Sign in
Sign in
Recover your password.
A password will be e-mailed to you.
କଟକ ସଦର ଅଞ୍ଚଳରେ ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ
ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥି ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଇସାଣିବରହ୍ମପୁର , ଶିର୍ଲୋ ଗ୍ରାମ ପଞ୍ଚାୟତ ର ଈଶାଣୀବ୍ରହ୍ମପୁର ଗ୍ରା. ପ ର ବୈଦନାଥ ପୂଜା କମିଟି, ଏନ. ସି ପୂଜା କମିଟି,…
ପ୍ରଶାସନିକ ଅବହେଳା ନେଇ କାଶୀପୁର ତହସିଲଦାର ସହିତ କର୍ମଚାରୀଙ୍କ ଦରମା ବନ୍ଦ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ ଅବହେଳା, ଅନିୟମିତତା ନେଇ ରାୟଗଡା ଜିଲ୍ଲା ପାଳ ସଂପୃକ୍ତ ତହସିଲଦାର ସହିତ ପ୍ରାୟ30ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଆଦେଶ ଦେଇ ଥିବା ଜଣା ଯାଇଛି।ଗତସୋମବାର22ଅଗଷ୍ଟରେ ଜିଲ୍ଲା ପାଳ ସ୍ୱଧା ଦେବ…
ଜିଲ୍ଲାରେ ଧୂମଧାମରେ ଗଜାନନଙ୍କ ପୂଜା ପାଳିତ
https://youtu.be/OpBKJEZvn0Q
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ପ୍ରତ୍ୟେକ ବ୍ଲକ୍ ଅଞ୍ଚଳରେ ଧୂମଧାମରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି। ପାରଳାଖେମୁଣ୍ଡି ସହରର ସାହି ସାହିରେ ଗଣେଶ ପୂଜା ଚାଲିଛି।…
କୃଷ୍ଣାନନ୍ଦପୁର ପଞ୍ଚାୟତ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତ କୁ କେନ୍ଦ୍ରୀୟ ଅନୁଦାନରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ ଯୋଗଦେଇ ଆଦର୍ଶ ପଞ୍ଚାୟତ ବା ପୋଷ୍ୟ ଗ୍ରାମ ଭାବେ ଭାବେ ଘୋଷଣା କରିଥିଲେ…
ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶୀତ
ଭୁବନେଶ୍ୱର : ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ…
“କିମ୍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ “
ଭୁବନେଶ୍ୱର: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ) ମେଡିକାଲ୍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି । ନିକଟରେ ‘ଦି ଉଇକ’ ପତ୍ରିକା ଏବଂ ହଂସ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା…
“ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ” !!!!
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ କହୁଛି ଓଡ଼ିଶାରେ କେତେ ସୁରକ୍ଷିତ "ମା ଭଉଣୀ" !
ଭୁବନେଶ୍ୱର: ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା…
ସପରିବାର ନୂଆଁ ଖାଇଲେ ବଲାଙ୍ଗିର ବିଧାୟକ ନରସିଂହ
ବଲାଙ୍ଗିର- ଆଜି ବଲାଙ୍ଗିର କ୍ଲବ ପଡା ସ୍ଥିତ ନିଜ ଭାସଭବନରେ ବିଧାୟକ ନରସିଂହ ମିଶ୍ର ନବାହ୍ନ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗିର ତଥା ରାଜ୍ୟ ବାସୀଙ୍କୁ ନୂଆଁଖାଇ ର ଅଭିନନ୍ଦନ ଜଣାଇବା ସହ ଏ ବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ, ନୂଆଁଖାଇ ଭଳି ସମାଜ ମଧ୍ୟରେ ଏକତା ଓ…
ପ୍ରେମୀ ଯୁବକ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର।
ହାଟଡିହି/(ମକରଧ୍ବଜ ଯେନା) କେଉଁଝର ଜିଲ୍ଲା ଆନନ୍ଦପୁର ଭଦ୍ରକ ରାସ୍ତା ର ତରତରା ଛକ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଜଣାପଡିଛି ଯୁବକଙ୍କ ଘର ଦଧିବାବନପୁର ହୋଇଥିବା ବେଳେ ଯୁବତୀ ହାଟଡିହି ବ୍ଲକର ଅନ୍ତର୍ଗତ ରତକଣା ଗ୍ରାମର ବୋଲି ଜଣାପଡ଼ିଛି।…
ଡ୍ରାଇଭର ସଂଘ ଦ୍ୱାରା ଡ୍ରାଇଭିଙ୍ଗ ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟ ଡ୍ରାଇଭର ମହାସଂଘ ସହବନ୍ଧିତ ଓଡ଼ଗାଁ ଶାଖା ଡ୍ରାଇଭର ସଂଘ ଦ୍ୱାରା ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳେ ଓଡ଼ଗାଁ ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନଙ୍କ ପରିଚାଳନରେ ରାଜ୍ୟ ସଡ଼କ ପଥର ନୟାଗଡ଼ ପଲ୍ଲୀଟେକନିକ ଠାରେ…