TV5 Odia ୱେବ ନ୍ୟୁଜ ଚ୍ୟାନେଲର ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ

ରାୟଗଡ: (ସରୋଜ କୁମାର ସାହୁ) ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ TV5 ଓଡ଼ିଆ ୱେବ ନ୍ୟୁଜ ଚ୍ୟାନେଲର ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l TV5 ଓଡ଼ିଆର ପ୍ରତିଷ୍ଠାତା ତଥା ମୂଖ୍ୟ ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ…

ସଡ଼କ ଦୁର୍ଘଟଣାରେ ମା’-ପୁଅଙ୍କ ମୃତ୍ୟୁ, ଚାଳକ ଗୁରୁତର

ଓଡ଼ଗାଁ, ୧୫।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ଯୁବ ବ୍ୟବସାୟୀ ଦେବପ୍ରସାଦ ଚୌଧୁରୀ (ଲିଟୁ) ରବିବାର ପରିବାର ସହ ବ୍ରହ୍ମପୁରରୁ ଓଡ଼ଗାଁକୁ ନିଜକାର ଓଡି ୩୩ ଭି ୮୦୮୨ ଚଳାଇ ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ କରଡାବାଡି ଓ ଭଗବାନପୁର ମଧ୍ୟରେ…

କ୍ୟାପଟେନ୍ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ଗାଁ, ୧୫।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ରୋଡ୍ ସ୍ଥିତ କଲ୍ୟାଣୀ ମଣ୍ଡପ ପରିସରରେ କ୍ୟାପଟେନ୍ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସ୍ମୃତିରେ ଶୁକ୍ରବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରଘୁନାଥ ଆଥଲେଟିକ୍ ଆସୋସିଏସନ, ଓଡ଼ଗାଁ ଓ ତାଙ୍କ…

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ…

ଭୁବନେଶ୍ୱର, ୧୫ ମାର୍ଚ୍ଚ : ଓଡ଼ିଶାର ଗଣମାଧ୍ୟମ ଏବଂ ତତସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟରତ ମହିଳା ପେଶାଜୀବୀମାନଙ୍କର ମଞ୍ଚ ଓଡ଼ିଶା ଉଇମେନ୍ ଇନ୍ ମିଡିଆ (OWM) ର ୩ୟ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି. ଏହି ଅବସରରେ ସାମିଲ ହୋଇଥିବା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିମାନେ…

ଏଏସଆଇ ଦ୍ୱାରା ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଏଲ୍ଟିଡି (ଆଦିତ୍ୟ ଆଲୁମିନିୟମ)କୁ ଭି ୩.୧ ପ୍ରମାଣପତ୍ର ପ୍ରଦର୍ଶନ ମାନଦଣ୍ଡ…

ଭୁବନେଶ୍ୱର:ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଏଲ୍ଟିଡି ର ଆଦିତ୍ୟ ଆଲୁମିନିୟମ କାରଖାନା କୁ ଏଏସଆଇ ପ୍ରଦର୍ଶନ ମାନଦଣ୍ଡ ପ୍ରମାଣପତ୍ର ଭି ୩.୧(୨୦୨୩) ଅନୁସାରେ ପ୍ରାଥମିକ ଅବସ୍ଥା ସହିତ ପ୍ରମାଣପତ୍ର ପାଇଛି। ଏହି ପ୍ରମାଣପତ୍ର ଉଚ୍ଚ ଶୁଦ୍ଧତାର ପ୍ରାଥମିକ ଆଲୁମିନିୟମ୍‌ର ଉତ୍ପାଦନ ଓ ରପ୍ତାନି ପାଇଁ…

ସୁସ୍ଥ ଭବିଷ୍ୟତ ପାଇଁ ଭୁବନେଶ୍ୱରରେ ‘ଏସ୍‌ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬’ – ଫିଟ୍‌ନେସ୍ ଓ ସ୍ଥାୟୀତ୍ୱର…

ଭୁବନେଶ୍ୱର, ୧୫ ମାର୍ଚ୍ଚ ୨୦୨୬: ଲକ୍ଷ୍ନୋ, ଚଣ୍ଡୀଗଡ଼, ଭୋପାଳ, ବିଶାଖାପଟ୍ଟନମ, ବେଙ୍ଗାଲୁରୁ, ଗୌହାଟୀ, କୋଲକାତା, ଅହମଦାବାଦ, ଥିରୁଭନନ୍ତପୁରମ, ଜୟପୁର, ପାଟନା, ମୁମ୍ବାଇ, ଚେନ୍ନାଇ ଓ ହାଇଦ୍ରାବାଦ ପରେ ଏସ୍‌ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬ ଏବେ ଭୁବନେଶ୍ୱରରେ ଆୟୋଜିତ…

ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ: ଆତଙ୍କିତ ନ ହେବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ବରଗଡ଼: ବରଗଡ଼ ଜିଲ୍ଲାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଯୋଗାଣ ଏବଂ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ନିରୀକ୍ଷଣ କମିଟିର ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକରେ…

ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍

ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ ଭୁବନେଶ୍ୱର, ୧୫ ମାର୍ଚ୍ଚ ୨୦୨୬: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ…

ଗୁଜବ୍ ରେ ବିଶ୍ୱାସ ନ କରିବା ପାଇଁ ଉପଜିଲ୍ଲାପାଳଙ୍କ ପରାମର୍ଶ (ଭଞ୍ଜନଗର)ଏଲ୍. ପି.ଜି ସହ ପେଟ୍ରୋଲ ଓ ଡିଜେଲ ମହଜୁଦ

ଭଞ୍ଜନଗର ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ତା.୧୪.୦୩.୨୦୨୬ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯେତିକି ଯେତିକି ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ନେଇଁ ଖାଉଟି ସେତିକି ବିଚଳିତ ହେବାରେ ଲାଗିଛନ୍ତି। ଚାରିଆଡ଼େ ଏବେ ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସକୁ ନେଇ…

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଜଗନ୍ନାଥ ନଗରର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଜଗନ୍ନାଥ ନଗର, ଭୁବନେଶ୍ୱରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗୌରାଙ୍ଗ ଚରଣ ନନ୍ଦ ସଭାପତିତ୍ୱ କରିଥିଲେ । ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ବୈରାଗୀ ଚରଣ ନାୟକ ମୂଖ୍ୟବକ୍ତା…