Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ…
ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରହି ବିଧାନସଭା ବଜେଟ୍ ଅଧିବେଶନରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହେଲେ ଚିନ୍ତାଜନକ
ବିଧାନସଭାର ପରମ୍ପରା ଓ ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା
ଗଣତନ୍ତ୍ରକୁ ସମ୍ମାନ ଦେଇ…
ଗଛରେ ପିଟିହେଲା କାର: ଦୁର୍ଘଟଣାରେ ୦୬ ଆହତ ।
ପଦ୍ମପୁର: ପଦ୍ମପୁର ପାଟଣାଗଡ ରାସ୍ତାର ସୁଲିଆ ଗ୍ରାମ ଠାରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର ୬ ଜଣ ଆହତ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ପଦ୍ମପୁର -ପାଟଣାଗଡ ରାସ୍ତା ର ସୁଲିଆ ଗ୍ରାମ ନିକଟରେରେ ଛତିଶଗଡ ବିଲାସପୁର ଠାରୁ ହରିଶଙ୍କର ପୀଠକୁ ତୀର୍ଥ ଯାତ୍ରା ପାଇଁ ଯାଉଥିବା ଏକ…
ଘୁ.ଉଦୟଗିରି ପୁଲିସ ଦ୍ୱାରା ଦୁଇଟି ମୃତ ଦେହ ଜବତ, ମୃତ୍ୟର କାରଣ ଅସ୍ପଷ୍ଟ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ-୪ ଶ୍ରୀରାମପଦା ଠାରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଜବତ କରିଛି I ମୃତ ଯୁବକ ଜଣକ ଟିକାବାଲି ଥାନା ଅଧିନସ୍ଥ ପାଣିଙ୍ଗିଆ ଗ୍ରାମ କଲୋନୀ ସାହିର ନରେଶ ଦିଗାଳ…
ନୄସିଂହନାଥ ରେଞ୍ଜ ଅଧିନରେ ଶହଶହ ଗଛ କାଟି ଚୋରାଚାଲାଣ, ବନବିଭାଗ ବାବୁଙ୍କ ସମ୍ପୄକ୍ତି ନେଇ ଚର୍ଚ୍ଚା !
ପଦ୍ମପୁର- ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ନେଇ ବନବିଭାଗ ଲୋକଙ୍କୁ ସଚେତନ କରିବା ସହ ବୄକ୍ଷ ରୋପଣ ପାଇଁ ନିବେଦନ କରୁଛନ୍ତି । ବୄକ୍ଷ ରୋପଣ ଓ ସଚେତନତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଓ କାଠ ମାଫିଆଙ୍କ ସହ…
ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ଶିଶୁ ଶ୍ରମ ମୁକ୍ତ ଓଡିଶା ଆମର ସଙ୍କଳ୍ପ” ଏହି ଉଦ୍ଦେଶ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ସଭା , ଶୋଭାଯାତ୍ରା , ସଚେତନା ସନ୍ଦେଶ ପ୍ରଦାନ କରାଯାଉଛି । ଗଜପତି ଜିଲ୍ଲାରେ ଶ୍ରମ…
ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏମ୍.ଏଚ୍.ଏଚ୍.ଏମ୍ ସପ୍ତାହ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକାଞ୍ଚଳ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ''ଆଇନା'' ସଂସ୍ଥା ଦ୍ୱାରା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନ କଲ୍ୟାଣ ପ୍ରତିଷ୍ଠାନର ମିଳିତ ସହଯୋଗରେ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର…
ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ
ଆଇଆଇଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଗାମୀ ଦିନରେ ବିଶ୍ୱସ୍ତରରେ ନେତୃତ୍ୱ ନେବେ-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ଜଟଣୀ– ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ…
ସୋଆ କୁଳପତି ଅଶୋକ ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନ
ଭୁବନେଶ୍ୱର: ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।ସି.ଭି ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡ…
ନିସଙ୍ଗ ଓ ଅସହାୟ ଅବସ୍ଥାରେ ଥିବା ବୃଦ୍ଧ ମହିଳାଙ୍କୁ ମାନବୀୟ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର
ଭୁବନେଶ୍ୱର– ବାଃ ବାଃ ରେ ସନ୍ତାନ... ବାପା, ମା’ ଦୁଇଜଣଙ୍କୁ ବୟସର ଅପରାହ୍ନରେ ପର କରିଦେଲେ । ଧିକ୍ ସେହି ପୁଅଝିଅଙ୍କୁ ଯିଏ ବୁଝିପାରିଲେନି ମା’ର ଗର୍ଭରୁ ବଡ଼ ହେବା ପଛରେ ଥିବା ଦୁଃଖ ଏବଂ ଯନ୍ତ୍ରଣାକୁ ଓ ବାପର ଝାଳବୁହା ରୋଜଗାରରେ ପିଲାମାନଙ୍କୁ ବଡ଼ କରିଥିବା ପରିଶ୍ରମକୁ, କେତେ ଯେ ସେ…