ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏ.ପି.ଜେ ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ ଖଲିକୋଟ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ , ହିଞ୍ଜିଳିକାଟୁ ଓ ସାଇଟ୍ ସେଭର୍ସ ଇଣ୍ଟର୍ନ୍ୟାସନାଲଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ…

ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ କଂଗ୍ରେସରୁ ଇସ୍ତଫା

ବରଗଡ : ବିଜେପିରେ ଯୋଗଦେବା ପାଇଁ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  | ସେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ "କଂଗ୍ରେସରେ ରହି ଦେଶ ଓ ରାଜ୍ୟର ସେବା କରିପାରିବିନି" | 

ମତ୍ସ୍ୟ ବିଭାଗର ସଫଳତା: ଏକ ମାସରେ ପାଞ୍ଚ ଟ୍ରଲର ଜବତ ଓ ୩୯ ମତ୍ସ୍ୟଜୀବୀ ଅଟକ ।

ଅସ୍ତରଂଗ(ଦୁଃଶାସନ ନାୟକ) : ନଭେମ୍ବର ଏକ ଠାରୁ ଅଲିଭ ରିଡେଲ କଇଁଚ ଙ୍କ ମେଟିଙ୍ଗି ଓ ଅଣ୍ଡାଦାନ ପ୍ରକ୍ରିୟା ନେଇ,ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ଓ ପୋଲିସ ର ମିଳିତ ପେଟ୍ରୋଲିଙ୍ଗରେ, ନଭେମ୍ବର ମାସ ଶେଷ ସୁଦ୍ଧା ପାଞ୍ଚ ଗୋଟି ଟ୍ରଲର ଜବତ ହୋଇଅଛି । ସେଥି ମଧ୍ୟରୁ ଆନ୍ଧ୍ର ର ପଂଜିକୃତ ନମ୍ବର…

ଆନ୍ତର୍ଜାତିକ ମହିଳା ହିଂସା ବିରୋଧ ଦିବସରେ “ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଦସ୍ତଖତ ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟର "ସଖୀ" ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ବିରୋଧ ପକ୍ଷ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରେଲୱେ ଷ୍ଟେସନ ଠାରେ କେନ୍ଦ୍ରର ପ୍ରଶାସିକା…

ମହିଳା ସ୍ନାତକ ମହାବିଦ୍ୟାଳୟରେ ପାଠଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ…

ଏଟିଏମରୁ ଟଙ୍କା ଉଠାଇବା ନିୟମରେ ସୁରକ୍ଷାମୂଳକ ପରିବର୍ତ୍ତନ !

ମୁମ୍ବାଇ :ବ୍ୟାଙ୍କ ସେବାରେ ବୃଦ୍ଧି ପାଉଥିବା ଜାଲିଆତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁରକ୍ଷା ନିୟମକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛି | ଯେଉଁ କାରଣରୁ 2022 ର ଶେଷ ମାସ ଆରମ୍ଭରୁ ଏକ ନୂତନ ନିୟମ ଲାଗୁ ହୋଇଛି। ଏହି ନିୟମ ଅନୁଯାୟୀ, ଯଦି ଆପଣ ଏଟିଏମରୁ ନଗଦ ଟଙ୍କା…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର।

ଉମରକୋଟ/ଜିତେନ୍ଦ୍ର ମହାନ୍ତି-ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ପୁର୍ଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ ପୁରୁଷ ରହିଥିବା…

ନବଜାତ ଶିଶୁ ପୁତ୍ର ବିକ୍ରି ହୋଇଥିବା ଅଭିଯୋଗ ପରେ ତଦନ୍ତ ଜୋରଦାର l

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ଜିଲା ଶିଶୁ ସୁରକ୍ଷା ହେଲ୍ପ ଲାଇନରେ ହେବା ପରେ ସିଡିପିଓଙ୍କର ଏକ ଟିମ ତଦନ୍ତ ଜାରି କରିଥିଲେ । ଘଟଣା ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚସରଙ୍ଗବଲରାମପୁର ଗ୍ରାମର ।…

ଆସିବେ ମୁଖ୍ୟମନ୍ତ୍ରୀ : ଉତ୍ସାହିତ କର୍ମୀ ଓ ଲୋକେ

ବରଗଡ :- ମୁଖ୍ୟମନ୍ତ୍ରୀ ଙ୍କର ଅଫିସ ଦ୍ୱାରା ଜାରି କରାଯାଇଥିବା ଚିଠି ନମ୍ବର 5144 / 30/11/2022 ଅନୁସାରେ ଆସନ୍ତା ଦୁଇ ତାରିଖ ଦିନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଏକ ଦିନିଆ ପଦ୍ମପୁର ଗସ୍ତର କାର୍ଯ୍ୟକ୍ରମ ରହିଛି । ପତ୍ରରେ ଦିଆ ଯାଇଥିବା ସମୟ ଅନୁସାରେ ଆସନ୍ତା ଶୁକ୍ରବାର…

ମାଣ୍ଡୋସିଲି ରେ ବିଜୁ ଜନତା ଦଲର ବିରାଟ ନିର୍ବାଚନୀ ସଭା

ପରର ଧନେ ବିକ୍ରମ ରାଜା :- ମନ୍ତ୍ରୀ ନବ ଦାସ ନିର୍ବାଚନୀ ସଭାରେ ଭିଡ ଦେଖି ଉତ୍ସାହିତ ନେତା ବରଗଡ :- ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ତିନିଦିନ ବାକି । ସଭାସମିତି , ସାଙ୍ଗକୁ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି । ପ୍ରାର୍ଥୀ । ଏହିକ୍ରମରେ ଆଜି ପାଇକମାଲ ଯୋନ ଏକ…