ଖାଦ୍ୟ ନଳୀରେ ଅଟକି ଥିବା କୁକୁଡା ହାଡକୁ ୭ ଦିନ ପରେ ଅସ୍ତ୍ରୋପଚାର ଜରିଆରେ ବାହାର କରିବାରେ ସଫଳ ହେଲେ ସମ୍ମମ୍ ସର୍ଜନ

ଭୁବନେଶ୍ୱର,୦୮/୧୨: ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ ।ଏହି ସର୍ଜିକାଲ ଟିମ୍‌ର ନେତୃତ୍ୱ ନେଇଥିବା ସମ୍ମମ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ…

ପଦମପୁର ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

https://youtu.be/I2xYQMTvYrk ପଦମପୁର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଜୁହାର ଜଣାଇବା ସହ ଏହି ଅଭୂତପୂର୍ବ ବିଜୟର ଶ୍ରେୟ ସେମାନଙ୍କୁ ଦେଇଛନ୍ତି | ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୁରଣ କରିବେ ବୋଲି କଥା ଦେଇଛନ୍ତି |ତାଙ୍କ…

ଉପନିର୍ବାଚନ ରେ ବିଜୟୀ ହେବା ପରେ ବାପା ଙ୍କର ସମାଧି କୁ ଯାଇ ମୁଣ୍ଡିଆ ମାରିଲେ ବର୍ଷା

ସ୍ମଶାନ ରେ ଥିଲା ଶୋକକୁଳ ପରିବେଶ  ବରଗଡ଼ :- ଉପନିର୍ବାଚନ ରେ ରେକର୍ଡ ବିଜୟ କିନ୍ତୁ ମନରେ ଏଇ ମାତ୍ର ଦୁଇ ମାସ ପୂର୍ବରୁ ବାପାଙ୍କୁ ହରେଇଥିବା କୋହ , ବିଜୟର ଉତ୍ସାହ ଅପେକ୍ଷା ବାପାଙ୍କୁ ସବୁଦିନ ପାଇଁ ହରେଇଥିବା କୋହ ଅଧିକ ରହିଛି । ପିତା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅକାଳ…

ବର୍ଷାଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିବା ବର୍ଷା ସିଂ ବରିହାଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

୪୨ ହଜାରରୁ ଉର୍ଧ୍ଵ ଭାରି ଭୋଟ ବ୍ୟବଧାନ ରେ ବର୍ଷା ଙ୍କର ବିଜୟ

ବିଜୟର ଶ୍ରେୟ ପଦ୍ମପୁର ବାସୀଙ୍କୁ ଦେଲେ ବର୍ଷା ମତେ କରିଥିବା ଅପମାନର ଜବାବ ଭୋଟ ମାଧ୍ୟମରେ ଦେଇଛନ୍ତି ପଦ୍ମପୁର ବାସୀ :- ବର୍ଷା ବରଗଡ଼ :- ଶେଷରେ ସବୁ କଳ୍ପନା ର ଅନ୍ତ ଘଟିଲା , ବିରୋଧୀ ମାନଙ୍କୁ ଜୋରଦାର ଝଟକା ଦେଇ ପାଣି ପିଆଇ ଦେଲେ ବର୍ଷା ରଣୀ ସିଂ ବରିହା । ସରିଗଲା ପଦ୍ମପୁର…

ପଦ୍ମପୁର ଉପ ନିର୍ବାଚନ : କୋଡିଏ ରାଉଣ୍ଡସୁଦ୍ଧା ବିଜେଡି 35,167 ଭୋଟ ଆଗରେ

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | କୋଡିଏ ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ 35,167 ଭୋଟ ଆଗରେ ରହିଛନ୍ତି | ବର୍ଷା 103849 ଭୋଟ ପାଇଥିବା…

ପଦ୍ମପୁର ଉପ ନିର୍ବାଚନ : ଏଗାର ରାଉଣ୍ଡସୁଦ୍ଧା ବିଜେଡି 21351 ଭୋଟ ଆଗରେ

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ଏଗାର ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ 21351 ଭୋଟ ଆଗରେ ରହିଛନ୍ତି | ବର୍ଷା 59416 ଭୋଟ ପାଇଥିବା ବେଳେ…

ପଦ୍ମପୁର ଉପ ନିର୍ବାଚନ : ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୧୦୭୦୪ ଭୋଟ ଆଗରେ

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ଷଷ୍ଠ ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୦୭୦୪ ଭୋଟ ଆଗରେ ରହିଛନ୍ତି | ବର୍ଷା ୩୧୮୮୬ ଭୋଟ ପାଇଥିବା ବେଳେ…

ପଦ୍ମପୁର ଉପ ନିର୍ବାଚନ : ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୮୧୭୮ ଭୋଟ ଆଗରେ

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ୪ର୍ଥ ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି  ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୮୧୭୮ ଭୋଟ ଆଗରେ ରହିଛନ୍ତି | ବର୍ଷା 21837  ଭୋଟ ପାଇଥିବା ବେଳେ…

ପଦ୍ମପୁର ଉପ ନିର୍ବାଚନ : ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ୫୭୬୬ ଭୋଟ ଆଗରେ

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ତୃତୀୟ ରାଉଣ୍ଡ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୫୭୬୬ ଭୋଟ ଆଗରେ ରହିଛନ୍ତି | ବର୍ଷା ୧୫୯୧୬ ଭୋଟ ପାଇଥିବା ବେଳେ ପ୍ରଦୀପ…