ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

ଭୁବନେଶ୍ୱର- 14 ଥରର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳକୁ ଓଡ଼ିଶା ସମ୍ବର୍ଦ୍ଧିତ କରିବାକୁ ଯାଉଛି I ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେଉଛି I…

୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ |

ଚାମ୍ପିୟନ ବରଗଡ଼ ଜ଼ିଲ୍ଲା, ଅନୁଗୁଳ ରନର୍ସ-ଅପ ବରଗଡ଼ : ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା "ଓଡିଶା ମୁଏଥାଇ ୟୁନିଅନ" ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ ର ମିଳିତ ସହଯୋଗ ରେ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡ଼ିୟମ ଠାରେ ଦୁଇଦିନିଆ ୧୦ମ ଓଡିଶା ରାଜ୍ୟ ମୁଏଥାଇ…

ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ ନହେବାଯାଏ ଆଖିଦୃଶିଆ ବୈଦେଶିକ ପୁଞ୍ଜିନିବେଶ…

  ଭୁବନେଶ୍ୱର : " ଯେପର୍ଯ୍ୟନ୍ତ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ସୁଦୃଢ଼ୀକରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଆଖିଦୃଶିଆ ବୈଦେଶିକ ପୁଞ୍ଜି ଆସିବ ବୋଲି ସ୍ପଷ୍ଟ ମନେ ହେଉନାହିଁ" ବୋଲି ପୁଞ୍ଜିନିବେଶ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ…

ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର ) : ଓଡ଼ଗାଁ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ ଆନୁକୁଲ୍ୟରେ ସେବାକେନ୍ଦ୍ର ପରିସରରେ ଅମୃତ ବିନ୍ଦୁ ରକ୍ତଦାନ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ୪୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଶିବିରରେ ସାଇ ଭକ୍ତ ଏବଂ ଅନ୍ୟାନ୍ୟ ସ୍ବେଚ୍ଛାକୃତ…

ଦିଲ୍ଲୀପ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ) : ନୟାଗଡ଼ ଜିଲ୍ଲା କଂଗ୍ରେସ ସଙ୍ଗଠନର ପୁନରବିନ୍ୟାସ ଅବସରରେ ସୟଦ୍ ୟାସିର୍ ନୱାଜଙ୍କ ନିର୍ଦେଶ ଓ ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଜ୍ୟୋତିରଞ୍ଜନ ଦାସ ଙ୍କ ଅନୁମୋଦନ କ୍ରମେ  ମଙ୍ଗଳବାର ଦିନ ଜିଲ୍ଲାର ୮ଗୋଟି ବ୍ଳକ ପାଇଁ ସଭାପତି ଚୟନ…

ଛତାମଖନା ସମବାୟ ସମିତି ନିର୍ବାଚନ : ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ସମସ୍ତ ପ୍ରାର୍ଥୀ

ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଛତାମଖନା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଗୋଟିଏ ସମିତିର ସମସ୍ତ ପ୍ରାର୍ଥି…

ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଜେପିର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେକେନ୍ଦ୍ର ଜାହାଜ ଚଳାଚଳ…

ଧର୍ମ ପରାୟଣ ସ୍ବର୍ଗତା ଶାନ୍ତି ସୁଦ୍ଧା ସ୍ୱାଇଁ ଙ୍କ ସ୍ମୃତିଚାରଣ ସଭା

ଜଗତସିଂହପୁର/ସୁମନ୍ତ କୁମାର ଦାସ: -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ରାଜସ୍ୱ ଗ୍ରାମର କନିମୁଳ ଗ୍ରାମର ଧର୍ମପରାୟଣ ମହିଳା ଶାନ୍ତି ସୁଦ୍ଧା ସ୍ୱାଇଁ ଙ୍କ ନିଜ ବାସଭବନ ରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି.ହିମାଂଶୁ ସ୍ବାଇଁ, ସଂଗ୍ରାମ କେଶରି ସ୍ବାଇଁ, ସୁଧାଂଶୁ…

ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ସୋମବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଂଚାୟତ ୧ନଂ ୱାର୍ଡ଼ର ଗୋଟିଏ ପରିବାରର ୨ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ଗତ ସୋମବାର ମଧ୍ୟାହ୍ନରେ କୋଲଣପୁର ୧ନଂ ୱାର୍ଡ଼ର ବବି ସାମଲଙ୍କ ଗୃହରେ…

ବିଭାଗୀୟ ଅଧିକାରୀଙ୍କ ସହ ପ୍ରଥମ ବୈଠକ ନେଲେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ):ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ ବିଭାଗୀୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗ ତରଫରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର…