Sign in
Sign in
Recover your password.
A password will be e-mailed to you.
ପୂର୍ବତନ ଛାତ୍ର ତଥା ଦମନ୍ ଚଳଚ୍ଚିତ୍ରର ଅଭିନେତା ଦୀପନ୍ୱିତ ଦାସମହାପାତ୍ରଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ବର୍ତମାନ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ୍”ର ସହଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ର ଦୀପନ୍ୱିତ ଦାଶମହାପାତ୍ରଙ୍କୁ ସାମାଜିକ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଶ୍ୱବିଦ୍ୟାଳୟ…
ଭୁବନେଶ୍ୱର ମହାନଗର ନିଗମସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର (ଶାସକ ପ୍ରଶାସକ) :ବିଜ୍ଞାନ ହେଉଛି ବ୍ରହ୍ମ । ବିଜ୍ଞାନ ଯୋଗୁଁମନୁଷ୍ୟର ଜୀବନଯାପନ ସହଜ ହୋଇଛି ।ଛାତ୍ରଛାତ୍ରୀମାନେ ବିଜ୍ଞାନ ଶିକ୍ଷା କରି ବୈଜ୍ଞାନିକ…
ଇସ୍ପାତ ସହରର ଗୋଟିଏ ପାଖ ଚମକୁଥିବା ବେଳେ ଅନ୍ୟ ପାଖଟି ଫିକା ପଡିଛି
ପ୍ରଶାସନର ଆଡ ନଜରରେ ଦକ୍ଷିଣ ରାଉରକେଲା ଓ ଏହାର ସନ୍ତାପିତ ଅଧିବାସୀ
ରାଉରକେଲା(ବସନ୍ତ କୁମାର ଜେନା ): ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ବକପକୁ ନେଇ ରାଉରକେଲା ଇସ୍ପାତ ସହର ଏବେ ନବବଧୂ ପରି ସଜେଇ ହେଉଛି। ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ ସହ ସହରର ଆନୁସଙ୍ଗିକ ବ୍ୟବସ୍ଥା ଯଥା -…
ଡ଼ଃ.ବି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ଦଳିତ ବିକାଶ ପକ୍ଷରୁ ୬୬ତମ ବି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକ ପାଳିତ l ଭାରତ ସମ୍ବିଧାନ ପ୍ରଣୟତା ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଦକରଙ୍କ ୬୬ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦଳିତ ବିକାଶ ପରିଷଦର…
ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ…
ଦିବ୍ୟାଙ୍ଗ ସୁରତଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା ମୋ ପରିବାର
ଭୁବନେଶ୍ଵର: କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ, ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ବି ଏମ୍ ସି ରେ କାର୍ଯ୍ୟରତ ଥିବା ଜଣେ ଦିବ୍ୟାଙ୍ଗ । ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରି ନିଜ ପରିବାର ପୋଷଣ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସହାୟତାର…
ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କେରଳ ଟୁରିଜିମ୍ର ବଡ଼ ଯୋଜନା
ଭୁବନେଶ୍ୱର : ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କେରଳ ଟୁରିଜିମ୍ ପକ୍ଷରୁ ଶୀତ ଋତୁ ପାଇଁ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପିଏ ମହମ୍ମଦ ରିୟାସ୍ କହିଛନ୍ତି, ନିକଟରେ ଶେଷ ହୋଇଥିବା ପାର୍ବଣ ଋତୁ କେରଳ…
ସୀମାଶୁଳ୍କ ଅଧିନିୟମ, ୧୯୬୨ର ୬୦ତମ ବାର୍ଷିକ ଉତ୍ସବ ପାଳନ
ଭୁବନେଶ୍ୱର :ଭୁବନେଶ୍ୱର, ନାଲ୍କୋ ଛକସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଅଡିଟୋରିୟମରେ ଚଳିତ ୫ ଡିସେମ୍ବର ୨୦୨୨ରେ ସୀମାଶୁଳ୍କ ଆୟୋଗ, ଭୁବନେଶ୍ୱର ପକ୍ଷରୁ କଷ୍ଟମ୍ସ ଆକ୍ଟ ବା ସୀମଶୁଳ୍କ ଅଧିନିୟମ ୧୯୬୨ର ୬୦ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ସରସ୍ୱତୀ ବନ୍ଦନା ପରେ…
ବାଗବର ୟୁପି ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଏହାକୁ ଉଦଘାଟନ କରିଥିଲେ। ଉଭୟ ଜୁନିଅର ଓ ସିନିଅର ବର୍ଗର ସ୍କୁଲର…
ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ
ବୀରମହାରାଜପୁର, (ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ବରାହପଦର ମଠରେ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି। ମଠାଧୀଶ ନିତ୍ୟଗୋପାଳ ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ…