Sign in
Sign in
Recover your password.
A password will be e-mailed to you.
ପ୍ରକୃତି ବନ୍ଧୁ ସୁମନ୍ତ ଜେନାଙ୍କ ଦ୍ଵାରା ବେଳାଭୂମି ସଫେଇ କାର୍ଯକ୍ରମ
ବାଲେଶ୍ବର : ୨୧/୩ ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଷାଫଳ ବେଳାଭୂମି ସ୍ଥିତ ବାରୁଣୀ ମେଳା ପଡିଆରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କଷାଫଳ ବାରୁଣୀ ଘାଟକୁ ଓଡିଶା ସମେତ…
ବ୍ଲକସ୍ତରୀୟ ‘ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଖୋ-ଖୋ କ୍ରୀଡ଼ା ଅନୁଷ୍ଠିତ।
କେନ୍ଦୁଝର,ତା୨୩/୦୩-ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରୁ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି "ବ୍ଲକସ୍ତରୀୟ ତଥା ମଣ୍ଡଳସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬"। ଏହି…
ମହିଳା ଆୟୋଗ ଦ୍ଵାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ।
କେନ୍ଦୁଝର,ତା୨୩/୦୩- ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯ୍ୟାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲ୍ଲଂଘନ ଏବଂ ମହିଳା କଲ୍ୟାଣ, ଇତ୍ୟାଦି ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ…
ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଆପାଳ, ତା: ୨୩/୦୩/୨୦୨୬: ଆଜି ସକାଳ ଘ: ୧୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକରଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…
ମ୍ୟୁଜିକ୍ ସର୍କଲର ତ୍ରିଦିବସୀୟ ବସନ୍ତ ସମାରୋହ ‘ନିନାଦ’ ଉଦଯାପିତ
ରାଉରକେଲା,(ବସନ୍ତ କୁମାର ଜେନା) : ମ୍ୟୁଜିକ୍ ସର୍କଲ ଆୟୋଜିତ ତ୍ରିଦିବସୀୟ ବସନ୍ତ ସମାରୋହ "ନିନାଦ" ଆଜି ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଦୀପ୍ତି ରଞ୍ଜନ ପଟ୍ଟନାୟକ ଉଦଯାପନୀ ସଂଧ୍ୟାକୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ…
ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ୍ ଓ ରାଇ ଫାଉଣ୍ଡେସନ ଆନୁକୂଲ୍ୟରେ ରୟାଲ କଲେଜରେ ଚେସ୍ ଚୁର୍ଣ୍ଣାମେଣ୍ଟ…
ଭୁବନେଶ୍ୱର : ତା ୨୨.୦୩.୨୦୨୬ ରିଖ (ରବିବାର) ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ୍ ଓ ରାଇ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରୟାଲ କଲେଜର ଅଡିଟୋରିଅମରେ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏହି ଚେସ୍ ଚୁର୍ଣ୍ଣାମେଣ୍ଟ କୁ ଅନୁଷ୍ଠାନର ଚେୟାରମ୍ୟାନ ଡ. ବିଷ୍ଣୁମୋହନ…
ବିଶ୍ୱ କବିତା ଦିବସ ଅବସରରେ ଅକ୍ଷରା ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା |
ଭୁବନେଶ୍ୱର - 21/03 ମାତୃଭାଷା ହିଁ ସୃଜନଶୀଳତାର ମୁଖ୍ୟ ପୃଷ୍ଠଭୂମି | ମାତୃଭାଷାରେ ଯିଏ ଯେତେ ବଳିଷ୍ଠ ସିଏ ଅନ୍ୟ ସବୁ ଭାଷାରେ ମଧ୍ୟ ବଳିଷ୍ଠ ହୋଇ ପାରିବ | ମାତୃଭାଷା ହିଁ ପିଲାକୁ ଆତ୍ମ ଶକ୍ତି ପ୍ରଦାନ କରିଥାଏ | ପେଟପାଟଣାର ଭାଷା ଯେତେବେଳେ ମାତୃଭାଷା ହୋଇଯାଏ ସେତେବେଳେ ସମସ୍ତ ବ୍ୟକ୍ତି…
ଗଜପତି ସାଗର ପୁନରୁଦ୍ଧାର କରିବା ପାଇଁ ଅନୁଧ୍ୟାନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରେ ଥିବା ଗଜପତି ସାଗର ର ପୁନରୁଦ୍ଧାର କାର୍ଯ୍ୟ କରିବା ପୂର୍ବ ରୁ ବିଧାୟକ ରୁପେଶ ପାଣିଗ୍ରାହୀ ଅନୁଧ୍ୟାନ କରିଛନ୍ତି। ଗଜପତି ସାଗର କୁ କେନ୍ଦୁଗୁଡ଼ା ଡେମ ଭଳି ନିର୍ମାଣ କରିବା ପାଇଁ ଚେଷ୍ଟା କରିବେ ବୋଲି…
ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ପ୍ରବନ୍ଧ ସଙ୍କଳନ ” ଓଡିଆ ସାହିତ୍ୟର ସ୍ୱରୋଦୟ”…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସିଦ୍ଧାନ୍ତ ଆନୁକୂଲ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ପ୍ରବନ୍ଧ ସଙ୍କଳନ "ଓଡିଆ ସାହିତ୍ୟର ସ୍ୱରୋଦୟ" ଉତ୍କଳ…
ଭାଜପା ପକ୍ଷରୁ ମିଶ୍ରଣ ପର୍ବ
https://youtu.be/Cbsh8dwH-_A
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ଗଜପତିରେ ବିଜେଡିକୁ ପୁଣି ଝଟକା ଲାଗିଛି। ବିଜୁ ଜନତା ଦଳର ଅନେକ ପୂରାତନ ନେତା ଙ୍କ ସହ ଯୁବ ନେତା ଓ ତାଙ୍କ ଶହ ଶହ ସଂଖ୍ୟାରେ ସମର୍ଥକ ମାନେ…