Sign in
Sign in
Recover your password.
A password will be e-mailed to you.
ମୋଦି ସରକାରଙ୍କର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଓବିସି ଜାତି ବର୍ଗ ସମ୍ମିଳନୀ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥାନୀୟ ସଂସ୍କୃତି ଭବନ ଠାରେ ମୋଦି ସରକାର ଙ୍କର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଓବିସି ଜାତି ବର୍ଗ ସମ୍ମିଳନୀ ଓବିସି ମୋର୍କା ର ଜିଲ୍ଲା ସଭାପତି ସୁବୋଧ ବାରିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଡଃ…
କୃଷି ଓ ଲୋକକଳା ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ): ୨୦ ତମ ଲୋକକଳା ମେଳା ଓ ୧୩ ତମ କୃଷି ମେଳା ସମ୍ପର୍କିତ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଏହି ମେଳା ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ଶୃଙ୍ଖଳା ର ସହ ଆୟୋଜନ…
ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋର୍ଟିକ ଅସ୍ତ୍ରୋପଚାରରେ ଆପୋଲୋର ସଫଳତା
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍ସ ରୋବୋଟିକ୍ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ ଆପୋଲୋ…
ଚାଷୀଙ୍କୁ ଏଚଡିଏଫସି କମ୍ପାନୀ ବୀମା ଯୋଗାଇ ନଦେବାର ଷଡଯନ୍ତ୍ର
କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ ପୁଣିଥରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା ।
ପଦ୍ମପୁର: ମସ୍ତ ପ୍ରକାର ର ନୀତି ନିୟମ କୁ ଉଲଂଘନ କରି ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଫଜିକରଣ କରିଥିବା ଚାଷୀ ମାନଙ୍କ ଆବେଦନ କୁ ବହୁ ସଂଖ୍ଯାରେ ଏଚଡ଼ିଏଫସି ( HDFC ) ବୀମା କମ୍ପାନୀ ଖାରଜ କରି…
ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ(ଦିଶା) କମିଟି ବୈଠକ
ସୁବର୍ଣ୍ଣପୁର (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ପରିଷଦ…
ଜିଲ୍ଲାସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ ବୈଠକ
ସୁବର୍ଣ୍ଣପୁର,(ପ୍ରକାଶ ହାତୀ ): ଆଜି ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ରେ ଏକ ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ l ଡା. ବିଶ୍ୱ ରଂଜନ ପତି, ସି. ଡି. ଏମ. ଓ., ଡା.…
ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ ହୋଇପାରେ: କିମ୍ସ ବିଶେଷଜ୍ଞ
ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି। ଜୁନ ୮…
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନେଇ ସମୀକ୍ଷା ବୈଠକ
ସୁଚାରୁ ରୂପେ ଦାୟିତ୍ୱ ସଂପାଦନ ପାଇଁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସୁଚାରୁ ରୂପେ ସଂପାଦନ କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ତଥା…
ଲୋକସଂପର୍କ ଭବନରେ ମନ୍ତ୍ରୀ ଶ୍ରୀ ଅମାତ
ସରକାରଙ୍କ ସଫଳତାର ସଠିକ୍ ଉପସ୍ଥାପନ ପାଇଁ ପରାମର୍ଶ
ଭୁବନେଶ୍ୱର:ଦାୟିତ୍ୱ ଗ୍ରହଣ ପରେ ସୂଚନା ଓ ଲୋକସଂପର୍କ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଆଜି ଲୋକସଂପର୍କ ଭବନକୁ ପରିଦର୍ଶନରେ ଆସି ବିଭାଗୀୟ ଅଧିକାରୀ ତଥା…
ଜୁନ – ୧୬ ଶେଷ ରଜ ଦିନ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ସ୍ଥାନୀୟ ଛୁଟି
ଭୁବନେଶ୍ବର: ଆଗାମୀ ରଜ ପର୍ବ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ଶେଷ ରଜ (ଭୂଦାହ) ଜୁନ – ୧୬ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟ।ଳୟ ବନ୍ଦ ରହିବ । ରଜ ପର୍ବ ଉପଲକ୍ଷେ ଜୁନ ୧୪ ତାରିଖ,୧୫ ତାରିଖ ସରକାରୀ ଛୁଟି ରହିଛି । ପ୍ରକାଶ ଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା…