ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସଞ୍ଜୟ ଗାନ୍ଧୀ କଲୋନୀରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ…

ଜଳ ସଂପଦ ବିଭାଗ ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ୟୁଥ ଫର ଓ୍ୱାଟର କାର୍ଯ୍ୟକ୍ରମ

ଜଳ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ସ୍ୱଚ୍ଛତା ନିମନ୍ତେ ଯୁବଶକ୍ତିର ଭୂମିକା ଗୂରୁତ୍ୱପୂର୍ଣ୍ଣ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୁବକ ଯୁବତୀମାନଙ୍କୁ ପୁରସ୍କୃତ ଭୁବନେଶ୍ୱର: ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଜଳ ସଂପଦ ବିଭାଗ ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ୟୁଥ ଫର ଓ୍ୱାଟର…

ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M) ଚୁକ୍ତିନାମା

❶ ପୂର୍ବ ତଟ ରେଳପଥ ଏବଂ ଅନୁଗୁଳ-ସୁକିନ୍ଦା ରେଳ ଲିମିଟେଡ୍ ମଧ୍ୟରେ ସ୍ଵାକ୍ଷର | ❷ ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଓ ଯାଜପୁର ଜିଲ୍ଲାର ବାଘୁଆପାଳ ରେଳ ଷ୍ଟେସନ ମଧ୍ୟରେ 98.70 କି.ମି. ବ୍ରଡ ଗେଜ୍ ରେଳ ଲାଇନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ | ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ରୂପ…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଜଗତସିଂହପୁର ପୋକସୋ କୋର୍ଟ ଶୁଣାଇଲେ ଯୁଗାନ୍ତକାରୀ ରାୟ

ଜଗତସିଂହପୁର / ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋସ୍କୋ କୋର୍ଟର ଐତିହାସିକ ରାୟ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଣାଇଲେ ଯୁଗାନ୍ତକାରୀ ରାୟ । ତିର୍ତ୍ତୋଲ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗରେ ୪ ଜଣ ଆସାମୀଙ୍କ ବିଚାର…

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗରପାଲି ବ୍ଲକରେ ଯୁଗ୍ମ ଜନଶୁଣାଣି।। ୨୫ ଅଭିଯୋଗରୁ ୫ର ତୁରନ୍ତ ସମାଧାନ।

ସୁନ୍ଦରଗଡ଼/ରାଉରକେଲା: (ବସନ୍ତ କୁମାର ଜେନା ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ଉପସ୍ଥିତ ରହି ସାଧାରଣ ଲୋକଙ୍କ…

ଘୋଡ଼ଲାଗି ହେଲେ ଶ୍ରୀରଘୁନାଥ ଜିଉ

ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଶ୍ରୀରଘୁନାଥଙ୍କ ମାନବୀୟ ଲିଳା ଆଧାରରେ ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ଘୋଡ଼ ଲାଗି ଆରମ୍ଭ ହୋଇଥିବା ବେଳେ ଶ୍ରୀପଂଚମୀ ପର୍ଯ୍ୟନ୍ତ ଏହା ଲାଗି କରାଯିବ । ଋତୁଚକ୍ରର ପରିବର୍ତନ ମନୁଷ୍ୟ ଜୀବନ ଚର୍ଯ୍ୟାରେ ମଧ୍ୟ ପରିବର୍ତନ ଆଣିଥାଏ । ପ୍ରଭୁ ଧରାଧାମରେ…

ପତ୍ରା ଜଙ୍ଗଲରେ ରନ୍ଧା ମଦ ସହ ମହୁଳ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଝାରବନ୍ଧ/ ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟି ରେ ରଖି ବେଆଇନ ମଦ ବିକ୍ରି ପ୍ରତି ଅବକାରୀ ବିଭାଗ ବାରମ୍ବାର ଚଢ଼ଉ ଜାରି ରଖିଛି l ଆଜି ପାଇକମାଲ ଅବକାରୀ ଅଫିସ ପକ୍ଷରୁ ଜଗଦଳପୁର ଥାନା ଲଉଡ଼ିଦର୍ହl ବରଡିହି ସୀମାନ୍ତବର୍ତୀ ଚିରାଲ ନାଲା ପତ୍ରା ଜଙ୍ଗଳ ରେ 50 ଲିଟର…

ଜମଲା ପଞ୍ଚାୟତରରେ ବିଜେଡିର କର୍ମୀ ବୈଠକ : ଦଳରେ ଯୋଗ ଦେଲେ ପଂଚାୟତ ବିଜେପି କର୍ମୀ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନର ଜମଲା ପଞ୍ଚାୟତର ଜମଲା ଗ୍ରାମରେ ଆଜି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ୱରେ ବିଧାୟକ ମାନ୍ୟବର ବିଧାୟକ ସ୍ୱରୂପ ଦାସ,ମହେନ୍ଦ୍ର ବଢେଇ, ପର୍ଯ୍ୟବେକ୍ଷକ ରୋମାନ୍ସ ବିଶ୍ଵାଳ, ବିଜୁ…

ଆପଣ ଙ୍କର ସହିତ ମୋର ବାପାଙ୍କ ସମ୍ପର୍କକୁ ମୁଁ ଆହୁରି ମଜବୁତ କରିବି :- ବର୍ଷା ସିଂ ବରିହା

ବର୍ଷା ଙ୍କର ପାଇକମାଲ ଅଞ୍ଚଳରେ ତୋଫାନି ପ୍ରଚାର ବରଗଡ :- ବରବଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ର ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଚାରିଦିନ ବାକି ରହିଲା । ଏହି ଚାରିଦିନ ଭିତରେ ପ୍ରାର୍ଥୀ ମାନେ ଚେଷ୍ଟା କରୁଛନ୍ତି ଅଧିକ ରୁ ଅଧିକ ଲୋକଙ୍କ ସହିତ ମିଶିବା ପାଇଁ । ତେଣୁ ସମୟର ସ୍ୱଳ୍ପତା କୁ…

ଟାଲ୍ ଗ୍ରାମପଞ୍ଚାୟତର ବୁଢ଼ୀମାଲ୍ ଗ୍ରାମରେ ବିଜେଡିର କର୍ମୀ ବୈଠକ

https://youtu.be/kZi8_FSvwx0 ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନର ଟାଲ୍ ଗ୍ରାମପଞ୍ଚାୟତର ବୁଢ଼ୀମାଲ୍ ଗ୍ରାମରେ ଆଜି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ୱରେ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି | ବରଗଡ଼…