Sign in
Sign in
Recover your password.
A password will be e-mailed to you.
ଜଗତସିଂହପୁର ଜ଼ିଲ୍ଲା ସମସ୍ତ ବ୍ଲକର ଅଧକ୍ଷ ଓ ଅଧକ୍ଷା ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଭେଟିଲେ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲାର ୮ ଟି ବ୍ଲକ ର ଅଧକ୍ଷ ଅଧକ୍ଷା ମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଜଗତସିଂହପୁର ବ୍ଲକ ଅଧକ୍ଷା କନକ ପ୍ରଭା ଲେଙ୍କା ଓ ଉପାଧ୍ୟାକ୍ଷ୍ୟ…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପୁରୀ ଜିଲ୍ଲାର ୯୫ଟି ସ୍କୁଲ ଲୋକାର୍ପିତ
ପୁରୀ,(ଅନିମେଶପଟ୍ଟନାୟକ): ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି। ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ। ଏହାଦ୍ବାରା…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ: ୫ଟି ଜିଲ୍ଲାର ୪୪୫ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ
ବେସରକାରୀ ସ୍କୁଲ ଠାରୁ ଆମ ସ୍କୁଲ ଏବେ ବହୁ ଆଗରେ - ଛାତ୍ରଛାତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ…
ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଜଣେ ଜଣେ ଉଦ୍ୟୋଗୀ ସୃଷ୍ଟି ହିଁ ସବୁଠାରୁ ବଡ ସଫଳତା : ମନ୍ତ୍ରୀ ଇଂ ଘଡାଇ
ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ
ଭୁବନେଶ୍ୱର,(ଶାସକ ପ୍ରଶାସକ) :ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ…
ଦୁବାଇରେ ନିଖୋଜ ଅସୁସ୍ଥ ଓଡିଆ ଯୁବକ
ଉଦ୍ଧାର ପାଇଁ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଲୋଡିଲେ ବୈଜୟନ୍ତ ପଣ୍ଡା
ଭୁବନେଶ୍ବର- ଦୁବାଇରେ ନିଖୋଜ ଥିବା ଅସୁସ୍ଥ ଓଡିଆ ଯୁବକ ଲକ୍ଷ୍ମୀଧର ପରିଡାଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ…
ଲଉଡ଼ିଦରହା ରେ ଶ୍ରୀ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ଲଉଡ଼ିଦରହା ଗ୍ରାମ ସ୍ଥିତ ମହିଳା ସମିତି ଛକ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ମହାପ୍ରଭୁ ଶ୍ରୀ ଶ୍ରୀ ହନୁମାନ ଙ୍କ ମନ୍ଦିର ର ପ୍ରତିଷ୍ଠା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହେବା ସହିତ ହନୁମାନ…
କ୍ରିକେଟରୁ ଅବସର ନେଲେ ମିତାଲି ରାଜ
ନୂଆଦିଲ୍ଲୀ: କ୍ରିକେଟରୁ ଅବସର ନେଲେ ଜଣାଶୁଣା ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ | ମିତାଲି ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମହିଳା ଦିନିକିଆ କ୍ରିକେଟରେ ଅଗ୍ରଣୀ ରନ୍ ଗେଟର୍ ଭାବରେ ମିତାଲି ଅବସର ନେଇଛନ୍ତି | ସେ 232 ମ୍ୟାଚରେ ଭାରତକୁ…
ମୋବାଇଲ ଆଲୁଅରେ ହେଉଛି ରୋଗୀ ସେବା
ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା, ଡିଜି ଅଚଳ
ଉମରକୋଟ/ଜିତେନ୍ଦ୍ର କୁମାର ମହାନ୍ତି: ନବରଙ୍ଗପୁର ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। କିଛି ଦିନ ତଳେ ଜିଲ୍ଲାର ତେନ୍ତୁଳୀଖୁଣ୍ଟି ବ୍ଲକରେ ଗଛ ଡାଳରେ ସାଲାଇନ୍ ବୋତଲ ଲଗାଇ ଜଣେ…
ଅସ୍ତରଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଅସ୍ତରଙ୍ଗ / ଦୁଃଶାସନ ନାୟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ତୁଷାର କାନ୍ତି ବେହେରାଙ୍କୁ ନୂତନ ଦାୟିତ୍ୱ ମିଳିବା ସହିତ ପୂର୍ବ ବିଭାଗ ବଜାୟ ରଖିଛନ୍ତି।ପୂର୍ବ ଦାୟିତ୍ୱ ସହ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ଦାୟିତ୍ୱ ମିଳିଥିବାରୁ…
ମଦର ମେରୀଙ୍କୁ ପୂଜାର୍ଚ୍ଚନା ଓ ସୁରକ୍ଷାକୁ ନେଇ ମଣ୍ଡାସରୁ ବାସୀ ଓ ବନ ବିଭାଗ ମଧ୍ୟ ବିବାଦ
ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ସବୁଜ ବନାନୀରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାସରୁ ଅଞ୍ଚଳ I କ୍ୟାଥଲିକ ଚର୍ଚ୍ଚ ପଛ ପଟ ସବୁଜ ବନାନୀରେ ପରିପୂର୍ଣ୍ଣ ପାହାଡ଼ ଜଙ୍ଗଲର ସୁନ୍ଦର ପରିବେଶରେ ପୂର୍ବପୁରୁଷରୁ ଅର୍ଥାତ ବ୍ରିଟିଶ ଶାସନ ସମୟରୁ ହିଁ ମାଁ ମେରୀ ପୂଜା…