ବଲାଙ୍ଗିରରେ ୨୦୨୬ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

  ୧୦,୮୩୪ ମାମଲାର ଫଇସଲା, ୩୩ କୋଟିରୁ ଅଧିକ ଟଙ୍କାରେ ସମାଧାନ ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ତା.୧୪/୦୩ : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସହିତ ଜିଲ୍ଲାର ସମସ୍ତ ତାଲୁକ ସ୍ତରର କୋର୍ଟ ଓ ତୁଷୁରା କୋର୍ଟରେ ଚଳିତ ବର୍ଷ ୨୦୨୬ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।…

ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ ।

  ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୪/୩-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ ଗ୍ରାମର ବଡ଼ସାହିରେ ଆଜି ସକାଳ ୮.୩୦ରେ ଅତର୍କିତ ଚଢ଼ାଉ…

ସରକାରୀ ଡାକ୍ତରଖାନାରେ ବୃଦ୍ଧାଙ୍କୁ ଗାଳିଗୁଲଜ ଓ ଚାପୁଡ଼ା ମାରିବା ଅଭିଯୋଗରେ ଛନ୍ଦି ହେଲେ ଡାକ୍ତରାଣୀ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଥାନାଧିକାରୀ ଙ୍କ ସୁଚନା ମୁତାବକ ଭଞ୍ଜନଗର ପୋଲିସ୍ ଷ୍ଟେସନ୍ କେସ୍ ନମ୍ବର ୨୧୧/୨୦୨୬ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଅଭିଯୋଗରେ ଡାକ୍ତର ଙ୍କ ବିରୋଧରେ ମାମଲା ରୁଜୁ। ଗତ ୧୩.୦୩.୨୦୨୬ ଶୁକ୍ରବାର…

ଜନଗଣନା ୨୦୨୭ ନିମନ୍ତେ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

କଟକ,୧୪ .୦୩ .୨୦୨୬ ରିଖ – ୨୦୨୭ ଜନଗଣନାକୁ ସ୍ଵଚ୍ଛତା ଅବଲମ୍ବନ ପୂର୍ବକ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ…

ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ: ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ*

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  - ମାଲକାନଗିରିର ନୂତନ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ…

ଏନଆଇଟି ରାଉରକେଲାରେ ମେଗା ରକ୍ତଦାନ ଶିବିର ଆୟୋଜିତ.

  ରାଉରକେଲା, (ବସନ୍ତ କୁମାର ଜେନା ): ରୋଟାରି କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଏନଆଇଟି ବିକ୍ରମ ସାରାଭାଇ ହଲ୍ ଅଫ୍ ରେସିଡେନ୍ସ ଠାରେ ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଶିବିରଟି ଏନଆଇଟି କ୍ୟାମ୍ପସ୍‌ର ସ୍ବାସ୍ଥ୍ୟ ସେଣ୍ଟର ଏବଂ ଆରଜିଏଚ୍…

ସ୍ବଭାବକବି ଗଙ୍ଗାଧରଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି

  ବରଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ପକ୍ଷରୁ ସ୍ବଭାବକବି ଗଙ୍ଗାଧରଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ପରିଷଦର ଉପଦେଷ୍ଟା ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ବୈଠକ

ଆଜି ଅପରାହ୍ନ 4ଘଟିକା ସମୟରେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ବର୍ଗତ ସାମ୍ବାଦିକ ବାସୁଦେବ ରାଉଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା…

ସାମାନ୍ୟ ବଚସାରୁ ଆକ୍ରମଣ: ୨ ଗିରଫ,

​ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୪/୩-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୁଆପଲ୍ଲୀ ଗ୍ରାମରେ ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।​ମିଳିଥିବା ସୂଚନା ଅନୁଯାୟୀ,…

ଓପିଜିସି ତରଫରୁ ଦଲଗାଁ ରେ ଚକ୍ଷୁ ଚିକିତ୍ସା ଶିବିର

  ଇବଥର୍ମାଲ, ୧୩/୦୩/୨୦୨୬ : ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡା ଜିଲ୍ଲାର ଦଲଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି| କେୟାର ନେତ୍ରମ, ଭୁବନେଶ୍ୱର ର ସହଯୋଗରେ ଏହି ଶିବିର ଆୟୋଜିତ…