Sign in
Sign in
Recover your password.
A password will be e-mailed to you.
ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ
ମା’ ତାରାତାରିଣୀ ମନ୍ଦିର ସୁରକ୍ଷା ପାଚେରୀ ଓ ଋଷିକୁଲ୍ୟାନଦୀରେ ନିର୍ମାଣାଧୀନ ସେତୁକାର୍ଯ୍ୟର ଅଗ୍ରଗତି ସମୀକ୍ଷା
ଛତ୍ରପୁର/ଭୁବନେଶ୍ୱର : ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିରର ସୁରକ୍ଷା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ମନ୍ଦିର…
ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ପୁରୀ-ବିକାନେର ଏକ୍ସପ୍ରେସ ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବ
କୋଟା ପରିବର୍ତ୍ତେ ସୋଗରିଆ ଷ୍ଟେସନ ଠାରେ ରହଣି କରିବ
ଭୁବନେଶ୍ୱର : ଟ୍ରେନ ଚଳାଚଳ କ୍ଷେତ୍ରରେ ସମସ୍ୟା ଦୂରୀକରଣ ପାଇଁ ପୁରୀ-ବିକାନେର-ପୁରୀ ଏକ୍ସପ୍ରେସକୁ ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ କୋଟା ଷ୍ଟେସନ ପରିବର୍ତ୍ତେ ସୱାଇମାଧୋପୁର-ଗୁରଲା-ସୋଗରିଆ-ରୁଥିୟାଲ କର୍ଡ ଲାଇନ…
“VSSUT କୁ IIT ଓ NIT ପରି ଇଂଜିନିୟରିଙ୍ଗ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ”
ଏକ ହଜ଼ାର କୋଟି ଟଙ୍କା ଖର୍ଚ୍ଚ ହେବ, ୧୫ ଦିନରେ ପ୍ରସ୍ତୁତ ହେବ Master Plan.
ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା.
ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ…
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓ ହେଲ୍ପେଜ୍ ଇଣ୍ଡିଆର ମିଳିତ ସହଯୋଗରେ ପାରାଦ୍ୱୀପଠାରେ ମୋବାଇଲ୍ ମେଡିକାଲ୍ ୟୁନିଟ୍ର ଆରମ୍ଭ
ପାରାଦ୍ୱୀପ: ଆର୍ସଲର୍ମିତଲ୍ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏବଂ ହେଲ୍ପେଜ୍ ଇଣ୍ଡିଆର ମିଳିତ ଉଦ୍ୟମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସହାୟତା ଉଦ୍ଦ୍ୟେଶରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ମୋବାଇଲ୍ ମେଡିକାଲ୍ ୟୁନିଟ୍(ଏମ୍ଏମ୍ୟୁ)ର ଆରମ୍ଭ କରାଯାଇଛି ।…
ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍ ଓ ନୱା ମଧ୍ୟରେ ବୁଝାମଣା
ଭୁବନେଶ୍ୱର, ୨୫ ।୮: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍) ଓ ନାଭି ୱେଲଫାୟାର ଓ ୱେଲ୍ନେସ୍ ଆସୋସିଏସନ (ନୱା) ମଧ୍ୟରେ ଏକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣ ପତ୍ରରେ କିସ୍ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ…
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷଙ୍କୁ ଭେଟିଲେ ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ
ଭୁବନେଶ୍ୱର: ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍ସୁଲେଟ୍ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ଶ୍ରୀ ସିନ୍ ରୁଥ୍ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ…
ମୋର୍ ରିଟେଲ୍ ପକ୍ଷରୁ ଝାରସୁଗୁଡ଼ାର ପ୍ରଥମ ମୋର୍ ହାଇପର୍ମାର୍ଟର ଶୁଭାରମ୍ଭ
ସହରରେ ସର୍ବୋତମ ମୂଲ୍ୟରେ ଉତ୍ପାଦ ଯୋଗାଇଦେଉଥିବା ବଡ଼ ଧରଣର ଖାଦ୍ୟ ଏବଂ ଗ୍ରୋସରୀ ଷ୍ଟୋର
ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଫୁଡ୍ ଓ ଗ୍ରୋସରୀ ରିଟେଲର୍ ମୋର୍ ରିଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଓଡିଶାର ଝାରସୁଗୁଡାର ସର୍ବାହାଲ ରୋଡ୍ଠାରେ ଏହାର ପ୍ରଥମ ମୋର୍ ହାଇପର୍ମାର୍ଟର…
ବନ୍ୟାକୁ ନଜରରେ ରଖି ଟିପିଏନ୍ଓଡିଏଲ୍ ତରଫରୁ ଜନସଚେତନତା ବାର୍ତା
ବାଲେଶ୍ୱର: ଗତ କିଛିଦିନ ଧରି ଲଗାଣ ବର୍ଷା ହେବା କାରଣରୁ ଉତର ଓଡିଶାର ବିଭିନ୍ନ ଅଂଚଳରେ ବନ୍ୟା ଦେଖାଯାଇଛି । ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରସି୍ଥତି ଉପୁଜିଛି । ଏଥିପାଇଁ ଏହି ଅଂଚଳର କିଛି ସ୍ଥାନରେ ବିଦ୍ୟୁତ୍୍…
ସିମୁଳିଆ ନିର୍ବାଚନ ମଣ୍ଡଳୀ ଙ୍କଗ୍ରେସ ପକ୍ଷରୁ ପଥପ୍ରାନ୍ତ ସଭା ।
ବାଲେଶ୍ଵର ଖଇରା (ବୁଲୁ ଲେଙ୍କା ): ପୁଣି ଥରେ ଓଡ଼ିଶା ପ୍ରଦେଶରେ କଂଗ୍ରେସକୁ ସଙ୍ଗଠିତ କରିବା ଏବଂ ଚଳଚଂଚଳ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ଏନେଇ ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପୂର୍ବ ଗୌରବ ଫେରାଇବାକୁ ଚାଲିଛି ଜୋରଦାର ଉଦ୍ୟମ। ରାଜ୍ୟ କଂଗ୍ରେସର ବରିଷ୍ଠ…
ପ୍ରେତାତ୍ମା କହୁଛି ମୃତ୍ୟୁ ର ରହସ୍ୟ !!
ଖଇରା/ ବୁଲୁ ଲେଙ୍କା :- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ଅଧିନସ୍ତ ବାରିଙ୍ଗିଆ ଗ୍ରାମରେ ଗତ ଜୁଲାଇ 24 ତାରିଖରେ ଅଷ୍ଟମ ଶ୍ରେଣୀରେ ଛାତ୍ରୀ କୁ ପୋଡି ମାରିଦେଇନେଇ ନେଇ ଉକ୍ତ ଗ୍ରାମର ଦୟାନିଧି ଜେନା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ହେଲେ ଆଜି ସେହି ଗ୍ରାମର…