Sign in
Sign in
Recover your password.
A password will be e-mailed to you.
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ସମାଧାନ ପାଇଁ ଜିଓ ଟ୍ରୁ-୫ଜି ଓ ଆଇଏଲ୍ବିଏସ୍ ମଧ୍ୟରେ…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସମାଧାନ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇବିଏଲ୍ଏସ୍) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି ।…
ଉନବିଂଶତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ବଣ ଭୋଜି ମହୋତ୍ସବ ପାଳନ
ଜଗତସିଂହପୁର/ସୁମନ୍ତକୁମାରଦାସ:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୂନଙ୍ଗ ଗ୍ରାମ ପଞ୍ଚାୟତ ର ପୁନଙ୍ଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ସିଦ୍ଧ ବାରଙ୍ଗ ପୀଠରେ ଉନବିଂଶତମ ବିଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ବଣ ଭୋଜି ମହୋତ୍ସବ ପୋଲିସ ପରିବାରର ତରଫରୁ ବହୁ ଧୁମ୍ ଧାମରେ ପାଳନ ହୋଇ…
କପସିପାଲି ଠାରେ ପ୍ରଥମ କରି ମହାଲକ୍ଷ୍ମୀପୂଜା ଆୟୋଜିତ:ଲକ୍ଷ୍ମୀପୂଜା ପାଇଁ ଅଞ୍ଚଳ ଉତ୍ସବମୁଖର
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଠାରେ ପ୍ରଥମ ବର୍ଷ ମହାଲକ୍ଷ୍ମୀପୂଜା ଆୟୋଜିତ ହୋଇଥିବା ବେଳେ କଳସ ଶୋଭାଯାତ୍ରା ଅତି ଆକର୍ଷଣୀୟ ଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ହରିଜନ ମହିଳା ଘଣ୍ଟ, ଶଙ୍ଖ, କୀର୍ତ୍ତନ ବାଦ୍ୟର ପାରମ୍ପାରିକ…
ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ଉଦଯାପିତ
କଟକ ୟୁନିଅନ୍ ସ୍ପୋର୍ଟିଂକୁ ହରାଇ ଭୁବନେଶ୍ୱର ଏସବି ଇଲେଭେନ୍ ଚମ୍ପିଆନ୍
ନୟାଗଡ଼(ବିଶ୍ଵଜିତ ନାୟକ)- ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପୃଷ୍ଠ ପୋଷକତାରେ ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରେ ଇତିହାସ ଭିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ…
ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ବୁଧବାର ଦିନ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରଶାସନିକ ଭବନ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଭାଗୀୟ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ସାହୁଙ୍କ ତତ୍ବାବଧାନରେ ଦିତୀୟ ଓ ତୃତୀୟ ବର୍ଷର…
ଓଡ଼ଗାଁ ବ୍ଲକରେ ଗଡ଼ିଲା ମାଣ୍ଡିଆ ବିକ୍ରୟ ସଚେତନତା ରଥ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରୁଛନ୍ତି। ବିଶେଷ କରି ମିଲେଟ ମିଶନ ମାଧ୍ୟମରେ ମାଣ୍ଡିଆ ଚାଷକୁ ବ୍ୟାପକ କରାଯିବା ସହ ଚାଷୀଙ୍କ ମୁଁହରେ ହସ ଫୁଟାଇ ପାରୁଛନ୍ତି।ଏଭଳିସ୍ଥଳେ ଆଜି ଓଡ଼ଗାଁ ବ୍ଲକର ମାଣ୍ଡିଆ…
ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉତ୍ସବକୁ ଉଦ୍ଘାଟିତ କରି ମନୁଷ୍ୟ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ…
ପୋଲିସ ଜାଲରେ ଏଟିଏମ ଲୁଟେରା
ଉମରକୋଟ(ଜିତେନ୍ଦ୍ର ମହାନ୍ତି) - ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ବହୁ ଦିନ ଧରି ଚାଲିଥିବା ଏଟିଏମ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଉମରକୋଟ ପୋଲିସ । ଦୀର୍ଘ ଦିନ ଧରି ଲୁଟେରା ଜଣକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରି ବହୁ ଟଙ୍କା ଲୁଟ କରିଥିଲା । ଲୁଟେରା…
ରାଷ୍ଟ୍ରୀୟ ବୌଦ୍ଧ ମହାସଭା ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ପରିନିର୍ବାଣ ଦିବସ ପାଳିତ।
ଉମରକୋଟ(ଜିତେନ୍ଦ୍ର ମହାନ୍ତି) - ରାଷ୍ଟ୍ରୀୟ ବୌଦ୍ଧ ମହାସଭା ନବରଙ୍ଗପୁର ଜିଲ୍ଲା ଶାଖା ପକ୍ଷରୁ ଉମରକୋଟ ଠାରେ ନିର୍ବାଣ ଦିବସ ମହା ସମାରୋହରେ ପାଳିତ ହୋଇଥିଲା।ରାଷ୍ଟ୍ରୀୟ ବୈଦ୍ଧ ମହାସଭା ନବରଙ୍ଗପୁର ଜିଲ୍ଲା ତରଫରୁ ସାନଭରଣ୍ଡି ଠାରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ବାହାରି ଉମରକୋଟ…