Sign in
Sign in
Recover your password.
A password will be e-mailed to you.
କାଶୀପୁରରେ ବଢ଼ି ଚାଲିଛି ଅପରାଧ: ହତ୍ୟାକାଣ୍ଡ ପରେ ରାତ୍ର ସମୟରେ ଜେସିବି ଜାଳିଗଲା
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁରରେ ଦିନକୁ ଦିନ ଚୋରି, ହତ୍ୟା, ରାହାଜାନୀ ଭଳି କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଲିସ ପ୍ରଶାସନର ଆଖିରୁ ନିଦ ହଜିଯାଇଛି। ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ବେଳେ ରାତି ସମୟରେ କେହି ଅଜଣା ଦୁର୍ବୃତ୍ତ…
ଭୁଶୁଡିଲା 5t ସ୍କୁଲ ଦେବାଲ କାନ୍ଥ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ନିମ୍ନମାନର କାମ ହେତୁ ଭୁଶୁଡିଲା 5t ସ୍କୁଲ ଦେବାଲ କାନ୍ଥ l ସ୍କୁଲକୁ ଗଣମାଧ୍ୟମର ପ୍ରବେଶ ଉପରେ ପ୍ରତିବନ୍ଧକ ଭିତରେ ଟିକେ ହେଲା ଏପରି ଘଟଣା l ଲଘୁଚାପ ଜନିତ ଲଗାଣ ବର୍ଷାରେ ଏହିପରି ସ୍ଥିତି l ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମଣିଚରଣ ଶାରଳା…
ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପୁର ବ୍ଲକ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଜନ ଅଭିଯୋଗ ଶୁଣାଣି ଶିବିର ରେ ଯୋଗଦେଇ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟୱାରୀ ଜନ ସାଧାରଣ ଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ…
ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ଜଗତସିଂହପୁର, /ସୁମନ୍ତ କୁମାର ଦାସ:ଓଡିଶା ସରକାର ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ନିଉ ଓପିଡି…
ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
https://youtu.be/QrDlderq8H0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ…
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ର ଜେଇଇ ଓଡ଼ିଶା ଟପ୍ପର
ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ଜେଇଇ ମେନ୍ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।ଜେଇଇ ମେନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଦିବ୍ୟାଶୁ ଏଥିରେ ୯୯.୯୮୯ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର ହେବାର ଗୌରବ ଅର୍ଜନ…
ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଶୈକ୍ଷିକ ବିକାଶ ଏକାନ୍ତ ଜରୁରୀ- ବିଧାୟକ ପ୍ରତାପ ଜେନା ।
ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ
(ସାଲେପୁର-ଶାସକ ପ୍ରଶାସକ) କଟକ ଜିଲ୍ଲା ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଆନନ୍ଦ ଉଲ୍ଲାସର ସହ ମହାବିଦ୍ୟାଳୟ ପରିସର ରେ ପାଳିତ ହୋଇଯାଇଛି । ଏହି ୫୯ତମ ପ୍ରତିଷ୍ଠା ଉତ୍ସଵ ରେ ମୁଖ୍ୟଅତିଥି ଭାବେ…
ଶିକ୍ଷାବିତ ଅମୁଲ୍ୟ ଦାଶ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ
ଭଞ୍ଜନଗର/ନିଲୁ ବିଷୋୟୀ : ଆସନ୍ତା ଜୁଲାଇ ମାସ 26 ତାରିଖ ରେ ଶିକ୍ଷାବିତ ତଥା ପ୍ରେସ କ୍ଲବ ର ଉପଦେଷ୍ଟା ସ୍ବର୍ଗତ ଅମୁଲ୍ୟ ଦାଶ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆମ ଓଡିଶା, ରୋଟାରୀ କ୍ଲବ ଭଞ୍ଜନଗର, ପ୍ରେସ କ୍ଲବ ବେଲଗୁଣ୍ଠା ଓ ପୁରାତନ ଛାତ୍ରସଂସଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ…
ଲୁଣା ଚିତ୍ରୋତ୍ପଳା ଅଞ୍ଚଳର ବିକାଶ ପାଇଁ ସବୁ ସମୟରେ କର୍ମବୀର ଥିଲେ ସ୍ବର୍ଗତଃ ବ୍ରଜକିଶୋର ବିଶ୍ୱାଳ – ବିଧାୟକ…
ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ସ୍ମୃତିଚାରଣ ସଭା
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ସ୍ଥିତ ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟ ପରିସରରେ ନିଶ୍ଚିନ୍ତକୋଇଲି ବ୍ଲକ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବର୍ଗତଃ ବ୍ରଜକିଶୋର ବିଶ୍ୱାଳ ଙ୍କ…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ବିଭିନ୍ନ ସେବା ପ୍ରଦାନ
- ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ସତେଜ ରନ୍ଧା ଖାଦ୍ୟ ପରିବେଷଣ
- ଭକ୍ତମାନଙ୍କ ମଧ୍ୟରେ ୧୦୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରେ
- ୧୪ ଦିନ ଧରି ବଡଦାଣ୍ଡରେ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଣ
- ରଥ ଯାତ୍ରାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ୧୦୦୦ ରେନ…