Sign in
Sign in
Recover your password.
A password will be e-mailed to you.
ଉମରକୋଟ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର।
ନବରଙ୍ଗପୁରରୁ ଅଶୋକ ସାହୁ /ଉମରକୋଟରୁ ଜିତେନ୍ଦ୍ର ମହାନ୍ତି : ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୯ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ…
ନିଶ୍ଚିନ୍ତକୋଇଲି ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର ।
ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ସମିତି କକ୍ଷରେ କଟକ ଜିଲ୍ଲାପାଳ ଙ୍କ ଦ୍ବାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପ୍ରତ୍ୟେକ୍ଷ ଭାବେ ଲୋକମାନଙ୍କର ସମସ୍ୟାର ଅଭିଯୋଗ ଶୁଣିଥିଲେ ଏବଂ ଖୁବ ଶୀଘ୍ର…
ଭିଜିଲାନ୍ସ ହାତରେ ଗିରଫ ହେଲେ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ
ଉମରକୋଟ/ଜିତେନ୍ଦ୍ର ମହାନ୍ତି: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଉମରକୋଟ ଥାନା ର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ। ଗୋଟିଏ ପୁରୁଣା କେସ କୁ କୋହଳ କରିବାକୁ ଜଣେ ବ୍ୟକ୍ତି ଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟ…
ଦେଖନ୍ତୁ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଅଧରପଣା ନୀତିର ସିଧାପ୍ରସାରଣ
https://youtu.be/VFhtsYssjgY
ସାଂସଦ ଅନୁଭବଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେଲେ ଶିବାନିକାନ୍ତ
ମାର୍ଶାଘାଇ (ଶାସକ ପ୍ରଶାସକ) : ବିଜୁ ଜନତା ଦଳ ଟିକେଟରେ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜୟୀ ହୋଇଥିବା ଅଭିନେତା ସାଂସଦ ଅନୁଭବ ମହାନ୍ତି ପାରିବାରିକ ଜୀବନକୁ ନେଇ ବିବାଦୀୟ ହୋଇପଡ଼ିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର କାର୍ଯ୍ୟକଳାପ ନିର୍ବାଚନମଣ୍ଡଳୀର ସମର୍ଥକ ଓ କର୍ମୀଙ୍କୁ ବ୍ୟଥିତ…
ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ “ଅସ୍ତରାଗ” ଉନ୍ମୋଚିତ
ଭୁବନେଶ୍ବର; ଯୁବ କବୟିତ୍ରୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ"ଅସ୍ତରାଗ"ର ଉନ୍ମୋଚନ ପର୍ବ ଭୁବନେଶ୍ୱରର କେଶରୀ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରସିଦ୍ଧ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା,ଓଡ଼ିଆ ସାହିତ୍ୟ ଏକାଡେମୀର…
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମପୁର–କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କରିଛନ୍ତି ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।ଏହି ମନ୍ଦିର…
ମାଟ୍ରିକ ଟପ୍ପର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ କଂଗ୍ରେସ ର ପୂର୍ବତନ ସାଂସଦ
ବାଲେଶ୍ଵର ଖଇରା ବୁଲୁ ଲେଙ୍କା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ମହତୀପୁର ଉଚ୍ଚ ବିଦ୍ୟାଳୟ ୬୦୦ରୁ ୫୮୯ ସର୍ବାଧିକ ନମ୍ବର ରଖି । ଖଇରା ବ୍ଲକ ରେ ଟପ୍ପର ହୋଇ ଥିବା ବର୍ଷା ରାଣୀ ମହାପାତ୍ର ଚର୍ଚ୍ଚା ର ବିଷୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବତନ ଭଦ୍ରକ ଲୋକ ସଭା ସାଂସଦ ତଥା…
ହାତୀ ଆକ୍ରମଣ ରେ ଚାଲିଗଲା ନିରିହ ଆଦିବାସୀ ମହିଳାଙ୍କ ଜୀବନ ।
ବାଲେଶ୍ଵର ଖଇରା( ବୁଲୁ ଲେଙ୍କା) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶ ଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡରେ ହାତୀ ଆକ୍ରମଣ ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି । ସୂଚନା ରୁ ଜଣାପଡିଛି ଯେ ଉକ୍ତ ଗ୍ରାମର କିଛି ଲୋକ ମାନେ ମିଳିମିଶି ନିକଟସ୍ଥ ମହୁଲ ପଙ୍ଖା କୁ ବାହୁଡ଼ା ଯାତ୍ରା ଦେଖିବାକୁ…
ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ମା ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ାରୁ ସରୋଜ କୁମାର ସାହୁ:ରାୟଗଡା ଜିଲ୍ଲା ଅନ୍ତର୍ଗତ ଜେମାଦେଇପେଣ୍ଠ ଷ୍ଟେସନ ନିକଟ( ଗୋଡାମ ) ଠାରେ ଅବସ୍ଥିତ ମା ମଝିଘରିଆଣି ମନ୍ଦିର ପରିଚାଳନା କମିଟି ଏବଂ ଭାରତୀୟ ମଜଦୁର ସଂଘର ମିଳିତ ଆନୁକୁଲ୍ୟରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ପରିଚାଳନା କମିଟିର କେ.…