ପଦ୍ମପୁର ଉପ ନିର୍ବାଚନ : ଦ୍ଵିତୀୟ ରାଉଣ୍ଡ ଗଣତି ପରେ ବିଜେଡି ୩୬୧୯ ଭୋଟ ଆଗରେ

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ଦ୍ଵିତୀୟ ରାଉଣ୍ଡ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୩୬୧୯ ଭୋଟ ଆଗରେ ରହିଛନ୍ତି | ବର୍ଷା ୧୦୫୯୮ ଭୋଟ ପାଇଥିବା ବେଳେ ପ୍ରଦୀପ…

ପଦ୍ମପୁର ଉପ ନିର୍ବାଚନ : ପ୍ରଥମ ରାଉଣ୍ଡ ଗଣତି ପରେ ବିଜେଡି ଆଗରେ

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ  ପ୍ରଥମ ରାଉଣ୍ଡ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୭୧୨ ଭୋଟ ଆଗରେ ରହିଛନ୍ତି |…

ରକ୍ତ ଦାନ ଶିବିର ଅନୁଷ୍ଠିତ,୬୫ ୟୁନିଟ ରକ୍ତ ସଂଗ୍ରହ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମାହେଶ୍ୱରୀ ସେନା ପକ୍ଷରୁ ସ୍ଥାନୀୟ ବଜରଙ୍ଗବାଲୀ କଲ୍ୟାଣ ମଣ୍ଡପ ଠାରେ ଧନୁଯାତ୍ରା ମହୋତ୍ସବ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର…

‘୭ ଦିନ ହେଲା ପୁଅକୁ ପାଉନୁ, ପୁଲିସ୍‌ ବି ଗୁହାରୀ ଶୁଣୁନି’

ଭଦ୍ରକ(ସତ୍ୟବ୍ରତ ନାୟକ): ‘ପ୍ରାୟ ୬ ଦିନ ହେଲା ପୁଅ କୁଆଡ଼େ ଯାଇଛି, ପାଉନୁ। ମରିଛି, ବଞ୍ଚିଛି ନା ହଜିଛି କିଛି ଜାଣିପାରୁନି। ପୁଅକୁ ଖୋଜି ଖୋଜି ନୟାନ୍ତ ହେଲୁଣି । ପୁଲିସ୍‌ ପାଖକୁ ଯିବାରୁ ପୁଲିସ୍‌ ଆମ ଦୁଃଖ ଶୁଣୁନି। ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ପୁଲିସ୍‌ ଆମ ନାଁରେ ମିଛ କେସ୍ କରି…

” ଦମନ୍” ଚଳଚ୍ଚିତ୍ର ଦେଖିଲେ ଜିଲ୍ଲା ସରକାରୀ କର୍ମଚାରୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପାରଳାଖେମୁଣ୍ଡି ସ୍ଥିତ ଏସ.କେ ସିନେମା ହଲରେ "ଦମନ" ଚଳଚ୍ଚିତ୍ର ଦେଖିଛନ୍ତି। ମ୍ୟାଲେରଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "ଦମନ"କୁ ସମସ୍ତ ବିଭାଗର…

ପିତୃମାତୃ ହୀନ ଅବହେଳିତ ଶିଶୁକୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୬-୭-୨୦୨୨ ରିଖରେ ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧିନସ୍ଥ ଏକ ଗ୍ରାମରେ ଏକ ୧୨ ବର୍ଷର ଶିଶୁ ଅବହେଳିତ ହୋଇ ଜୀବନ ବିତାଉ ଥିବାର ଖବର ଏକ ଗଣମାଧ୍ୟମ ପ୍ରତିନିଧି ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୁ ଜଣାଇଥିଲେ। ଶିଶୁ ସୁରକ୍ଷା…

ଜିଲ୍ଲା ପଶାସନ ଯୋଗୁଁ ବଞ୍ଚିବାର ରାହା ପାଇଲା ଅସହାୟ ଶିଶୁ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ ବିଶେଷ ସୁତ୍ରରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ମିଳିଲା ଯେ ଗୁମା ବ୍ଲକର ଏକ ସାତ ବର୍ଷର ଶିଶୁ ଯାହାଙ୍କର ପିତାଙ୍କ ମୃତ୍ୟୁ ପରେ ତାଙ୍କର ମା ଛାଡି କେଉଁଆଡେ ପାଇଯାଇଛନ୍ତି ଏବଂ ଶିଶୁ ଜଣକ ଏଣେ ତେଣେ ବୁଲୁଛନ୍ତି। ତାଙ୍କର ୭୦…

‘ଆମେ ସ୍କୁଲ ରୋଷେଇ ଘରେ ଓ ବାରଣ୍ଡାରେ ବସି ପଢ଼ୁଛୁ, ପ୍ରଶାସନ ଦୃଷ୍ଟି ଦେବେ କି ?’

ଭଦ୍ରକ(ସତ୍ୟବ୍ରତ ନାୟକ): ‘ସରକାର ଆମ ପାଇଁ ଅଧିକ ୩ଟି ଶ୍ରେଣୀ ଗୃହ କରିଦେବେ କି ? ମାତ୍ର ଗୋଟିଏ ଶ୍ରେଣୀ ଗୃହରେ ୫ଟି କ୍ଲାସର ପିଲା ବସି ପଢ଼ି ପାରୁନୁ। ଆମେ ସ୍କୁଲର ଦଦରା ରୋଷେଇ ଘରେ ଓ ବାରଣ୍ଡାରେ ବସି ପଢ଼ୁଛୁ। ବର୍ଷା ହେଲେ ଆମ ବହି, ଖାତା ଓଦା ହୋଇଯାଉଛି।’ ଭଦ୍ରକ ଉପକଣ୍ଠ ନନ୍ଦୋର…

କାଷ୍ଟ ସାର୍ଟିଫିକେଟ୍‌ ପାଇଁ ୫୦୦ ଟଙ୍କା ନେଲେ ଲାଞ୍ଚୁଆ ଆର୍‌ଆଇ; ସାମାଜିକ ଗଣମାଧ୍ୟମରେ ଭିଡିଓ ହେଲା ଭାଇରାଲ

ଭଦ୍ରକ : (ସତ୍ୟବ୍ରତ ନାୟକ)୫୦୦ ଟଙ୍କା ଦେଇ ଜାତିଗତ ପ୍ରମାଣପତ୍ର ନିଅ। ଟଙ୍କା ନଦେଲେ ବିଭିନ୍ନ ବାହାନା ଦେଖାଉଛନ୍ତି ରାଜସ୍ୱ ନିରିକ୍ଷକ (ଆର୍‌ଆଇ)। ‘’ଜଣେ ସରକାରୀ ଅଧିକାରୀଙ୍କ ମୁଣ୍ଡ କଣ  ୨୦୦ ଟଙ୍କା କି ? କାମ ନେବ, ୨୦୦ ଦେବ କେମିତି’’? ଏପରି କହି କାଷ୍ଟ ସାର୍ଟିଫିକେଟ ପାଇଁ ଆସିଥିବା…

ଏୟାରଟେଲର ‘ୱାର୍ଲଡ ପାସ୍‌’ସହିତ ଏବେ ଭ୍ରମଣ କରିବା ଆହୁରି ସହଜ

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ‘ଏୟାରଟେଲ ୱାର୍ଲଡ ପାସ୍‌’ର ଶୁଭାରମ୍ଭ କରାଯାଇଛି, ଯାହା ୧୮୪ଟି ଦେଶରେ ବାଧାହୀନ ଭାବେ କାର୍ଯ୍ୟ କରିଥାଏ । ତେଣୁ ଯଦି ଆପଣ ଏକ ବିମାନବନ୍ଦର ଗମନାଗମନରେ ଅଛନ୍ତି କିମ୍ବା ଗୋଟିଏ କିମ୍ବା ତାଠାରୁ ଅଧିକ ସହରକୁ ଭ୍ରମଣ କରୁଛନ୍ତି ତେବେ ଏହି ଗୋଟିଏ ପ୍ୟାକ ଆପଣଙ୍କ…