Sign in
Sign in
Recover your password.
A password will be e-mailed to you.
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି ଅନ୍ତର୍ଜାତୀୟ ସ୍ୱୀକୃତି ପାଇପାରିଛି : ମନ୍ତ୍ରୀ ଶ୍ରୀମତୀ…
ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ନୂତନ ଭାବେ ମନ୍ତ୍ରୀପଦ ଗ୍ରହଣ କରିବା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଫିସ୍ ପରିଦର୍ଶନରେ ଯାଇଥିଲେ । ନୂତନ ମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା, ଯୁଗ୍ମ ରିଲିଫ୍…
ରାୟଗଡ ଜିଲ୍ଲା ଇପିଏଫ ପେନସନର୍ସ ସଂଘ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ଲିଖିତ ୪୮୦ ଖଣ୍ଡ ପୋଷ୍ଟ…
ରାୟଗଡ /ସରୋଜ ସାହୁ : ଅଲ ଓଡିଶା ଇପିଏଫ ପେନସନର୍ସ ସଂଘର ରାୟଗଡ ଜିଲ୍ଲା ଶାଖା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ରାୟଗଡ ମୂଖ୍ୟ ଡାକଘର ସମ୍ମୁଖରେ ଏକତ୍ରୀତ ହୋଇ ବିଭିନ୍ନ ଦାବୀ ଲିଖିତ ୪୮୦ ଖଣ୍ଡ ପୋଷ୍ଟ କାର୍ଡ ମାନ୍ୟବର…
ବିନିକା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବିଭିନ୍ନ ୧୩୨ ଅଭିଯୋଗ ଦରଖାସ୍ତ ଗ୍ରହଣ , ତୁରନ୍ତ ସମାଧାନ ହେଲା ୮୭ ଅଭିଯୋଗ
ସୁବର୍ଣ୍ଣପୁର (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ…
ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ବୈଠକ l
ସୁବର୍ଣ୍ଣପୁର (ପ୍ରକାଶ ହାତୀ): ବିନିକା ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ବିନିକା ବ୍ଲକ ସଭା ଗୃହ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ବ୍ଲକ ଅନ୍ତର୍ଗତ ସମସ୍ତ ୧୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ…
ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମୀ ଓ ପାଞ୍ଚ ମହିଳା ଉଦ୍ୟୋଗୀ ପୁରସ୍କୃତ
ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଫାଇନାନ୍ସିଂ ଓମେନ୍ ଏଣ୍ଟରପ୍ରିନ୍ୟୋର୍ସ ଦ୍ୱିତୀୟ ଜାତୀୟ ସମ୍ମିଳନୀରେ ପୁରସ୍କାର ପ୍ରଦାନ
ଟିକିରି/ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା…
ଇମାମି-କିସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
ଶିକ୍ଷା ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ: ନବୀନ ପଟ୍ଟନାୟକ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆର୍ମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍ଘାଟନ କରିଛନ୍ତି । ଏହି…
ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଦ୍ୱାରା ଅଭିନବୀକରଣ ଏବଂ ବୌଦ୍ଧିକ ଗୁଣଧର୍ମ ଉପରେ ଜାତୀୟ ଇ-କର୍ମଶାଳା
ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଦ୍ୱାରା ଜାତୀୟ ଇ-କର୍ମଶାଳା
ଭୁବନେଶ୍ୱର : ଇନଟେକ : ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଅଭିନବୀକରଣ ଏବଂ ବୌଦ୍ଧିକ ଗୁଣଧର୍ମ ଉପରେ ଏକ ସପ୍ତାହବ୍ୟାପୀ ଜାତୀୟ ଇ-କର୍ମଶାଳା ଆୟୋଜନ କରିଛି । ଏହି ସପ୍ତାହବ୍ୟାପୀ କର୍ମଶାଳାରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ…
ଜେଏସ୍ଡବ୍ଲ୍ୟୁ ଜଜାଙ୍ଗ ଲୁହାଖଣିକୁ ଉତ୍କର୍ଷ ପରିବେଶ ପୁରସ୍କାର
ଭୁବନେଶ୍ୱର(ଶାସକ ପ୍ରଶାସକ): ଜେଏସ୍ଡବ୍ଲ୍ୟୁଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନ ଜନକ କଳିଙ୍ଗ ଏନ୍ଭାଇରନ୍ମେଣ୍ଟ ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି । ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁ ମାରିଅନ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ…
ଏବର୍ଷ ହେବ କଟକ ବାଲିଯାତ୍ରା
କଟକ: ଏବର୍ଷ ହେବ କଟକ ଐତିହାସିକ ବାଲିଯାତ୍ରା । କୋଭିଡ ପାଇଁ ୨ ବର୍ଷ ଧରି ବନ୍ଦ ଥିବା ବାଲିଯାତ୍ରା ଏବର୍ଷ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। ଆଜି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚଇନୀ କହିଛନ୍ତି ଯେ ଚଳିତ…
ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣୀ
ଭଞ୍ଜନଗର/ ନିଲୁ ବିଷୋୟୀ : ଭଞ୍ଜନଗର ଉପଖଣ୍ଡସ୍ତରୀୟ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଉପସ୍ଥିତ ରହି ସର୍ବପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ…