ଼ୀ)-: ଜମିବାଡ଼ି ବିବାଦକୁ ନେଇ ଭଦ୍ରକ ଏସପି ଙ୍କ ଦ୍ବାରସ୍ଥ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅଣ୍ଡେଇ ଗ୍ରାମର ନିତ୍ୟାନନ୍ଦ ଧଳ ଙ୍କ ପରିବାର ର ନିଜ ଭାଇ , ଭାଇ ମଧ୍ୟରେ ଜମିବାଡି କୁ କେନ୍ଦ୍ର କରି ୧ ବର୍ଷ…
ନନ୍ଦିନୀ ଶତପଥୀ ଙ୍କ ଜୟନ୍ତୀ ପାଳିତ
ଭଞ୍ଜନଗର -- ସ୍ଥାନୀୟ ନନ୍ଦିନୀ ଶତପଥି ସ୍ମୃତି ସଂସଦ ତରଫୁରୁ 91ତମ ଜୟନ୍ତୀ ପାଳିତ ହୋଇଯାଇଛି l ଚିଦାନନ୍ଦ କୁଷ୍ଟାଶ୍ରମ ପରିସରରେ ଏଥିନିମିତ୍ତ ଆୟୋଜିତ ଉଛବରେ ପରିଷଦର ସଭାପତି ପ୍ରାକ୍ତନ କଲେଜ ଅଧକ୍ଷ କୃତ୍ତିବାସ ବିଶ୍ୱାଳ ସଭାପତିତ୍ୱ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ…
ବିଡେକାକୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କଲେ ଭଞ୍ଜନଗର ଉପଜିଲ୍ଲାପାଳ
ଭଞ୍ଜନଗର : ଗଂଜାମ - କନ୍ଧମାଳ ସୀମାନ୍ତ କଳିଙ୍ଗ ଘାଟିରେ ଗତ ମେ ୨୫ ତାରିଖରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଜଣ ମୃତ୍ୟବ୍ୟକ୍ତିଙ୍କୁ ଭଞ୍ଜନଗର ଜଳ ସମ୍ପଦ ସାଂସ୍କୃତିକ ପରିଷଦ (ବିଡେକା) ଦ୍ୱାରା ଭଞ୍ଜନଗରରୁ ପଶ୍ଚିମବଙ୍ଗ ସୁଲତାନପୁର କୁ ସ୍ୱତନ୍ତ୍ର…
ଧାର୍ମିକ ବିଶ୍ୱସ୍ତ ନେତାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସେରଙ୍ଗ ସ୍ଥିତ ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋଙ୍କ ଦ୍ୱାରା ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋରୀ ବାଳିକା ସଶକ୍ତି ଅଭିଯାନ ମାଧ୍ୟମରେ ଜିଲ୍ଲାର ଖ୍ରୀଷ୍ଟିଆନ ଧାର୍ମିକ ବିଶ୍ୱାସ…
ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଯାପିତ
କମ୍ରେଡ ଶଙ୍କର ପୁନଃ ଜିଲ୍ଲା ସମ୍ପାଦକ ଭାବେ ନିର୍ବାଚିତ
ଭଞ୍ଜନଗର/ନିଲୁ ବିଷୋୟୀ: ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ର ୩ୟ ଜିଲ୍ଲା ସମ୍ମିଳନୀ ଭଞ୍ଜନଗର ର ବଳଭଦ୍ର ଜାନି ନଗର ସ୍ଥିତ ଆଦିବାସୀ ବୀର ଚକରା ବିଷୋୟୀ ଙ୍କ ହଲ୍ ରେ ସଫଳତାର ସହ ଉଦଯାପିତ ହୋଇଯାଇଛି। କମ୍ରେଡ…
ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଶୃଗଂରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ
ପୁରୀ (ଅନିମେଶ ପଟ୍ଟନାୟକ): ରଘୁରାଜପୁରର ଯୁବ ପର୍ବତାରୋହୀ ଚିନ୍ମୟ ମହାରଣା । ସାଉଥ୍ ଆଫ୍ରିକାର କିଲିମାଞ୍ଜାରୋ ପର୍ବତଶୃଗଂ ଆରୋହଣ କରିଛନ୍ତି । ଆରୋହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟଚିତ୍ର ପ୍ରଦର୍ଶନ କରିଛନ୍ତି। ଗୁରୁବାର ଦିନ ଚିନ୍ମୟ ଏହି ଶୃଗଂ ଆରୋହଣ କରି…
ସ୍ଥାଣୁ ପାଲେଟିଛି କାଶୀପୁର ତହସିଲ କାର୍ଯ୍ୟାଳୟ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ତହସିଲ କାର୍ଯ୍ୟାଳୟ ର କାର୍ଯ୍ୟ ସମୟରେ କର୍ମଚାରୀ ମାନଙ୍କ ଅଦୃଶ୍ୟ ଥିବା ଅଭିଯୋଗ ହେଉଥିବାବେଳେ କାଶୀପୁର ବିଭିନ୍ନ ପ୍ରାନ୍ତଃ ରୁ ନିଜ ନିଜର କାମ ନେଇ ଲୋକେ ତହସିଲଦାର କାର୍ଯ୍ୟଳୟ ପହଞ୍ଚି ଅଧିକାରୀ ନ ଥିବା ଦେଖି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…