ଜରାଶ୍ରମ ପରିସରରେ ହାତୀ ଉପଦ୍ରବ: ଭୟ ଓ ଆଶଙ୍କାରେ ଅନ୍ତେବାସୀ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଲିଙ୍ଗରାଜପ୍ରସାଦ ଛକ ନିକଟବର୍ତ୍ତୀ ପଥରା ଛକ ନିକଟବର୍ତ୍ତୀ ଡ୍ରାଗନ ଫାର୍ମ ମଧ୍ୟରେ ପସି ଜରାଶ୍ରମ ପରିସରରେ ଗତକାଲି ବିଳମ୍ବିତ ରାତିରେ ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ପଥରା ମହର୍ଷି ଦୟାନନ୍ଦ…

ଅଘୋଷିତ ବିଦ୍ୟୁତ୍ କାଟକୁନେଇ ରୋହିବାଙ୍କ ଗ୍ରାମବାସୀଙ୍କ ରାଜପଥ ଅବରୋଧ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବିଗତ କିଛିଦିନ ଧରି ଓଡ଼ଗାଁ ଥାନା କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ନାନାଦି ପ୍ରକାର ଅସୁବିଧା ସୃଷ୍ଟି ହେଉଛି।ଚୋରି ଡକାୟତି ସହିତ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି।ବାରମ୍ବାର ଅଭିଯୋଗ କଲେ ମଧ୍ୟ…

ଏକାଦଶ କୃଷି ଗଣନା ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ

ଜିଲ୍ଲାର ସମସ୍ତ ୯୮୮ ଗୋଟି ଗ୍ରାମରେ ଜାନୁଆରୀରୁ ଆରମ୍ଭ ହେବ ସର୍ଭେ  ଜମିର ମାଲିକାନା, ଆକାର, ତଥା କୃଷି ଆନୁସଙ୍ଗିକ ବ୍ୟବହାର ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ  ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ): ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ…

ସାଧାରଣତନ୍ତ୍ର ଦିବସ-୨୦୨୩ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, :୭୪ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ ।ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୩…

ପ୍ରତିଷ୍ଠା ଦିବସରେ ଏମିତି କହିଲେ ଯେ, ସମସ୍ତଙ୍କୁ ବଳିଗଲେ ସୌମ୍ୟରଂଜନ

ଭୁବନେଶ୍ୱର : ଅଯଥାରେ ସୌମ୍ୟ ବାବୁଙ୍କୁ କିଛି ବିଜେଡି ନେତା ଭୁଲ ବୁଝନ୍ତି । ସେ ସୁବିଧାଵାଦୀ ବା ଏକଘରିଆ ବୋଲି କହନ୍ତି । ହେଲେ 25 ବର୍ଷ ପୂର୍ତ୍ତି ଅବସରରେ ପୁରୀରେ ଅନୁଷ୍ଠିତ ସମାବେଶରେ ଯେଉଁ ଭାଷଣ ରଖିଲେ , ତାକୁ ଶୁଣିଲା ପରେ ଲାଗିଲା ଯେ ସେ ନବୀନ ବାବୁଙ୍କ ବଡ ଗୁଣମୁଗ୍ଧ ପ୍ରଶଂସକ ।…

ଜାତୀୟ ଖାଉଟି ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ଗ୍ରାହକ ପଞ୍ଚାୟତ , ଗଜପତି ତରଫରୁ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି। ଉକ୍ତ ସଚେତନ ସଭାରେ ଏକ ଶହରୁ ଅଧିକ ସଚେତନ ଗ୍ରାହକ ଭାଗ ନେଇଥିଲେ। ଉକ୍ତ ସଭାରେ ଗ୍ରାହକ ପଞ୍ଚାୟତର…

ମାତୃମଣ୍ଡଳୀ ଦ୍ୱାରା ଆୟୋଜିତ ଶ୍ରୀରାମଚରିତ ମାନସ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଅନୁଗାମୀ ସାଧ୍ବୀ ଅନୁସୂୟା ଦାସୀ ପାରଳା ନଗରର ମହିଳା ମାନଙ୍କୁ ନେଇ ମାତୃମଣ୍ଡଳୀ ଗଠନ କରି ପ୍ରତ୍ୟେକ ଦିନ ରାତ୍ର ରାଜଗୁରୁ ସାହି ସ୍ଥିତ ଶ୍ରୀରାଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମଚରିତ ମାନସ ପଠନ ଓ…

ପଞ୍ଚାୟତ ସ୍ତରୀୟ ଭଳିବଲ କ୍ରୀଡା ପ୍ରତିଯୋଗିତା

ଜଗତସିଂହପୁର/ସୁମନ୍ତକୁମାରଦାସ: ଜଗତସିଂହପୁର ବ୍ଲକରେ ଜୋନ 2 ର ପଞ୍ଚାୟତ ସ୍ତରୀୟ ଭଲିବଲ କ୍ରୀଡା ପ୍ରତିଯୋଗିତା ଆଶ୍ରାମପାଟଣା ଭଲିବଲ ଗ୍ରୋଉଣ୍ଡ ଜଗତସିଂହପୁର ବ୍ଲକ BDO ସାଗର କୁମାର ନନ୍ଦ ଫିତା କାଟି ଉତ୍ସବର ଉଦଘାଟନ କରିବା ସହିତ ଏହି ଉତ୍ସବର ମୁଖ୍ୟ ଅଥିତି ଭାବେ ଶୋଭା ମଣ୍ଡନ କରିଥିଲେ l…

ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱରୀ ଯୋଗ ଦେଇ ୨୪ ତମ ପୁସ୍ତକ…

କାଶିପୁର ବ୍ଲକ ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁମିଳନ ଅନୁଷ୍ଟିତ।

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶୁଣ୍ଢି ସଂଙ୍ଘର ସଭାପତି ବିଜୟ ରତ୍ନଚୈଧୁରୀ ଙ୍କ ଅଧ୍ୟକ୍ଷତା ରେ ଅଞ୍ଚଳର ପ୍ରାୟ ୭୦୦ ଜଣ ମହିଳାପୁରୁଷ ଟିକିରି ହନୁମାନ ମନ୍ଦିର ଠାରେ ଏକତ୍ରିତ ହୋଇ…