୪ମାସ ହେବ ବିଦ୍ୟୁତ୍ ସେବା ବନ୍ଦ: ପ୍ରହସନ ପାଲଟିଛି ଓଡ଼ଗାଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ପଲ୍ଲୀଟେକନିକ ସାମ୍ନାରେ ପଥଯାତ୍ରୀ ମାନଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷଟଙ୍କା ବ୍ୟୟରେ ଗଢାଯାଇଥିବା ପଥପ୍ରାନ୍ତ ସୁବିଧାକେନ୍ଦ୍ରରୁ ୪ ମାସହେବ ବିଦ୍ୟୁତ ବିଛିନ୍ନ କାରଣରୁ ସନ୍ଧ୍ୟା ପରେ ଏହାର ତାଟି କବାଟ ବନ୍ଦ ରହୁଛି । ଫଳରେ ଗୁରୁତ୍ବପୂର୍ଣ୍ଣ…

ଚାଷୀମାନଙ୍କୁ ଉପଯୁକ୍ତ ପରିମାଣର ସାର ଯୋଗାଣ ହେଉନଥିବା ନେଇ ଛାତ୍ର କଂଗ୍ରେସର ଅଭିଯୋଗ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ସୋସାଇଟି ମାଧ୍ୟମରେ ସରକରୀ ଦରରେ ଚାଷୀମାନଙ୍କୁ ରାସାୟନିକ ସାର ଯୋଗାଇ ଦେବା ପାଇଁ ସରକାରଙ୍କ ଦ୍ଵାରା ନିଷ୍ପତ୍ତି ନିଆଯାଇଥିବା ବେଳେ ପଞ୍ଜିକୃତ ଚାଷୀମାନଙ୍କ ସଂଖ୍ୟାର ଶତକଡା ୨୦ ଭାଗ କମ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉନଥିବା ନେଇ ଓଡ଼ଗାଁ ବ୍ଳକ ଛାତ୍ର…

ଓଡିଶା ଡ୍ରାଇଭର ମହାସଙ୍ଘ ବୈଠକ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ଡ୍ରାଇଭର ମହାସଙ୍ଘ ବୈଠକ ଅନୁଷ୍ଠିତ ହୋଇଯାଇଛି l ତେବେ ଏହି ବୈଠକ ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ପାଳନ ହେଉଥିବାବେଳେ ତୁମ୍ବାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ପକ୍ଷରୁ ମଧ୍ୟ ପାଳନ କରାଯାଇଛି l ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଆଜିର ଦିନକୁ ଡ୍ରାଇଭର…

ଡ୍ରାଇଭର ଦିବସ ପାଳନ କଲେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ !!

ଖୋର୍ଦ୍ଧା/ବାଣପୁର (ସେକ କୌଶର):-ଆଜି ସେପ୍ଟେମ୍ବର ୧ତାରିଖ ଡ୍ରାଇଭର ଦିବସ ହୋଇଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକର ସମସ୍ତ ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରୁଥିବା ବେଳେ ଏହି ପରିପେଖିରେ ଓଡିଶା ଡ୍ରାଇଭର ମହାସଂଘ ର ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଗ ତରଫରୁ ଡ୍ରାଇଭର…

ଦିତୀୟ ଥର ପାଇଁ ଭରସା କଲେ ମୁଖ୍ୟମନ୍ତ୍ରୀ: ବିରଜାଲକ୍ଷ୍ମୀ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ବିଜୁ ଜନତାଦଳର ମୁଖ୍ୟ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସୁସଙ୍ଗଠିତ ଓ ମଜଭୁତ କରିବା ପାଇଁ ଦଳିୟ ସଂଗଠନ ଗୁଡିକର ପୁନର ଗଠନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବିଜୁ ମହିଳା ଜନତାଦଳର ପୁନର୍ଗଠନ…

ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/OE8ql3uTVHo ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ପରିଷଦ କାର୍ଯ୍ୟାଳୟ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳା ପୌର ପରିଷଦ ପୌରାଧ୍ୟକ୍ଷା…

ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଅବସରରେ ଅନଲାଇନ୍ କବିତା ପାଠୋତ୍ସବ

କଳାହାଣ୍ଡି : ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ଆନୁକୂଲ୍ୟରେ ଅନଲାଇନ୍ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହାର ଅଧ୍ୟକ୍ଷତା କରିଥିଲେ ଯୁବକବି ଖୁସିରାମ ସାହୁ । ଓଡ଼ିଆ ସିନେ ଜଗତର ସୁନାମଧନ୍ୟ ତାରକା ଶ୍ରୀ ଆକାଶ ଦାସ ନାୟକ …

ରୀତିନୀତିରେ ମହାପ୍ରଭୁଙ୍କ ନିକଟରେ ଲାଗିହେଲା ନବାନ୍ନ

https://youtu.be/cCX7tFGqPcg ନବାନ୍ନ ପ୍ରସାଦ ପାଇବାକୁ ଭକ୍ତ ଙ୍କର ପ୍ରବଳ ଗହଳି ବରଗଡ :- ପ୍ରସିଦ୍ଧି ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ , ମହାପ୍ରଭୁ ମାର୍ଜରକେଶରୀ ଙ୍କର ନିକଟରେ ଆଜି ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ପୁର୍ଣ୍ଣ ନୀତି ନୀୟମ ରେ…

ମରଣ ଯନ୍ତା ପାଲଟିଛି ଜଗଦଲପୁର ଠାରୁ ପଦ୍ମପୁର ରାସ୍ତା l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଠାରୁ ଶୁକଲିପାହାଡ଼, ସରେକେଲା, ଧୂମାଭଟା ପଦ୍ମପୁର ରାସ୍ତା ଟି ମରଣ ଯନ୍ତା ପାଲଟିଛି l ରକ୍ଷଣା ବେକ୍ଷଣ ଅଭାବ ରୁ ଦୀର୍ଘ ଦିନ ଧରି ରାସ୍ତା ର ବିଭିନ୍ନ ସ୍ଥାନ ରେ ପିଚୁ ପଥର ମେଟାଲ ଉଠି ଖାଲ ଖମା ହୋଇ ପରିତ୍ୟକ୍ତ ଅବସ୍ଥା…

ତିର୍ତ୍ତୋଲ ରେ ବିଘ୍ନ ବିନାଶକ ପ୍ରଭୁ ଗଣେଶ ଙ୍କ ପୂଜାର୍ଚନା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ର ୨୯ ଟି ପଂଚାୟତରେ ବିଦ୍ୟାଳୟ, ସରକାରି ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ବିଘ୍ନ ବିନାଶକ ପ୍ରଭୁ ଗଜାନନ ଗଣେଶଙ୍କ ପୂଜାର୍ଚନା ମହା ଆଡମ୍ବରରେ ପାଳନ ହୋଇଯାଇଛି l ତିର୍ତ୍ତୋଲ, ତେନ୍ତୁଳିପଦା, ମଣିଜଙ୍ଗା ର ମହାବିନାୟକ ଯୁବକ ସଙ୍ଘ,…