ଭୁବନେଶ୍ୱର : ଗତକାଲି ଠାରୁ ବିଜେଡିର “ନବୀନ ଓଡିଶା” ଶପଥ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସସ ବିଧାୟକ ସୁରା ରାଉତରାୟ . ସେ କହିଛନ୍ତି “କାଲିଠୁ ବେଶୀ ଅହଂକାର ବଢିଗଲାଣି | ଆହୋ ନବୀନ ବାବୁ, ବିଜୁ ବାବୁଙ୍କୁ ନେଇ ତମେ | ବିଜୁବାବୁ ନା ବାଦ ଦେଇଦେଲେ ତମକୁ ଖଣ୍ଡେ ଭୋଟ ମିଳିବନି “
Sign in
Sign in
Recover your password.
A password will be e-mailed to you.