“ସୌମ୍ୟ ବାବୁଙ୍କ ……………ଠିକ ନାହିଁ”

0 3

ଠିକ କହିଛନ୍ତି ସେମ୍ୟ ବାବୁ |ହେଲେ ସୌମ୍ୟ ବାବୁ ଭଲ କଥା କୁହନ୍ତି ଯେ, ଆଜି ଗୋଟେ କଥା କହିବେ. କାଲି ଆଉ ଗୋଟେ କଥା କହିବେ | ଏଇଠି କହିଥିବେ, ସେଇଠୁ ଫୋନ ଆସିଲେ ପ୍ରେସ ପାଇଁ ଚକା ମାଡି ବସିଯିବେ ବୋଲି ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ  ମହୁ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି  କଂଗ୍ରେସ ବିଧାୟକ ସୁର  ରାଉତରାୟ | 

https://youtu.be/Mq06NuwTvEw

 

Leave A Reply

Your email address will not be published.