Sign in
Sign in
Recover your password.
A password will be e-mailed to you.
ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଉଲ୍ଲାସ ସଚେତନତା ଅଭିଯାନ
ବେଲଗୁଣ୍ଠା, ୨୯/୦୫ -(ଶିବରାମ ଚୌଧୁରୀ )-ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ “ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ”କୁ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ସମଗ୍ର ରାଜ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଛି । ସମାଜର ପ୍ରତ୍ୟେକ ଅଶିକ୍ଷିତ ବ୍ୟକ୍ତିଙ୍କୁ…
ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସାରା ରାଜ୍ୟରେ ଆନେ୍ଦାଳନ ଜାରି ରହିବ: ବିଜେଡି
୨ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣରୁ ବଞ୍ଚିତ
ଧାନ କିଣା ବିପର୍ଯ୍ୟସ୍ତ ଯୋଗୁଁ ଲ୍ୟାମ୍ପସ, ଜିଲ୍ଲାପାଳ ଅଫିସ୍ ଆଗରେ ଆନେ୍ଦାଳନ କରିବାକୁ ବାଧ୍ୟ ହେଉଛି ଚାଷୀ
ସରକାର ଓ ମିଲରଙ୍କ…
ଓଡିଶାରେ ଏମଏସଏମଇଗୁଡିକ ପାଇଁ ବ୍ୟବସାୟ ସୁଯୋଗ ବୃଦ୍ଧି ଉପରେ ଆଲୋକପାତ କରିଛି ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡିଶା ପକ୍ଷରୁ ଭୁବନେଶ୍ୱରରେ ସଫଳତାର ସହ ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬: ଏକ୍ସପାଣ୍ଡିଙ୍ଗ ବିଜନେସ୍ ହରାଇଜନ’ର ଆୟୋଜନ କରାଯାଇଛି, ଯାହା ଶିଳ୍ପ ସହଭାଗିତାକୁ ସୁଦୃଢ କରିବା ଏବଂ ଓଡିଶାର ଏମଏସଏମଇ କ୍ଷେତ୍ର ପାଇଁ ନୂତନ ବ୍ୟବସାୟ ସୁଯୋଗ…
ମକା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର
ଏମ.ଏସ.ପି କାହା ସ୍ୱାର୍ଥରେ - ପ୍ରଶ୍ନ ଉଠାଇଲା କଂଗ୍ରେସ
ଭୁବନେଶ୍ୱର : ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ ଅଧିକ ମକା ଉତ୍ପାଦନ ହୋଇଥାଏ । ଏଠାର ଚାଷୀମାନେ ଧାନ ଅପେକ୍ଷା ବିଶେଷ କରି ମକା ଚାଷ ପ୍ରତି ଆଗ୍ରହୀ । ଜିଲ୍ଲାରେ ଦୁଇଟି ଋତୁରେ ପ୍ରାୟ ୫ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ମକା…
ପଦ୍ମପୁରରେ ବନ୍ଧୁଆ ଶ୍ରମିକ ଓ ମାନବ ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ଉପଖଣ୍ଡରେ ବନ୍ଧୁଆ ଶ୍ରମିକ ଓ ମାନବ ଚାଲାଣ ସମ୍ବନ୍ଧୀୟ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ଆଲୋଚନା କରିବା ପାଇଁ ଆଜି ଏକ ସ୍ୱତନ୍ତ୍ର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ…
ନବରଙ୍ଗପୁର ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଯାପିତ
ଦର୍ଶକଙ୍କ ମନମୋହିଲେ ପାରମ୍ପରିକ ଲୋକ ନୃତ୍ୟ ଦଳ
ନବରଙ୍ଗପୁର, ଅଶୋକ ସାହୁ,ତା ୨୮.୫.୨୦୨୬:ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଦୁଇଦିନିଆ ଅମ୍ରିତ କାଳ ସାଂସ୍କୃତିକ ସମାରୋହ ଆଜି ଉଦଯାପିତ ହୋଇଛି।ଉଦଯାପିତ ସମାରୋହରେ…
ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କ ପ୍ରେସ ସୂଚନା
ନବରଙ୍ଗପୁର, ୨୯ ମଇ ୨୦୨୬: ଆଜି ଅଶୋକ ମେହେତା ସମ୍ମିଳନୀ କକ୍ଷ,ନବରଙ୍ଗପୁରଠାରେ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଡ. ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ।ଜିଲ୍ଲାପାଳ ସାମ୍ୱାଦିକ ସମ୍ମିଳନୀ…
ମନୁଷ୍ୟ -ହାତୀ ସହାବସ୍ଥାନ ପାଇଁ ନିଆରା ପ୍ରୟାସ
କେନ୍ଦୁଝର,ତା୨୯/୫-କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଓଡିଶା ସରକାରଙ୍କ କେନ୍ଦୁଝର ବନଖଣ୍ଡ ମିଳିତ ଆନୁକୂଲ୍ୟରେ, ମନୁଷ୍ୟ -ହାତୀ ସହାବସ୍ଥାନ ପାଇଁ କେ ନିଆରା ପ୍ରୟାସ ଆରମ୍ଭ ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ…
ଦୁଇ ମାସ ହେଲା ଭତ୍ତା ମିଳୁନି,ହିନସ୍ତାରେ ଭତ୍ତାହିତାଧିକାରୀ
ବ୍ୟାଙ୍କ ପରିବର୍ତ୍ତେ ପଞ୍ଚାୟତ ମାଧ୍ୟମରେ ଭତ୍ତା ପ୍ରଦାନ ଦାବି
ଓଡ଼ଗାଁ, ୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଅଧୀନରେ ଭତ୍ତା ପାଉଥିବା ହିତାଧିକାରୀମାନେ ଗତ ଦୁଇ ମାସ ଧରି ଭତ୍ତା ନପାଇ…
୯ ହଜାର ବୃକ୍ଷ ରୋପଣକୁ ବାଧକ;୮ ଆମ୍ବ ଗଛ ଉପାଡ଼ିବା ଘଟଣାରେ ନ୍ୟାୟ ଦାବି
ଓଡ଼ଗାଁ, ୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପାଇକ ବାଙ୍କଚରା ଗ୍ରାମର ୮୨ ବର୍ଷୀୟ ନିତ୍ୟାନନ୍ଦ ସାହୁଙ୍କ ଦୀର୍ଘ ୨୦ ବର୍ଷର ପରିବେଶ ସୁରକ୍ଷା ଅଭିଯାନରେ ବାଧକ । ତାଙ୍କ ଦ୍ୱାରା ଲଗାଯାଇଥିବା ୮ଟି ଆମ୍ବ ଗଛକୁ ଦୁର୍ବୃତ୍ତମାନେ ଉପାଡ଼ି ଦେଇଥିବା ଅଭିଯୋଗ ହୋଇଛି।…