କ୍ଷତବିକ୍ଷତ ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର

ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର କଲେଜ ରୋଡ଼ ଠାରେ ଥିବା ଏକ ହୋଟେଲ୍ ନିକଟ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଭଞ୍ଜନଗର ସହରର ଜୟଦେବ ମହାରଣାଙ୍କ ପୁଅ ସୀତାରାମ ମହାରଣା(୩୬) ବୋଲି ଜଣାପଡିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାର…

“ଠକାମୀ ର ଗୋଟିଏ ସୀମା ଅଛି”

ବରଗଡ:-ବାରମ୍ବାର ଜିଲ୍ଲା ପ୍ରଶାସନ ର ଠକାମୀ ର ଶିକାର ହେବାରେ ଲାଗିଛି ରାଜବୋଡାସମ୍ୱର କୃଷକ ସଂଗଠନ । ଆସନ୍ତା ତା ୧୩.୦୬.୨୦୨୨ରିଖ ରେ କୃଷକ ସଂଗଠନ ର ଆହ୍ୱାନ କ୍ରମେ ଜେଲଭରା ଆନ୍ଦୋଳନ ରୁ ନିବୃତ ରହିବା ଏବଂ ଆଉ ୧୫ ଦିନ ସମୟ ପ୍ରଶାସନ ଦେବାକୁ ରାଜବୋଡାସମ୍ୱର କୃଷକ ର କେତେକ ବରିଷ୍ଠ…

ହିଣ୍ଡାଲକୋ ପକ୍ଷରୁ ସମ୍ବଲପୁରରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଛାମୁଆ କମ୍ପାନୀ ହିଣ୍ଡାଲକୋ ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଛି । ଓଡ଼ିଶାର ସମ୍ବଲପୁରରେ ହିଣ୍ଡାଲ୍‍କୋ ତାହାର ଗୋଷ୍ଠୀ ନିୟୋଜନ କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନେଇଛି । ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉନ୍ନତ ଏବଂ…

ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍‌) କେନ୍ଦୁଝର ଶାଖା ପକ୍ଷରୁ ପ୍ରଥମ ଏଜିଏମ୍ ଏବଂ ବୈଷୟିକ ଅଧିବେସନ…

ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଅପରେସନ୍ ଏବଂ ମେଂଟେନାନ୍ସ ବିଭାଗ ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ମଣିକାନ୍ତ ନାୟକ ଶାଖାର ଅଧ୍ୟକ୍ଷ ମନୋନୀତ ବଡ଼ବିଲ/ଶାସକ ପ୍ରଶାସକ : ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍‌) କେନ୍ଦୁଝର ଶାଖା ପକ୍ଷରୁ ନିଜ ପଦାଧିକାରୀଙ୍କ ଚୟନ ପାଇଁ ଏହାର ପ୍ରଥମ…

ଦୁର୍ଘଟଣା: ଜଣେ ଯୁବକ ମୃତ ,ଆଉ ଜଣେ ଗୁରୁତର ଭାବେ ଆହତ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) :ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ନାହାଳପୁର ତାରିଣୀଗଡା ନିକଟରେ । ଗତକାଲି ବିଳମ୍ୱିତ ରାତ୍ର ସମୟରେ ଦୁଇ ଯୁବକ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ କୌଣସି କାରଣ ରୁ ଭାରସାମ୍ୟ ହରାଇ ବାଇକ ସହ ଯୁବକ…

ବ୍ରିଜ ତଳକୁ ଖସିବା ପରେ ଜଳିଗଲା ଟ୍ୟାଙ୍କର: ୪ ମୃତ

https://youtu.be/5-AdwSeJkLY ନୟାଗଡ଼(ବିଶ୍ଵଜିତ ନାୟକ) -ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପଣ୍ଡୁସର ବ୍ରିଜ ନିକଟରେ ଗତକାଲି ରାତି ପ୍ରାୟ 2ଟା ସମୟରେ ଏକ ପେଟ୍ରୋଲ ଟ୍ୟାଙ୍କର ଗାଡି ବ୍ରିଜ ତଳକୁ ଖସି ପଡିଥିବା ବେଳେ ଟ୍ୟାଙ୍କରଟିରେ ନିଆ ଲାଗିଯାଇଥିଲା । ସେଥିରେ ଦୁଇଜଣ…

ସ୍ବାମୀ କେରଳରୁ ପଠାଇ ଥିବା ଟଙ୍କା ଉଠାଇବା କୁ ଆସି ଅଟୋ ଦୁର୍ଘଟଣା ରେ ମା ମୃତ, ୩ ଛୁଆ ଙ୍କୁ ଦେଖିବା ପାଇଁ କେହି…

ଉମରକୋଟ / ଜିତେନ୍ଦ୍ର ମହାନ୍ତି : ସ୍ବାମୀ ଦାଦନ ଖଟିବାକୁ ଯାଇଛନ୍ତି କେରଳ ରାଜ୍ୟ କୁ। ଚଳିବା ବହୁତ କଷ୍ଟ ହେଉଛି ବୋଲି ସ୍ତ୍ରୀ ବାରମ୍ବାର କହିବା ପରେ ସ୍ବାମୀ ଅତି କଷ୍ଟ ରେ ଟଂକା ପଠାଇଥିଲେ। ଏହି ଟଂକା ଉଠାଇବା କୁ ଆସି ଦୁର୍ଘଟଣା ର ଶିକାର ହେଲେ ସ୍ତ୍ରୀ ସବିନା।ମୃତ୍ୟୁ ଘଟିବା ପରେ ୩ ଛୁଆ…

ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ

ଭଞ୍ଜନଗର/ନିଲୁ ବିଷୋୟୀ : ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ ।ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି ଘଟଣା । ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବାଇକ ଟି ରଖିଥିଲେ। ହେଲେ ବିଳମ୍ବିତ ରାତ୍ରରେ କେହି…

ଜୁନ ୩୦‌ ରେ ମକ ଡ୍ରିଲ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଆସନ୍ତା ୧୯.୦୬.୨୨ରିଖ ରେ ମକ୍ଡ୍ରିଲ୍ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଉଅଛି l ଏହି ବୈଠକରେ ଅଧ୍ୟକ୍ଷତା କାରୀ…

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ,ଜଗତସିଂହପୁର ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…