Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଅଜିତ ହତ୍ୟାକାଣ୍ଡରେ ଆଉ ୨ ଅଭିଯୁକ୍ତ ଗିରଫ
ଓଡ଼ଗାଁ, ୧୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବହୁଚର୍ଚ୍ଚିତ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମଙ୍ଗଳବାର ସେମାନଙ୍କୁ ପୋଲିସ ହେପାଜତକୁ ଆଣି ପଚରାଉଚରା କରାଯାଇଥିବା ବେଳେ, ଘଟଣା ସମ୍ପର୍କିତ…
ଇଶ୍ଵରପୁର ଫାଣ୍ଡି ଅଧିକାରୀ ନିଯୁକ୍ତି ଦାବୀ ରେ ଆସନ୍ତା ପଚିଶ ତାରିଖ ରୁ ଦାବୀ ହାସଲ ପର୍ୟ୍ୟନ୍ତ ସି ପି ଆଇ (ଏମ) ଦଳ…
ନୀଳଗିରି,ତା,୧୮/୦୫- ନୀଳଗିରି ଉପଖଣ୍ଡ ରେ ତିନୋଟି ଥାନା ଓ ଦୁଇଟି ଫାଣ୍ଡି ରହିଛି। ଦୁଇଟି ଫାଣ୍ଡି ମଧରୁ ଇଶ୍ଵରପୁର ଫାଣ୍ଡି ରେ ଦୀର୍ଘ ଦିନରୁ ଫାଣ୍ଡି ଅଫିସର ନାହାଁନ୍ତି। ଯାହାଦ୍ୱାରା ଉକ୍ତ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଚୋରି ,ରାହା ଜାନି, ବଳାତ୍କାର, ଖଣିଜ ସମ୍ପଦ ଲୁଟ ଅବିରତ ଚାଲିଛି।…
ନିତିଦିନିଆ ହେଲାଣି ବିଦ୍ୟୁତ୍ ବିଭ୍ରାଟ; କାଳବୈଶାଖୀ ପବନରେ ଭାଙ୍ଗିଲା ଗଛ,
୫ ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ଓଡ଼ଗାଁ–ଶରଣକୁଳ ଅଞ୍ଚଳ
ଓଡ଼ଗାଁ, ୧୯।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଏବେ ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି। କେବେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତ ଆଉ କେବେ କୌଣସି ଆକସ୍ମିକ କାରଣ…
ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଉପରେ ଜୋର : ରାଜନୈତିକ ଦଳମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରଙ୍କ…
କେନ୍ଦ୍ରାପଡ଼ା:୧୯.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ସଫଳ ରୂପାୟନ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର ଆୟରଙ୍କ…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ
ଜିଲ୍ଲାପାଳଙ୍କ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମୀକ୍ଷା
ବିପର୍ଯ୍ୟୟ ପରେ ପରେ ବିଦ୍ୟୁତ ସେବା, ଟେଲିଯୋଗାଯୋଗ ଏବଂ ଅତ୍ୟାବଶ୍ୟକୀୟ ରାସ୍ତାଘାଟର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରୁହ- ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ
-ବନ୍ୟା ଆଶ୍ରୟସ୍ଥଳୀରେ ଆଲୋକ,…
ଖାଲରେ ବୁଡି ଯୁବକଙ୍କ ମୃତ୍ୟୁ
ମୟୂରଭଞ୍ଜ ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ :ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଶିର୍ଷା ପଞ୍ଚାୟତ ଅଧିନରେ ଥିବା ନେଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ,✓ଉମେଶ ଚନ୍ଦ୍ର ମହାପାତ୍ରଙ୍କ ପୁତ୍ର ଗୌତମ ମହାପାତ୍ର(୫୩) ଭୋର ସକାଳୁ କଡିଆ ଖାଳକୁ ଶୌଚ କରିବାକୁ ଯାଇ…
ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ
କେନ୍ଦୁଝର, ୧୯ ମଇ: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝରଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସ ଆଇ ଆର) ସମ୍ବନ୍ଧୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଵିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ମିନି କନଫରେନ୍ସ…
ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ରାଜନୈତିକ ଦଳଙ୍କ ସହ ଆଲୋଚନା ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁର ତା: ୧୯-୦୫-୨୦୨୬ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କକ୍ଷରେ ୧୩୮-ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ହୋଇଥିଲା । ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ…
ରାଜନୈତିକ ଦଳ ଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ SIR ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନବରଙ୍ଗପୁର ୧୯. ୦୫.୨୦୨୬: ଅଶୋକ ସାହୁ,ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ବୈଠକର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ସେପ୍ଟେମ୍ବର ୬ ସୁଦ୍ଧା…
ଦୁଇ ଯୁବକ ଓ ଯୁବତୀଙ୍କୁ ମାରଣାନ୍ତକ ଆକ୍ରମଣ।।
ବ୍ରହ୍ମପୁର ସହର ଜନଗହଳି ପୂର୍ଣ୍ଣ ଗିରି ରୋଡ୍ ଠାରେ ରାତ୍ରୀ ୯ ଘଣ୍ଟା ସମୟରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅସାମାଜିକ ଯୁବକ ମାନେ। କୌଣସି ଘଟଣାକୁ ନେଇ ରାସ୍ତାରେ ଯାଉଥିବା ଦୁଇ ସାଙ୍ଗ କୁ ଅଟକାଇ ଗାଡ଼ିରୁ ଟାଣି ଆଣି କିଛି ଯୁବକ ବାଉଁଶ…