ସରକାରୀକୃତ ବନ୍ୟା ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ବନ୍ୟା ଦୁର୍ଦ୍ଦଶା ଭିତରକୁ ଠେଲିଦେଲା : ଶରତ ପଟ୍ଟନାୟକ

ଅପରିଣାମଦର୍ଶୀ ସରକାର, ଖାଲି ଚାଲିଛି ସହାୟତାର ମିଛ ପ୍ରଚାର  ୨୩ ବର୍ଷର ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ  ବନ୍ୟାରେ ଲୋକ ଭାସିଗଲେ, ସରକାରଙ୍କ ଜିରୋ କାଜ୍ୟୁଆଲଟି ମିଛ ଗପ  ସତ ସାହାସ ଥିଲେ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ଭୁବନେଶ୍ୱର  : ରାଜ୍ୟରେ ଦେଖା…

ଲୋକଙ୍କ ହିତପାଇଁ ହେଉଥିବା କାମକୁ ବନ୍ଦ କରୁଛି କିଏ

ପଦ୍ମପୁର-ପଦ୍ମପୁର ସହରର ହସପିଟାଲ ରାସ୍ତା ଏମ ଆଇ ଅଫିସ ସମ୍ମୁଖରେ ରାସ୍ତାରେ ଗାତ ହୋଇ ବର୍ଷା ପାଣି ଜମା ହେଉଥିଲା । ଫଳରେ ଯିବା ଆସିବା ସମୟରେ ଲୋକମାନେ ବହୁ ହଇରାଣ ହେଉଥିଲେ । ଲୋକମାନେ ଦୁର୍ଘଟଣା ମଧ୍ୟ ହୋଇଥିବା ଦେଖିବାକୁ ମିଲିଥିଲା । ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ…

ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଚକ୍ଷୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩୭ ତମ ଜାତୀୟ ଚକ୍ଷୁଦାନ ପକ୍ଷ (୨୫ ଅଗଷ୍ଟ ଠାରୁ ୮ ସେପ୍ଟେମ୍ବର-୨୦୨୨) ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଫରେଷ୍ଟ ଛକ ଠାରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ…

ଏବିପିଏସ୍‍ ଭୁବନେଶ୍ୱରରେ କ୍ରୀଡା ଓ ଫିଟ୍‍ନେସ୍‍ ସପ୍ତାହ ପାଳନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ଏବଂ କ୍ରୀଡାକୁ ସଂସ୍ଥାପିତ କରିବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବାକୁ ଆଦିତ୍ୟ ବିର୍ଲା ପବ୍ଲକ ସ୍କୁଲ, ଭୁବନେଶ୍ୱର ୨୦୨୨ ଅଗଷ୍ଟ ୨୩ରେ ‘ହମ୍‍ ଫିଟ୍‍ ତୋ ଇଣ୍ଡିଆ ଫିଟ୍‍’ ଶୀର୍ଷକରେ…

ମଦ୍ୟପ ଶିକ୍ଷକଙ୍କ ମାଡରେ ୨୦ ଛାତ୍ରଛାତ୍ରୀ ଲହୁ ଲୁହାଣ : ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ଥାନାରେ ଅଭିଯୋଗ,

ଶିକ୍ଷକଙ୍କ ବହିଷ୍କାର ଗ୍ରାମବାସୀଙ୍କ ଦାବୀ, ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଇଓ ପହଞ୍ଚି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି…

ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଜଣାଇଲେ ଶୁଭେଚ୍ଛା ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ…

ନାରାୟଣପୁର ଠାରେ ଆର-ଆଇ ଅଫିସ୍ କରିବା ଦାବୀରେ ବିଶାଳ ରାଲି –

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ନାରାୟଣପୁର ଠାରେ ଆର-ଆଇ ଅଫିସ୍ କରିବା ଦାବୀ ନେଇ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ବ୍ଲକର ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନାରାୟଣପୁର ଠାରେ ଆର-ଆଇ…

ଲଗାଣ ବର୍ଷା ହେବା ଫଳରେ ଜଳବନ୍ଦୀରେ ରହିଥିଲେ ତିନି ଗାଁ : ଦଶଦିନ ପରେ ନିଜ ପଞ୍ଚାୟତକୁ ଗଲେ ରେଶନ ସାମଗ୍ରୀ ଆଣିବା…

 ପରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାର ଗାଁ ଗାଁକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ସ୍ଵାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆଜିବି ଅନେକ ଗ୍ରାମକୁ ଭଲ ରାସ୍ତା ସହିତ ପୋଲ ଖଣ୍ଡେ ନିର୍ମାଣ ହୋଇପାରୁନି। ଯାହା ଫଳରେ…

ଓଡ଼ିଶା ସରକାରଙ୍କ ସଫଳ କାର୍ଯ୍ୟକ୍ରମକୁ ସ୍ୱୀକୃତି

ଇକୋନୋମିକ ଟାଇମ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟ ସରକାରଙ୍କ ଦୃଷ୍ଟାନ୍ତକାରୀ କାର୍ଯ୍ୟକ୍ରମ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଏକ ସମ୍ମାନ ମିଳିଛି । ନୂଆଦିଲ୍ଲୀଠାରେ ଇକୋନୋମିକ…

ଜିଲ୍ଲାରେ ନିର୍ମାଣାଧୀନସେତୁଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କର – ସଞ୍ଜୟ ସିଂ

ଛତ୍ରପୁର/ଭୁବନେଶ୍ୱର : ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ…