Sign in
Sign in
Recover your password.
A password will be e-mailed to you.
ବ୍ରାହ୍ମଣଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ
ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର ସହରର ଭେଜିପୁଟ୍ ବ୍ରାହ୍ମଣଦେବୀ ମନ୍ଦିର ନିକଟରେ ଥିବା ଖୋଲା ପଡିଆରେ ବ୍ରାହ୍ମଣଦେବୀ ଟି୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଶୁଭାରମ୍ଭ ହୋଇଛି। ଏଥିରେ ଭଞ୍ଜନଗର ଓ ଆଖପାଖ ଗ୍ରାମର ୮ ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଭେଜିପୁଟ ହ୍ବାଇଟ୍ ଟାଇଗର ଏବଂ…
ଅଳକା ନଦୀ ଭିତରୁ ଇଲେକ୍ଟ୍ରି ସବ୍ ଷ୍ଟେସନ୍ ସ୍ଥାନାନ୍ତରିତ ନିମନ୍ତେ ଗାଲୁପଡା ଓ ଅତାମଳା ଗ୍ରାମବାସୀ ଙ୍କ ସହିତ…
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ହାଟ ବଜାର ଠାରୁ ଆଳିପିଙ୍ଗଳ ମୁଖ୍ୟରାସ୍ତା ଆଳିପିଙ୍ଗଳ ଗାଲୁପଡାଠାରେ ପୁରାତନ ଅଳକା ନଦୀ ଦଲାଲ ମାନେ ବିକ୍ରି କରିଥିବା ବେଳେ ଏବେ ଅଳକା ନଦୀ ଭିତରେ ଇଲେକ୍ଟ୍ରୋନିକ୍ସ ସପ୍ଟେସନ ବସୁଥିବା ରୁ ଗାଲୁପଡା ଅତାମଳା ଗ୍ରାମବାସୀ ମାନଙ୍କ ସହିତ…
ଗଂଜାମ ବିଭାଗ ଦାୟିତ୍ବରେ ଘୁମୁସରର ଛାତ୍ରନେତା ଅଶ୍ବିନୀ
ଭଞ୍ଜନଗର/ନିଲୁ ବିଷୋୟୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ଓଡିଶା ପ୍ରାନ୍ତତରଫରୁ ପ୍ରାନ୍ତ ଅଭ୍ୟାସ ବର୍ଗ ଜଗତସିଂହପୁର ଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟ ସଭାପତି,ସଂପାଦକ ଓ ପ୍ରାନ୍ତ ସଂଗଠନ ସଂପାଦକ ପ୍ରଥମ ଦିନରେ ABVP ର ଆଗାମୀ ବାର୍ଷିକ କାର୍ଯ୍ୟକ୍ରମକୁ ଉପସ୍ଥାପନ…
ବିଏସପି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ସଦର ମହକୁମା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ଲକ ବହୁଜନ ସମାଜ ପାର୍ଟି ପକ୍ଷରୁ ଏକ ବଡ଼ ଧରଣର କର୍ମ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଟଂକଧର ବାଘ ଯୋଗ ଦେଇଥିବାବେଳେ ସମ୍ମାନିତ…
ବାଳ-ସତସଙ୍ଗରେ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀରାସିକରାଜ ମନ୍ଦିର(ପରିଛା ମଠ) ପରିସରରେ ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଆରତୀ ପରେ ମନ୍ଦିର ବେଢ଼ା ନାମ ସଂକୀର୍ତ୍ତନ ସହ ପରିକ୍ରମା ହୋଇଥିଲା। ଦ୍ଵିତୀୟ…
ବାଲ୍ୟ ବିବାହ ବନ୍ଦ ନିମନ୍ତେ ବ୍ଲକ ସ୍ତରୀୟରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ରାୟଗଡ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।…
ନବୀନଙ୍କୁ ସାକ୍ଷାତ କଲେ ଗାଙ୍ଗୁଲି
ଭୁବନେଶ୍ୱର : ଓଡ଼ିଶାର ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି-ଟୋଂଟୀ ମ୍ୟାଚ ପାଇଁ ଓଡିଶା ଗସ୍ତରେ ଥବା ଭାରତୀୟ କ୍ରିକେଟ ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି | ଏହି…
ବାଲେଶ୍ୱରରେ କିସ୍ର ଶାଖା: ୧୩ରେ ଇମାମୀ-କିସ୍ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା…
ରାଣିତାଲ ରେଲୱେ ଗେଟ ପାର୍ଶ୍ଵରେ ଓଭର ବ୍ରିଜ ନିର୍ମାଣ ଓ ଜଳ ନିଷ୍କାସନ ପାଇଁ ରେଳରୋକ
ସିମୁଳିଆ(ଅକ୍ଷୟ କୁମାର ଜେନା): ରେଲୱେର ମନମୁଖି କାମ ପାଇଁ ଅତିଷ୍ଟ ହେଇ ପଡିଲେଣି ରାଣୀତାଲ ସମେତ ଅନେକ ଆଖ ପାଖ ପଂଚାୟତ ବାସୀ। ରେଲୱେ ସମ୍ପ୍ରସାରଣ ଯୋଗୁଁ ଉଭୟ ପାର୍ଶ୍ଵ ନୟନ ଯୋଡ଼ି ପୋତି ହୋଇଯିବା ରୁ ଜଳ ନିଷ୍କାସନ ହେବା ସମ୍ଭବ ହୋଇପାରୁନି। ଫଳରେ ହଜାର ହଜାର ଚାଷୀ ହଇରାଣ ହେଉଛନ୍ତି।…
ବୈଶାଖ ମେଳା ର ସମୀକ୍ଷା ବୈଠକ:ମେଳାର ସଫଳ ଆୟୋଜନ ପାଇଁ କମିଟି ସଭ୍ୟ ମାନେ ସମ୍ମାନିତ
ବିଭାଗୀୟ ଅଧିକାରୀ ମାନଙ୍କର ଅନୁପସ୍ଥିତ କୁ ନେଇ ସମାଲୋଚନା
ବରଗଡ :- ଗତ ମେ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ପବିତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ଙ୍କର ପବିତ୍ର ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳାର ଆୟୋଜନ କରାଯାଇଥିଲା । ଚଳିତ ଥର ମେଳା ଆୟୋଜନ ଓ ପରିଚାଳନା ପାଇଁ ସ୍ଥାନୀୟ…