ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି

ନିଜ ସ୍ୱାର୍ଥ ହାସଲ ପାଇଁ ବିଜେପିରେ ସାମିଲ ହୋଇଛନ୍ତି ଦେବାଶିଷ ବିଗତ କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ୍ ଚାଲିଛି ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବିଭିନ୍ନ…

ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ପୋଲିସର ମାତ୍ରାଧିକ ଥାର୍ଡ ଡିଗ୍ରୀ ଯୋଗୁ ମରଣ ସହ ଲଢୁଛି ରାକେଶ ବେହେରା ବିନା ତଦନ୍ତରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁ ବିଗୁଡୁଛି ରାଜ୍ୟର ଆଇନଶୃଙ୍ଖଳା…

ବନ୍ୟ ଜନ୍ତୁ ସଂପଦ ରକ୍ଷଣବେକ୍ଷଣରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି

ଜନବସତିମୁହାଁ ହେଉଛନ୍ତି ହାତୀ, ବଢୁଛି ହାତୀ-ମଣିଷ ଲଢେଇ ଭୁବନେଶ୍ୱର, ୨୮/୦୫/୨୦୨୬: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ କିଛି ବର୍ଷ ଧରି ବୃଦ୍ଧି ପାଉଥିବା ମାନବ-ହାତୀ ସଂଘର୍ଷ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ବିଜେଡି । ହାତୀ ଆକ୍ରମଣ ଯୋଗୁଁ ମଣିଷର ମୃତ୍ୟୁ, ଫସଲ ନଷ୍ଟ ଓ ଘରବାଡ଼ି…

ବେଲଗୁଣ୍ଠାରେ ଗୁଟଖା ଚଢ଼ାଉ

ବେଲଗୁଣ୍ଠା,୨୯/୦୫, -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ ପ୍ରଶାସନ ତରଫରୁ ବେଲଗୁଣ୍ଠା ବଜାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି। ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନେତୃତ୍ବରେ ବେଲଗୁଣ୍ଠା ପୋଲିସ ବେଲଗୁଣ୍ଠା ବଜାରରେ…

ଅବହେଳିତ ନୟନଯୋଡ଼ି: ବର୍ଷ ବର୍ଷ ଧରି ହୋଇନି ପୁନରୁଦ୍ଧାର।

ପୁନରୁଦ୍ଧାର କରିବାକୁ ବସ୍ତା ବିଧାୟିକାଙ୍କୁ ଦାବି କଲେ ଚାଷୀ ଓ ଜନସାଧାରଣ। ବସ୍ତା ୨୮/୫ :ବାଲେଶ୍ବର ଜିଲ୍ଲା,ଲକ୍ଷ୍ମଣନାଥ ଠାରୁ ହଳଦିପଦା ପର୍ଯ୍ୟନ୍ତ ଏନ ଏଚ ୧୬ ଉଭୟ ପାର୍ଶ୍ବରେ ଥିବା ନୟନ ଯୋଡ଼ି (ନାଳ) ଅବହେଳିତ ଅବସ୍ଥାରେ ରହିଛି।ବର୍ଷ ବର୍ଷ ଧରି ହୋଇନି ପୁନରୁଦ୍ଧାର।ପୋତି ହୋଇଗଲାଣି…

ପଞ୍ଜାବରେ ଚମକିଲେ ଝାରସୁଗୁଡାର ବିଦ୍ୟୁତ

ଜାତୀୟ ତାଇକ୍ୱାଣ୍ଡୋରେ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଆଣିଲେ ଗୌରବ ଝାରସୁଗୁଡା, ୨୮ ମଇ : ଝାରସୁଗୁଡା ଜିଲ୍ଲାର ଯୁବ ତାଇକ୍ୱାଣ୍ଡୋ ଖେଳାଳି ବିଦ୍ୟୁତ ବେହେରା ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ସହ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି। ପଞ୍ଜାବରେ ଗତ ୨୨ ରୁ ୨୪ ମଇ ପର୍ଯ୍ୟନ୍ତ…

ସମିତିରେ ତାଲା ଦେଇ ଧାରଣାରେ ବସିଲେ ଚାଷୀ

ସମଵାୟ ସମିତିରେ ଅନଲାଇନ ପଞ୍ଜିକରଣରେ ଅବ୍ୟବସ୍ଥା ଖଇରା ‌,ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ବ୍ଲକ ଅଧିନ ଓସଙ୍ଗ ସେବା ସମବାୟ ସମିତିରେ ରବି ଧାନ ବିକ୍ରି ପାଇଁ ଅନଲାଇନ ପଞ୍ଜିକରଣ ମାର୍ଚ୍ଚ ୨୫ ତାରିଖରୁ ଶେଷ ହୋଇ ଯାଇଥିବା ବେଳେ ଏଥିରୁ ବଞ୍ଚିତ ହୋଇଥିବା ୭୦ ରୁ ଉର୍ଦ୍ଧ ଚାଷୀ ବୁଧବାର…

ପୁରୀ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ

ବୁଥ ସ୍ତରରେ ସରକାରୀ ବିଫଳତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ପ୍ରଦେଶ ସହ-ପ୍ରଭାରୀ ମୟୁର ଏସ୍. ଜୟକୁମାର ପୁରୀ, ୨୮/୦୫ (ଅନିମେଶ ପଟ୍ଟନାୟକ): ଗୁରୁବାର ଅପରାହ୍ନ ଘ୨.୩୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ…

ବଡମାଳ ଥାନା ପୁଲିସଙ୍କ ବଡ଼ ସଫଳତା : ୮୯ ବୋତଲ ୱିନସିରେକ୍ସ କଫ୍ ସିରାପ ଜବତ, ୪ ଗିରଫ

ଝାରସୁଗୁଡା: ଝାରସୁଗୁଡା  ଜିଲ୍ଲା ବଡମାଳ ଥାନା ପୁଲିସ ଏକ କଫ୍ ସିରପ ଚୋରାଚାଲାଣ ମାମଲାରେ ବଡ଼ ସଫଳତା ହାସଲ କରିଛି। ପୁଲିସ ଏକ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ତରେଇକେଲା ଗ୍ରାମରେ ଚଢ଼ାଉ କରି ୧୦୦ ମିଲି ଲିଟରର ୮୯ ବୋତଲ ୱିନସିରେକ୍ସ କଫ୍ ସିରାପ, କିଛି ମୋବାଇଲ ଫୋନ, ଏକ ମୋଟରସାଇକେଲ (ନମ୍ବର…

ଦ୍ୱିତୀୟ ପ୍ରୟାସରେ ଓସିଏସ୍‌ ସଫଳତା : ଲଇକେରାର ରାହୁଲଙ୍କ କୃତିତ୍ୱରେ ଜିଲ୍ଲା ଗର୍ବିତ

ଲଇକେରା, ୨୮/୦୫ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସାହସପୁର ଗ୍ରାମର ରାହୁଲ ରାଜହଂସ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ମାତ୍ର ୨୭ ବର୍ଷ ବୟସରେ ସେ ଏହି ସଫଳତା…