Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମିଶନ ଶକ୍ତିରେ ବିନା ସୁଧରେ 5 ଲକ୍ଷ ଟଙ୍କା ଋଣ ଦେବେ ସରକାର
ମିଶନ ଶକ୍ତି ମା ମାନଙ୍କୁ ସଫଳ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ
ମିଶନ ଶକ୍ତି ମା ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ
ଓଡିଶାର ରୂପାନ୍ତର କ୍ଷେତ୍ରରେ ମା ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ
ଏସଏଚଜି ମାନେ ହେବେ ଏସ୍.ଏମ୍.ଇ ବା କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ…
ନ୍ୟାୟ ଆଶାରେ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଏରସମା ଥାନା ଅନ୍ତର୍ଗତ ଗୋଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଆଉରି ଗ୍ରାମର ସୁଶାନ୍ତି ସେଠୀ , ତାଙ୍କ ପୁଅ, ସ୍ଵାମୀ ଭରତ ସେଠୀ ଓ ଦିଅର ବସନ୍ତ ସେଠୀ ନ୍ୟାୟ ଆଶାରେ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣାକାରୀଙ୍କ…
କଲ୍ୟାଣସିଂହପୁର ରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ।
ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଠାରେ ଆର୍ଥିକ ବର୍ଷ ୨୦୨୧-୨୨ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।୨୦୨୧ ମସିହା ଏପ୍ରିଲ ୧ତାରିଖ ଠାରୁ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ଲକରେ କରାଯାଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ…
କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ
ଭୁବନେଶ୍ୱର-ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (ଓପିଡ଼ି) ଖୋଲା ରହିବ କିନ୍ତୁ ଦିନ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହିବ । ଏଥିପାଇଁ ପଂଜୀକରଣ କାଉଣ୍ଟର…
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା ।
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗୁଣପୁର ଦକ୍ଷତା ବିକାଶ କେନ୍ଦ୍ର ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାକୁ ରାୟଗଡ ଅତିତିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି…
ଆମୱେ ଇଣ୍ଡିଆ ଏହାର ପ୍ରିମିୟମ ସ୍କିନ୍ କେୟାର ବ୍ରାଣ୍ଡ୍ ଆର୍ଟିଷ୍ଟ୍ରିକୁ ଭିଜିବ୍ଲି ହେଲ୍ଦି ବିୟୁଟି ଭାବରେ…
ଆର୍ଟିଷ୍ଟ୍ରି ସ୍କିନ୍ ନ୍ୟୁଟ୍ରିସନ୍ ଲାଇନ୍ ସହିତ ସ୍କିନ୍ ନ୍ୟୁଟ୍ରିସନ୍ ବିଭାଗକୁ ପ୍ରବେଶ କଲା
ଫାଇଡୋନ୍ୟୁଟ୍ରିଣ୍ଟ୍ସ୍କୁ ନେଇ ସ୍ୱତନ୍ତ୍ର ଆଣ୍ଟି-ଏଜିଂ ବର୍ଗର ପୁନଃନବିକରଣ ଏବଂ ଫାର୍ମିଂ ସମାଧାନ ସେଟ୍ ସମୃଦ୍ଧ ହୋଇଛି
ଭୁବନେଶ୍ୱର: ଶରୀର ସୁସ୍ଥ ରହିବା ପାଇଁ…
ଶାନ୍ତିପ୍ରିୟ ଓଡିଶାରେ ଉତ୍ତରପ୍ରଦେଶ ଓ ବିହାର ଢାଞ୍ଚାରେ ହିଂସା କରୁଛି ବିଜେପି: ବିଜେଡ଼ି
ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହିଁ ବିଜେପି
ମିଛ ଅପହରଣ ମାମଲା ରୁଜୁ କରି ଧରାପଡିଲେ ବିଜେପି କର୍ମୀ
ସିଇଓ ଓ ଇସିଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡିର ଦାବି
ଚାରି ବିଜେପି ନେତାଙ୍କୁ ତୁରନ୍ତ ପଦମପୁର ଛାଡିବାକୁ…
ରଘୁନାଥପୁର ବ୍ଲକ କାର୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପୁର ବ୍ଲକ କାର୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଶିବିର ରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…
ଟାଙ୍ଗରପାଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ‘୫ଟି’ ଅଧୀନରେ ରୂପାନ୍ତରିତ ହୋଇଥିବା ସରକାରୀ ହାଇସ୍କୁଲ, ବାଲା ମଡେଲ ଢାଞ୍ଚାରେ ନିର୍ମାଣ…
ମେଲଛାମୁଣ୍ଡାକୁ ବ୍ଳକ ଘୋଷଣା ଦାବୀ ଜୋର ଧରିଲା
ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ଅଂଚଳକୁ ଏକ ସ୍ୱତନ୍ତ୍ର ବ୍ଳକ ଗଠନ ପାଇଁ ଅଂଚଳବାସୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଦାବୀ ହୋଇଆସୁଛି । ବିଭିନ୍ନ ସମୟରେ ଅଂଚଳବାସୀ ଉକ୍ତ ଦାବୀକୁ ଉପସ୍ଥାପନା କରିଥିଲେ ମଧ୍ୟ କିଛି ସୁଫଳ ପାଇପାରି ନାହାନ୍ତି । ଯଦ୍ୱାରା ଅଂଚଳବାସୀଙ୍କ ମନରେ କ୍ଷୋଭ…