ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଜୁହା ପାଳିତ ।

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଜୁହା ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଞ୍ଚାୟତ ଜାମିଆ ଇସଲାମିଆ ମର୍କଜୁଲ ଉଲୁମ ସୁଙ୍ଗୁଡା ଠାରେ ମୌଲାନା ସୟଦ…

ଅମରନାଥର ଯାତ୍ରାରେ ଫସି ରହିଛନ୍ତି ରାୟଗଡ଼ାର ୫ ଜଣ ଯାତ୍ରୀ

https://youtu.be/BxQOF8SlWB4   ପ୍ରଦୀପ ଦଲାଇ ଙ୍କ ରିପୋଟ/ ଅମରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାୟଗଡ଼ା ଜିଲାର ୫ ଜଣ ଯାତ୍ରୀ ଏବେ ବି ଫସି ରହିଛନ୍ତି । ସେମାନେ ନିରାପଦ ଅଛନ୍ତି। ସୂଚନା ଅନୁଯାୟୀ ରାୟଗଡ଼ା ଓ ଗଜପତି ଜିଲାର ୧୭ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା…

ବିଦ୍ୟାର୍ଥୀ ପରିଷଦର ୭୪ ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ

ଭଦ୍ରକ/ସୀତାକାନ୍ତ ପାଢୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ପକ୍ଷରୁ ବିଦ୍ୟାର୍ଥୀ ପରିଷଦର ୭୪ ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭଦ୍ରକ ସ୍ଵଂୟଶାସିତ ମହାିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ର ବାହୁଡା଼ ଯାତ୍ରା ମହାଆଡମ୍ବର ସହିତ ଭକ୍ତ ମାନେ ପାଳନ କରିଛନ୍ତି l ମହାମାରୀ କରୋନା ପାଇଁ ଦୀର୍ଘ ୨ବର୍ଷ ପରେ ରଥଯାତ୍ରା ହେଉଥିବାରୁ ଭକ୍ତ ମାନେ ଆନନ୍ଦ ଉଲ୍ଲାସ ର ସହିତ ମହାପ୍ରଭୁ…

ମତ୍ତଗଜପୁର ଗ୍ରାମରେ ମା ମଙ୍ଗଳାଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ମତ୍ତଗଜପୁର ଗ୍ରାମରେ ଥିବା ମା ମଙ୍ଗଳାଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଅଙ୍କୁରାରୋପଣ ଅନୁଷ୍ଠିତ ହେବା ସହିତ ପାଇକା ନଦୀର ମା ରାମଚଣ୍ଡୀ ଘାଟରେ…

ଘର ଭିତରେ ମହିଳାଙ୍କ ଝୁଲନ୍ତା ମୃତଦେହ, ପୁଅ କାନ୍ଦିଲାରୁ ତଡାହେଲା କବାଟ

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀଜିଲ୍ଲା ଅସ୍ତରଙ୍ଗ ଥାନା ଶିଶୁଅ ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଅଛି। ଛୋଟ ପୁଅ ବନ୍ଦ କୋଠରୀରେ କାନ୍ଦିବା ଓ, ଘର କବାଟ ନ ଖୋଲିବାରୁ ଘର ଲୋକେ କବାଟ ତାଡି ପୁଅକୁ ଉଦ୍ଧାର କରିବା ସହ ମାର ମୃତ ଦେହକୁ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ଘର ଭିତରୁ ଝୁଲନ୍ତା…

କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମେଟ୍ରିକ ପରିକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ସର୍ବାଧିକ ୯୬.୩୬% ପ୍ରତିଶତ ହାରରେ ଜଗତସିଂହପୁର ଜିଲ୍ଲା ସର୍ବାଗ୍ରେ ରହିଛି।ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ସରସ୍ୱତୀ ଶିଶୁ…

ଆରିକମା ସମବାୟ ସମିତି ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ

ରବି ନାରାୟଣ ସାହୁ (ଖୋର୍ଦ୍ଧା)--ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ସମବାୟ ସମିତିର ନୂତନ ସଭାପତି ଶରତ କୁମାର ପରିଡା ନାମାଙ୍କନ ଦାଖଲ କରି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।ସୁନଖଳା ସେବା ସମବାୟ ସମିତିର ପରିଚାଳକ ସନ୍ଦୀପ ପଟ୍ଟନାୟକ ମୁଖ୍ୟ ଅତିଥି ଓ ସ୍ଥାନୀୟ ସମବାୟ ସମିତିର ପୂର୍ବତନ…

ଗାଁ କୁ ରାସ୍ତା ଓ ମାଁ କୁ ସମ୍ମାନ” ଶୁଣିବାକୁ ମିଠା ,କିନ୍ତୁ ବାସ୍ତବରେ…

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳିଯାଏ, ବିଧାୟକ ବଦଳିଯାଏ, ସରପଞ୍ଚ ବଦଳିଯାଏ ଓ ସରକାରୀ ବାବୁ ମାନେ ମଧ୍ୟ ବଦଳି ଯାଆନ୍ତି |କିନ୍ତୁ ସ୍ୱାଧୀନତାର ୭୫ବର୍ଷ ବିତିଗଲେ ମଧ୍ୟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୁର ଘାଟି ପଞ୍ଚାୟତ ଅନ୍ତର୍ଗତ ସରମବାଇ ଗ୍ରାମର…

ଜନ୍ମ ବେଦୀ ରୁ ଫେରିଲେ କଳା ଠାକୁର

ଭଞ୍ଜନଗର : ପବିତ୍ର ବାହୁଡା ଯାତ୍ରା ଅବସରରେ ଭଞ୍ଜନଗର ଓ ଏହାର ଆଖପାଖ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ବାହୁଡା ଯାତ୍ରା ପାଇଁ ଆଜି ମନ୍ଦିର ଗୁଡ଼ିକ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବା ସହ ଚତୁର୍ଥାମୂର୍ତ୍ତି ଙ୍କ ପହଣ୍ଡି କରାଯାଇଥିଲା। ରଥରେ ପୂଜାର୍ଚ୍ଚନା ଓ ଛେରା ପହଁରା ପରେ ରଥଟଣା…