Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ” ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ” ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ''ପ୍ରାଉଡ଼'' ଶିଶୁ ଯତ୍ନ ଅନୁଷ୍ଠାନ ରା.ସୀତାପୁର ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ''ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ'' ପାଳିତ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଦୌରା ଜଜ୍ ଶ୍ରୀ ସତ୍ୟପିର ମିଶ୍ରଙ୍କ ଆଦେଶ…
ଗୁଣପୁର -ଥେରୁବାଲି ରେଳପଥ ପ୍ରତି ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଦୃଷ୍ଟି ଦେବାକୁ ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଂଘର…
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ :ଥେରୁବାଲି ରେଳପଥ ନିମନ୍ତେ ଆବଶ୍ୟକ ୫୦% ଅନୁଦାନ ଦିଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଅନୁସୂଚିତ ଜାତି ଓ ଜନ ଜାତି ଏବଂ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦ୍ରୁଷ୍ଟି ଦେବା ପାଇଁ ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଂଘର ସଭାପତି ଡ଼ଃ ସତ୍ୟ…
ଫଟୋଗ୍ରାଫର ମାନଙ୍କ କର୍ମଶାଳା
ଭଞ୍ଜନଗର/ ନିଲୁ ବିଷୋୟୀ - ବେଲେଶ୍ୱର ଶୈବ ପୀଠ ନିକଟରେ ଫୁଜିଫିଲ୍ମ ପକ୍ଷରୁ ଫଟୋଗ୍ରାଫରମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗାୟତ୍ରୀ ଇଲୋଟ୍ରନିକ୍ସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସମେତ ଏହାର ଆଖପାଖ ଅଞ୍ଚଳରୁ ଅନେକ ଫଟୋ ଗ୍ରାଫର ଯୋଗଦେଇ ସୁନ୍ଦର…
କୋଭିଡ ଯୁଦ୍ଧରେ ସମ୍ମମ୍ର ନିରନ୍ତର ସ୍ୱାସ୍ଥ୍ୟ ସେବାକୁ ମନ୍ତ୍ରୀଙ୍କ ପ୍ରଶଂସା
ନ୍ୟାସ୍ନାଲ୍ ଇଂଟେନ୍ସିଭ କେୟାର ସପ୍ତାହ ପାଳନ ଅବସରରେ
ସମ୍ମମ୍ ପକ୍ଷରୁ କ୍ରିଟିକାଲ୍ କେୟାର ଅପ୍ଡେଟ୍ ଆଣ୍ଡ ୱାର୍କସପ୍ – ଏସ୍ଆଇସିଏସ୍ ୨୦୨୨
ଭୁବନେଶ୍ୱର,: କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍ କୋଭିଡ ହସ୍ପିଟାଲ୍ର ସ୍ୱାସ୍ଥ୍ୟ ସେବା ଓ ଅବଦାନ…
ପଦ୍ମପୁର ଚାଷୀଙ୍କ ଦ୍ୱାରା ଜେଲ ଭରୋ ଆନ୍ଦୋଳନ
ବରଗଡ଼ :- ଦିନ ଥିଲା ଲୋକେ କହୁଥିଲେ ଯେ ଚାଷ କାମ ଯାହାର କେତେ ସୁଖ ତାହାର , କିନ୍ତୁ ଆଜି ଚାଷ ଓ ଚାଷୀର ଅବସ୍ଥା ଦେଖିଲେ ଲାଗୁଛି ଯେ ଚାଷ କାମ ଯାହାର ସବୁ ଦୁଃଖ ତାହାର । ଦେଶକୁ ଖାଦ୍ୟ ଯୋଗାଉ ଥିବା ଅନ୍ନଦାତା ଆଜି ସବୁ କ୍ଷେତ୍ରରେ ଅବହେଳିତ ଓ ଶୋଷିତ । ଚାଷ କାମ ଆରମ୍ଭ କରିବା ପୂର୍ବରୁ ଓ…
ବୃତ୍ତି ଓ ଉଚ୍ଚ ଶିକ୍ଷା ମାର୍ଗଦର୍ଶନ ପାଇଁ ପ୍ରତି ଜିଲ୍ଲାରେ ଉପଦେଷ୍ଟା ନିଯୁକ୍ତ
ସୋଭିତ ବିଶ୍ବବିଦ୍ୟାଳୟ ଓ ଦି ଇଣ୍ଟେଲେକ୍ଟସର ଅଭିନବ ପ୍ରୟାସ
ଭୁବନେଶ୍ବର :ଦେଶର ପ୍ରମୁଖ ବୈଷୟିକ ବିଶ୍ଵବିଦ୍ୟଳୟ ସୋଭିତ ବିଶ୍ବବିଦ୍ୟାଳୟ ଓ ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ଉଚ୍ଚ ଶିକ୍ଷା ଓ ବୃତ୍ତି ମାର୍ଗଦର୍ଶନ…
ବାଚସ୍ପତି ଭାବେ ନିର୍ବିରୋଧ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର : ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ଛ ଛ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିକ୍ରମ କେଶରୀ ଆରୁଖା ସୋମବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ପରେ ଏହି ପଦବୀ ପାଇଁ…
ମାଳଦା ଛକରୁ ୪କେଜି ଗଞ୍ଜାଇ ଜବତ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଅସ୍ତରଙ୍ଗ କଲେଜ ନିକଟରେ ଥିବା ମାଳଦା ଛକ ଠାରେ ଜଣେ ବ୍ୟକ୍ତି ତାର ଦୋକାନରେ ରଖି ଦୀର୍ଘ ଦିନ ଧରି ଚୋରାରେ ଗଞ୍ଜାଇ ବିକ୍ରି କରୁଥିବାର ଅଭିଯୋଗ ହୋଇ ଆସୁଥିଲା । ହେଲେ,କୌଣସି ସୂତ୍ରରୁ ଖବର ପାଇ ନିମାପଡା ଅବକାରୀ ବିଭାଗର ଏ ଏସ ଆଇ…
ନିଷ୍ଠା ପରିବାର ତରଫ ରୁ ଜୀବନଦାନ ସଚେତନତା ପାଇଁ ବାଇକ ରେଲି
ଶହ ଶହ ବାଇକ ଆରୋହି ବରଗଡ଼ ସହର ବୁଲି ସଚେତନ କଲେ
ବରଗଡ଼ :-ବରଗଡ଼ ଜିଲ୍ଲା ର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତାଙ୍କର ସେବାକାର୍ୟ୍ଯ ପାଇଁ ଆଜି କେବଳ ବରଗଡ଼ ନୁହଁ ସାରା ଓଡ଼ିଶାରେ ବେଶ ପରିଚିତ । ମୁଖ୍ୟତଃ ରକ୍ତଦାନ ଶିବିର ମାଧ୍ୟମରେ ନିଷ୍ଠା ପରିବାର ଯୁବ ସମାଜ କୁ ସମାଜ…
ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବର୍ଦ୍ଧନା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ପକ୍ଷରୁ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଓଡିଶା ଶାସକ ଦଳ ସରକାରୀ ମୁଖ୍ୟ ସଚେତକ l ଓଡିଶା ବିଧାନସଭା ଭାବେ ଦାୟିତ୍ୱ ଘୋଷଣା ପରେ ଆଜି ଜଗତସିଂହପୁର ଜିଲ୍ଲା ବିଜେଡି…