Sign in
Sign in
Recover your password.
A password will be e-mailed to you.
ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ
କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ଭୁବନେଶ୍ୱର : ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ…
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ଦଶମ ପରୀକ୍ଷାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ
କୃତିତ୍ୱ ଲାଭ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ଆମ ପାଇଁ ଗର୍ବ ଓ ଗୌରବ - ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ।
ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗି) : ଚଳିତ ମାଧ୍ୟମିକ ହାଇସ୍କୁଲ ସାର୍ଟିଫିକେଟ ୨୦୨୨ ମାଟ୍ରିକ ପରୀକ୍ଷାରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରରେ…
ମା ଛେଉଣ୍ଡ ୪ ଶିଶୁଙ୍କର ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ଭାଳିଆଗଣି ଗ୍ରାମରେ ଗତ ୨ ଦିନ ତଳେ ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ପଥରେ ଛେଚି ହତ୍ୟା କରିବା ପରେ ମୋହନା ପୋଲିସ ଦ୍ବାରା ଗିରଫ ହୋଇଥିଲେ।…
ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟ ସମସ୍ୟା ଅନେକ: ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଦ୍ରୁତ ପଦକ୍ଷେପ ନେଉଥିବାର ଡେଙ୍ଗୁରା ପିଟୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହା ଏକ ପ୍ରହସନରେ ପରିଣତ ହୋଇଥିବାର ଅଭିଯୋଗ ହୋଇଛି l ଏହି ଉଚ୍ଚ ବିଦ୍ୟାଳୟରେ ୫ ଟି ଶ୍ରେଣୀଗୃହ…
ବଡ଼ବାହାଲୀ ଛକ ସଡ଼କ ଦୁର୍ଘଟଣାରେ ୩ ମୃତ, ୩ ଆହତ
ଗଭୀର ଶୋକ ପ୍ରକାଶ ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ବଡ଼ବାହାଲୀ…
ଭିଏସସନଗରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଭିଏସସନଗର "ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ" ତରଫରୁ ଭିଏସସନଗର ସରକାରୀ ହାଇସ୍କୁଲର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା -୨୦୨୨ ରେ ସର୍ବାଧିକ ମାର୍କ ରଖି A1 ଗ୍ରେଡରେ ପାସ କରିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀ ଶ୍ରୀ ଆୟୁଷ୍ମାନ ମହାନ୍ତି, ଆୟୁଷ କୁମାର ମହନ୍ତି, ତନୁଶ୍ରୀ ମିଶ୍ର, ଓମ…
ଆଜି ନିଳାଦ୍ରୀ ବିଜେ କରିବେ ଚକାନୟନ ; ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କୁ ଭାଙ୍ଗିବେ ମାନ
ପୁରୀ (ଅନିମେଶ ପଟ୍ଟନାୟକ): ଆଜି ନିଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ବିଜେ କରିବେ ଶ୍ରୀଜୀଉ । ସିଂହାସନ ମାଜଣା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀମନ୍ଦିର ବିଜେ କରାଯିବା ପ୍ରଥା ରହିଛି ।ସେପଟେ ରଥାରୂଢ ମହାପ୍ରଭୁଙ୍କୁ ଏବେଠାରୁ ରସଗୋଲା…
ଅଦୃଶ୍ୟ ଶକ୍ତି ମାନଙ୍କ ସନ୍ତୁଷ୍ଟି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ ଅଧରହାଣ୍ଡି
ପୁରୀ (ଅନିମେଶ ପଟ୍ଟନାୟକ): ସରିଲା ଅଧରପଣା ନିତୀ । ମହାପ୍ରଭୁଙ୍କୁ ଭୋଗ ପରେ ସୋମବାର ଭଙ୍ଗା ଗଲା ଅଧରହାଣ୍ଡି । ତିନି ରଥରେ ୩ଟି ଲେଖାଏଁ ୯ଟି ମହାପ୍ରଭୁଙ୍କ ଅଧର ଉଚ୍ଚର ଡେଙ୍ଗା ହାଣ୍ଡିଗୁଡ଼ିକରେ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୁଏ ଏହି ଅଧରପଣା । ଏହି ପଣା ନିତୀର ବିଶେଷତ୍ବ ହେଉଛି ଭୋଗ ପରେ…
ଶିଶୁ ମିତ୍ର ଥାନା ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଥାନାରେ ଏକ ଶିଶୁମିତ୍ର ପ୍ରକୋଷ୍ଠ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀଙ୍କ କରକୋମଳରେ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ଶ୍ରୀ ଶତପଥି ଏହି ପ୍ରକୋଷ୍ଠରେ ଶିଶୁମାନଙ୍କ ପାଇଁ ଏତେ ଗୁଡିଏ ସୁବିଧା ସୁଯୋଗ ଥିବା…