ଗଜପତି ସାଗର ପୁନରୁଦ୍ଧାର କରିବା ପାଇଁ ଅନୁଧ୍ୟାନ କଲେ ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରେ ଥିବା ଗଜପତି ସାଗର ର ପୁନରୁଦ୍ଧାର କାର୍ଯ୍ୟ କରିବା ପୂର୍ବ ରୁ ବିଧାୟକ ରୁପେଶ ପାଣିଗ୍ରାହୀ ଅନୁଧ୍ୟାନ କରିଛନ୍ତି। ଗଜପତି ସାଗର କୁ କେନ୍ଦୁଗୁଡ଼ା ଡେମ ଭଳି ନିର୍ମାଣ କରିବା ପାଇଁ ଚେଷ୍ଟା କରିବେ ବୋଲି…

ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ପ୍ରବନ୍ଧ ସଙ୍କଳନ ” ଓଡିଆ ସାହିତ୍ୟର ସ୍ୱରୋଦୟ”…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସିଦ୍ଧାନ୍ତ ଆନୁକୂଲ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ପ୍ରବନ୍ଧ ସଙ୍କଳନ "ଓଡିଆ ସାହିତ୍ୟର ସ୍ୱରୋଦୟ" ଉତ୍କଳ…

ଭାଜପା ପକ୍ଷରୁ ମିଶ୍ରଣ ପର୍ବ

https://youtu.be/Cbsh8dwH-_A   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ଗଜପତିରେ ବିଜେଡିକୁ ପୁଣି ଝଟକା ଲାଗିଛି। ବିଜୁ ଜନତା ଦଳର ଅନେକ ପୂରାତନ ନେତା ଙ୍କ ସହ ଯୁବ ନେତା ଓ ତାଙ୍କ ଶହ ଶହ ସଂଖ୍ୟାରେ ସମର୍ଥକ ମାନେ…

ବେପରୁଆ ଗାଡ଼ି ଚାଳନା , ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଲୋକେ

ବେଲଗୁଣ୍ଠା, ୨୨/୦୩/୨୬-(ଶିବରାମ ଚୌଧୁରୀ )-,ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବହୁ ସ୍ଥାନରେ ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହେଉଥିଲେ ମଧ୍ୟ କିଛି ଗାଡ଼ି ଚାଳକ ଏହାକୁ ଅତି ଖାମଖିଆଲ ଭାବେ ନେଉଛନ୍ତି I ଡ଼୍ରାଇଭର ମାନଙ୍କ ଏଭଳି ମାନସିକତା ଯୋଗୁଁ ଆଜି ଗୋବରା ଅଂଚଳରେ ଏକ ବଡ଼ ଧରଣର…

ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ଅନ୍ନପୂର୍ଣ୍ଣା ସ୍ମୃତି ସମ୍ମାନ ଓ ସୁରେଖା ସ୍ମୃତି ସମ୍ମାନ ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ର ତେତିଶ ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଡଃ ବୈଷ୍ଣବ ଚରଣ ସାମଲ , କଟକ , ମୁଖ୍ୟ ବକ୍ତା ଶ୍ରୀ ଦେବ…

ରୋଟାରୀ ଷ୍ଟିଲ ସିଟି ର ଚ୍ୟାରିଟି କାର୍ଯ୍ୟକ୍ରମ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ରୋଟାରୀ ଷ୍ଟିଲ ସିଟି ତରଫରୁ ରାଉରକେଲା କ୍ଲବ ଠାରେ ଏକ ଚ୍ୟାରିଟି ସୋ ଆୟୋଜନ କରାଯାଇଥିଲା। ଏହି ଚ୍ୟାରିଟି ସୋ ରେ ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ଏଥିରୁ ମିଳୁଥିବା ଅର୍ଥରାଶି ସମାଜରେ…

ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସିଭିକ ସେଣ୍ଟର ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅନନ୍ୟା ନାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସ୍ଥା ର ସଭାପତି ବିଷ୍ଣୁ ମୋହନ ମିଶ୍ରଙ୍କ ସଭାପତିତ୍ବ,…

ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ

ସମ୍ପର୍କ ଆୟୋଜିତ ନାଟକ ଅସ୍ମିତା ମଞ୍ଚସ୍ଥ ରାଉରକେଲା:(ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କ ଦ୍ବାରା ଆୟୋଜିତ ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ରଘୁନାଥପାଲିର ମାନ୍ୟବର ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ କର କମଳରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ…

ରୋଟାରୀ କ୍ଳବ୍ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ବେଲଗୁଣ୍ଠା, ୨୨/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପ୍ରାଙ୍ଗଣରେ ରୋଟାରୀ କ୍ଲବ୍ ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି I ରୋଟାରୀ କ୍ଲବ୍ ସଭାପତି ରଞ୍ଜିତ୍ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଦିବ୍ୟ…

‘ଦର୍ଶନ’ ପକ୍ଷରୁ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ

ନୟାଗଡ଼(ବିଶ୍ୱଜିତ ନାୟକ) :- ଦୈନିକ ଖବରକାଗଜ ଦର୍ଶନ ପକ୍ଷରୁ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରରେ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼…