Sign in
Sign in
Recover your password.
A password will be e-mailed to you.
“ରାହୁଲ ଗାନ୍ଧୀଙ୍କ ବୟାନ ଗଣତାନ୍ତ୍ରିକ ମର୍ଯ୍ୟାଦା ଓ ଜନମତର ଖୋଲା ଅପମାନ”
ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ବିଜୟାଲକ୍ଷ୍ମୀ ଦାଶଙ୍କ ଦୃଢ଼ ନିନ୍ଦା
ସାଲେପୁର: ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ସାମ୍ପ୍ରତିକ ବକ୍ତବ୍ୟକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ…
ସୋଆ ପ୍ରେସରେ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଅତ୍ୟାଧୁନିକ ୪- କଲର ଅଫ୍ସେଟ ପ୍ରେସ୍ ଉଦ୍ଘାଟିତ
ଭୁବନେଶ୍ୱର, ମେ ୨୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରେସ୍ରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ୪-କଲର ୨୯ ଇଂଚ ସିଟ୍ଫେଡ୍ ଅଫ୍ସେଟ ପ୍ରେସ୍ ‘କୋମୋରି ଏନ୍ଥ୍ରୋନ୍ ଜି-୨୯’କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବୁଧବାର…
ମାରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।
ବ୍ରହ୍ମପୁର : ଗତ ସୋମବାର ରାତିରେ ଟାଉନ ଥାନା ଅର୍ନ୍ତଗତ ଗିରି ରୋଡ୍ ରାସ୍ତାରେ ଘଟିଥିବା ମାରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ରାଜ୍ ମାଲହୋତ୍ରା ଓ ରିଙ୍କୁ ସାମଲ ନାମକ ଦୁଇ ଜଣ ଯୁବକ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ଦିନ ରାତି ୯ ଟା ବେଳେ ଦୁଇ ଜଣ ଯୁବକ ଓ ଯୁବତୀ…
ଗୋଲଗାଁ ସେବା ସମବାୟ ସମିତି: ପଦୋନ୍ନତି ପାଇଁ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅସ୍ଥାୟୀ ସଭାପତିଙ୍କ ଦ୍ବାରା ସ୍ବତନ୍ତ୍ର…
ଏହା ଆଇନ ସମ୍ମତ ନୁହେଁ,ଉପନିବନ୍ଧକ ସମବାୟ ସମିତି ସମୂହ
ଓଡ଼ଗାଁ ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ଗୋଲଗାଁ ସେବା ସମବାୟ ସମିତିରେ ପଦୋନ୍ନତି ପାଇଁ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅସ୍ଥାୟୀ ସଭାପତିଙ୍କ ଦ୍ବାରା ସ୍ବତନ୍ତ୍ର ବୈଠକଡାକି ପିଅନଙ୍କୁ ନିଲମ୍ବିତ କରାଯାଇଥବା ଅଭିଯୋଗ ହୋଇଛି |…
ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଏବଂ ରବୀନ୍ଦ୍ର ପୋଲିସ ଦ୍ବାରା ଗିରଫ
ବୁଧବାର କୋର୍ଟ ଚାଲାଣ,ଜାମିନ ଖାରଜ,ଜେଲ ହାଜତକୁ ଗଲେ
ଓଡ଼ଗାଁ ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରଣପୁର ଥାନା ରାଜସୁନାଖଳା ଫାଣ୍ଡି ରାଜସୁନାଖଳା ମସଲା ଦରବାର…
ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ୨୦୨୬
ବିଜ୍ଞାନରେ ସତ୍ୟ ଧର୍ମ ଓ କଳାରେ ଓମିଶଭ ପ୍ରଥମ,
ଓଡ଼ଗାଁ, ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ବିଜ୍ଞାନ ବିଭାଗରେ ୫୮୨ ନମ୍ବର ରଖି ସତ୍ୟ ଧର୍ମ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୫୭୮ ନମ୍ବର ରଖି ନନ୍ଦିନୀ ସାହୁ…
ଓଡିଶା ମେଟାଲିକ ବିରୋଧ ରେ ଚାଲିଥିବା ଧାରଣା କୁ ସମସ୍ତେ ସମର୍ଥନ କରନ୍ତୁ, ଏହା ଆମର ହକ ର ଲଢେଇ,
ଝାରସୁଗୁଡା, ୨୦/୫, ଓଡିଶା ମେଟାଲିକ କମ୍ପାନୀ ବିରୋଧ ରେ ଚାଲିଥିବା ଧାରଣା କୁ ନେଇ ସମସ୍ତେ ସମର୍ଥନ କରିବା ସହିତ ଧାରଣା ରେ ବସିଥିବା ଲୋକ ଙ୍କୁ କିଛି ଲୋକ ମିଥ୍ୟା ଅପବାଦ ଦିଆ ଯାଉଥିବାରୁ ଏହାକୁ ପ୍ରତିବାଦ କରି ବୁଧୁବାର ଅପରାହ୍ନ ରେ ଝାରସୁଗୁଡା ର ଏକ ଘରୋଇ ହୋଟେଲ ରେ ମରାକୁଟା ସରପଞ୍ଚ…
ଜାତୀୟ ଯୁବ ପ୍ରକଳ୍ପ ଦ୍ୱାରା ବାରିପଦା ଠାରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଆୟୋଜିତ!
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଆଧାର ପବ୍ଲିକ ସ୍କୁଲ ପରିସରରେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ ତରଫରୁ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଆୟୋଜିତ ହୋଇଛି। ଗ୍ରୀଷ୍ମ ଛୁଟି ସମୟରେ ପିଲାମାନଙ୍କର ପ୍ରତିଭାକୁ ବିକଶିତ କରିବା ଏବଂ ସେମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ…
ଅଚାନକ ଗାରାବନ୍ଧ ପ୍ରାଥମିକ ଚିିକିତ୍ସାଳୟ ଗ୍ରସ୍ତ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟ କୁ ଅଚାନକ ଗ୍ରସ୍ତ କରିଥିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହି। ଚଳିତ ସପ୍ତାହରେ ଜଣେ ରୋଗୀ ଆସି ଫେରିବା ଓ ଚିକିତ୍ସାଳୟ ଚାବି ପଡ଼ିବା ଘଟଣା ଜାଣିବା ପରେ ଆଜି ବିଧାୟକ ଅଚାନକ…
ପତ୍ରାପାଲିରେ ବିଶ୍ୱ ମହୁମାଛି ଦିବସ ପାଳନ
ଲଇକେରା: ଲଇକେରା ବ୍ଲକ ସାରଙ୍ଗଲୋଇ ପଞ୍ଚାୟତ ଅଧିନସ୍ଥ ପତ୍ରାପାଲି ଗ୍ରାମରେ ହନିପେଡ କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ବ୍ଲକ ସ୍ତରୀୟ ମହୁମାଛି ଦିବସ ବୁଧୁବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହକାରୀ ଉଦ୍ୟାନ ଅଧିକାରୀ ପ୍ରମିଳା ମାରାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୁ ର ଉପକାରିତା ଓ…