Sign in
Sign in
Recover your password.
A password will be e-mailed to you.
ଦୁଇବର୍ଷ ପରେ ଗଜାନନ ଙ୍କ ପୂଜା ଧୁମ ଧାମ ରେ ପାଳନ କଲେ ପୋଡାପାଡ଼ି ଗ୍ରାମ ବାସୀ
କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା । ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ କରାଯାଇଛି । ପ୍ରତିଟି ଗଳିକନ୍ଦିରେ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ତୋରଣ ସମସ୍ତଙ୍କ ମନମୋହୁଛି । କରୋନା ଯୋଗୁଁ…
ଗଜାନନ ଙ୍କ ପୂଜା ଧୁମ ଧାମ ରେ ପାଳନ କଲେ ଡି କରଳ ଗ୍ରାମ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା । ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ କରାଯାଇଛି । ପ୍ରତିଟି ଗଳିକନ୍ଦିରେ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ତୋରଣ ସମସ୍ତଙ୍କ ମନମୋହୁଛି । କରୋନା ଯୋଗୁଁ…
ଘୁ,ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ଵାୟତ୍ତ ଶାସନ ଦିବସ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଅତି ଆଡମ୍ବରରେ ଘୁ,ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି l ସକାଳେ ରାମଧୁନ ସହ ଜାତିରପିତା ମହାତ୍ମାଗାନ୍ଧୀ ଓ ଚକରା ବିଶୋୟୀଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାରପଣ କରାଯାଇ ଥିବା ବେଳେ…
ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ଵାୟତ୍ତ ଶାସନ ଦିବସ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ଵାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି l ପ୍ରତ୍ୟୁଷ ଘ.୪.୩୦ମି ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ଘ.୭.୦୦ମି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ଯକ୍ଷ ତଥା ସମସ୍ତ ପାରିଷଦ ବୃନ୍ଦ ଓ କର୍ମଚାରୀଙ୍କ…
ନିଜ ଘର ପାଖ ପୋଖରୀରେ ବୁଡି ଦୁଇ ଭାଇଙ୍କର ଅକାଳ ମୃତ୍ୟୁ
ନୟାଗଡ଼ (ବିଶ୍ୱଜିତ ନାୟକ) - ପବିତ୍ର ଗଣେଶ ଚତୁଥିରେ ଚାରିଆଡେ ବଡ଼ ଆଡମ୍ବରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅତି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ଶଠିଆପଲ୍ଲି ଗ୍ରାମରେ । ନିଜ ଘର ପାଖ ପୋଖରୀରେ ବୁଡି ଦୁଇ ଭାଇଙ୍କର ଅକାଳ ମୃତ୍ୟୁ ଘଟିଛି । ସତେଯେପରି ସ୍ତବ୍ଧ ହୋଇପଡିଛି…
ବାଲୁଗାଁ ବିଜ୍ଞାପିତ ଅଂଚଳରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଖୋର୍ଦ୍ଧା/ଚିଲିକା (ସେକ କୌଶର)- ବାଲୁଗାଁ ବିଜ୍ଞାପିତ ଅଂଚଳରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2022 ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବାଲୁଗାଁ ବିଜ୍ଞାପିତ ଅଂଚଳର ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ…
ମହିଳା ବିଜୁ ଜନତା ଦଳରେ ହେଲା ସାଙ୍ଗଠନିକ ପରିବର୍ତ୍ତନ
କମିଟିରେ ୨୩ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ୬ ଜୋନ ସଭାପତି
ବରିଷ୍ଠ ଉପସଭାପତି ୧୬, ଉପସଭାପତି ୪୫, ସାଧାରଣ ସମ୍ପାଦକ ୭୧, ସମ୍ପାଦକ ୮୦, ଯୁଗ୍ମ ସମ୍ପାଦକ ୩୩
କସ୍ତୁରୀ ମହାପାତ୍ର ମହାସଚିବ, କାର୍ଯ୍ୟକାରିଣୀ କମିଟିକୁ ୬୮ଜଣ
ଭୁବନେଶ୍ୱର : ପୂର୍ବ ଆଦେଶକୁ…
ଭଞ୍ଜନଗର କୋର୍ଟର ନୂତନ କୋଠାର ଶିଳାନ୍ୟାସ ଓ ଜଗନ୍ନାଥପ୍ରସାଦ ଜେଏମ୍ଏଫ୍ସି କୋର୍ଟର ଶୁଭାରମ୍ଭ
ଭଞ୍ଜନଗର,ନିଲୁ ବିଷୋୟୀ : ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ନୂତନ କୋଠା ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯିବ ସହ ଜଗନ୍ନାଥ ପ୍ରସାଦ ରେ ସିଭିଲ୍ ଜଜ୍ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭାରମ୍ଭ ହୋଇଛି। ବୁଧବାର ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାଯ୍ୟକ୍ରମ…
ନୂଆଁଖାଇ ଅବସରରେ ପିସିସିି ସଭାପତିଙ୍କ ଶୁଭେଚ୍ଛାବାର୍ତ୍ତା
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ, ଭଉଣୀ ଓ ଗୁରୁଜନମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି | ମା’ ସମଲେଶ୍ୱରୀଙ୍କ ନିକଟରେ ସେମାନଙ୍କର ସୁଖ ସମୃଦ୍ଧି ପାଇଁ ଶ୍ରୀ ପଟ୍ଟନାୟକ…
ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ରାଜନଗର:(ପର୍ଶୁରାମ ସ୍ୱାଇଁ ) ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି | ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମାନସ ରଂଜନ ମଙ୍ଗରାଜ ଓ ରାଜନଗର ବିଧାୟକ ଧ୍ରୁବ ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରଥମେ…