କେନ୍ଦୁପତ୍ର ଉପରୁ ଜିଏସ୍‍ଟି ପ୍ରତ୍ୟାହାର ନେଇ ସଂସଦରେ ଅଚ୍ୟୁତଙ୍କ ଦାବି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସ୍‍ଟି ପ୍ରତ୍ୟାହାର ନେଇ ଲୋକସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଦାବି ଉପସ୍ଥାପନ କରିଛନ୍ତି । ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଲୋକସଭାର ଶୂନ୍ୟକାଳରେ ବିଜେଡି ପକ୍ଷରୁ ଶ୍ରୀ ସାମନ୍ତ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି…

ସିବିଏସ୍‍ଇ ଇଷ୍ଟ ଜୋନ୍‍ କ୍ରୀଡା ଓ ଦୌଡକୁଦ ପ୍ରତିଯୋଗିତା-୨୦୨୨ରେ ଆଦିତ୍ୟ ବିର୍ଲା ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱର୍ଣ୍ଣ…

ଭୁବନେଶ୍ୱର: ରାଞ୍ଚିଠାରେ ଗତ ମାସରେ ଅନୁଷ୍ଠିତ ସିବିଏସ୍‍ଇ ଇଷ୍ଟ ଜୋନ୍‍ କ୍ରୀଡା ଓ ଦୌଡକୁଦ ପ୍ରତିଯୋଗିତାରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ଭୁବନେଶ୍ୱରର ଦୁଇ ଛାତ୍ରଛାତ୍ରୀ ବନ୍ଧୁକ ଚାଳନା ବିଭାଗରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିବା ସହିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ…

ଜୟ ଓଡ଼ିଶା “ଶେଷ ସାଥୀ” କାର୍ଯ୍ୟକ୍ରମର ଶୁଭାରମ୍ଭ

ଅସହାୟ ପରିବାରଙ୍କ ପାଇଁ ନିଃଶୁଳ୍କ ନିୟୋଜିତ ରହିବ ସ୍ୱର୍ଗରଥ ରୂପେ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ସେବା ମନୋବୃତ୍ତି ରେ ଅନୁପ୍ରାଣିତ ହୋଇ, ଜୟ ଓଡ଼ିଶା "ଶେଷ ସାଥୀ" ଭଳି ଏକ ମହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟ ନିମନ୍ତେ ଆମଲଗମ୍ ଷ୍ଟିଲ…

ସୁବର୍ଣ୍ଣପୁର ଇତିହାସ ବିନା ଓଡ଼ିଶା ଇତିହାସ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ

ବୀରମହାରାଜପୁର କଲେଜ ଇତିହାସ ବିଭାଗର ଆଲୋଚନାଚକ୍ର ବୀରମହାରାଜପୁର, (ବିନୋଦ ପାଣ୍ଡେ): ପ୍ରାଚୀନ ସୁବର୍ଣ୍ଣପୁର ଦକ୍ଷିଣ କୋଶଳ ସାମ୍ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବିଶେଷ ଭାବରେ ପରିଗଣିତ ହେଉଥିଲା । ଏଠାରେ ଭଞ୍ଜ, ସୋମବଂଶୀ, ଗଙ୍ଗ, ତେଲଗୁ ଚୋଡ, କଳାଚୁରୀ, ଚୌହାନ ପ୍ରଭୃତି ରାଜବଂଶ…

ହନୁମାନ୍ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ସ୍ଥାପନ ଓ ସୁନ୍ଦରାକାଣ୍ଡ

ବୀରମହାରାଜପୁର/ବିନୋଦ ପାଣ୍ଡେ: ସୁବର୍ଣ୍ଣପୁର୍ ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ତେଲିପାଲି ରାମ ମନ୍ଦିର ପରିସର ରେ ହନୁମାନ୍ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ସ୍ଥାପନ ଓ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ କାର୍ତ୍ତିକ ପାଢ଼ୀ ଓ ଆଲ୍ଲାଦିନୀ ପାଢ଼ୀ,ଆଶୁତୋଷ…

ହକି ବିଶ୍ୱକପ ପାଇଁ ଜିଲ୍ଲାରେ ଆରମ୍ଭ ହିଲା କ୍ରୀଡା ଉତ୍ସବ।। ଦିଲ୍ଲୀପ ତିର୍କୀଙ୍କ ଜନ୍ମମାଟି ସଉନାମୁରା ରୁ ଶୁଭାରମ୍ଭ।

ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା) : ୨୦୨୩ ଜାନୁଆରି ୧୩ରୁ ୨୯ ରାଉରକେଲା ଓ ଭୁବନେଶ୍ବର ଠାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍‌। ଏଥିପାଇଁ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଗାଁ ଠାରୁ ସହର ଯାଏ ଲାଗି ରହିଛି ଉତ୍କଣ୍ଠା। ହକି ବିଶ୍ବକପକୁ ଅଧିକ ସ୍ମରଣୀୟ ଓ ଉତ୍ସବ ମୁଖର କରିବା ପାଇଁ…

ଜଗତସିଂହପୁରଠାରେ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରିଜର୍ଭ ପୋଲିସ ଲାଇନ ପ୍ୟାରେଡ ଗ୍ରାଉଣ୍ଡ, ପୁନଙ୍ଗଠାରେ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର ସିଂହ କହିଲେ…

ଡ଼ିସେମ୍ବର 11 ରେ “ବିଜେବି ଫ୍ରେଣ୍ଡସ”ର ବନ୍ଧୁ ମିଳନ

ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡ୍ ସ " ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ " ର ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର 11 ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି | ଏ ନେଇ ମଙ୍ଗଳବାର ବିଜେବି ଫ୍ରେଣ୍ଡସ…

ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ ଦୂର ଅଭିଯାନ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ – ମୁଖ୍ୟ ଶାସନ ସଚିବ

ଶିଶୁ ଅପପୁଷ୍ଟି ଓ ଗେଡାପଣ ଜାତୀୟ ଆଲୋଚନା ଚକ୍ର ଭୁବନେଶ୍ୱର,:ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ କମାଯାଇ ପାରିବ ଏବଂ ଏଥି ପାଇଁ ପୂର୍ଣ୍ଣ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ…