Sign in
Sign in
Recover your password.
A password will be e-mailed to you.
୯ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ : ୨୮ ଡ଼ିସେମ୍ବର ରୁ ୩୧ ଡ଼ିସେମ୍ବର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଚଳିତ ୨୮ ଡ଼ିସେମ୍ବର ରୁ ୩୧ ଡ଼ିସେମ୍ବର ପର୍ଯ୍ୟନ୍ତ ୪ ଦିନ ଧରି ଅର୍ବାନ ପଡିଆ…
ସାରସକଣା: ବିଜୁ ଯୁବ ଜନତା ଦଳ ପକ୍ଷରୁ ତିନି ଯୁବ ନେତାଙ୍କୁ ଗୁରୁଦାୟିତ୍ୱ
ସାରସକଣା ରୁ ବନ ବିହାରି ମହାପାତ୍ର: ଆଗାମୀ ହେବାକୁ ଯାଉଥିବା ନିର୍ବାଚନକୁ ଆଖିଆଗରେ ରଖି ବିଜୁ ଯୁବ ଜନତା ଦଳ ପକ୍ଷରୁ ତିନି ଯୁବ ନେତାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି | ରାଜ୍ୟଯୁଵ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସାରସ କଣା ନିର୍ବାଚନ ମଣ୍ଡଳୀର ଯୁବ…
“ମା ମାନେ ଆଗେଇ ଆସନ୍ତୁ ଦାୟିତ୍ଵ ନିଅନ୍ତୁ”
ନବୀନ ପାଲଟିଛନ୍ତି ଗୋଟେ ବ୍ରାଣ୍ଡ | ଓନିଡା ଟିଭିର ସେଇ ପୁରୁଣା ଲୋକପ୍ରିୟ ବିଜ୍ଞାପନର ଟ୍ୟାଗ ଲାଇନ " ନେବରସ ଏନଭି, ଓନର୍ସ ପ୍ରାଇଡ" ଭଳି ବିଜେଡି ଓ ବିଜେଡିର ସବୁ ନେତାଙ୍କ ପାଇଁ ନବୀନ ପାଲଟିଛନ୍ତି ଗୌରବ ବା ଗର୍ବ, ଆଉ ବିରୋଧୀଙ୍କ ପାଇଁ ଇର୍ଷା" |
ମା ମାନଙ୍କ ଆଶୀର୍ବାଦ ରହିଲେ ବିଜୁ…
ଧୂମପାନ ତ୍ୟାଗ କରି ଭୟଙ୍କର ଫୁସଫୁସ ରୋଗରୁ ଦୂରେଇ ରୁହନ୍ତୁ: କିମ୍ସ ବିଶେଷଜ୍ଞ
ଭୁବନେଶ୍ୱର,୨୬ା୧୨: ଯଦି ଆପଣ ନିୟମିତ ଧୂମପାନ କରନ୍ତି, ଆଜି ହିଁ ତ୍ୟାଗ କରନ୍ତୁ । ନଚେତ୍ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ରୋଗ (ସିଓପିଡି) ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୮୦-୯୦ ପ୍ରତିଶତ ଲୋକ ଧୂମପାନ କାରଣରୁ ସିଓପିଡି ରୋଗ ଦ୍ୱାରା ଆକ୍ରାନ୍ତ ହେଉଥିବା…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଏଏଲ୍ଏସ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ
ଭୁବନେଶ୍ୱର:- ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ୨୪ଙ୍ଘ୭ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ(ଏଏଲ୍ଏସ୍) ଆମ୍ବୁଲାନ୍ସ ସେବାର ଆରମ୍ଭ ହୋଇଯାଇଛି । ଏହା କେନ୍ଦୁଝର ଜିଲ୍ଲା ବଡବିଲ୍ଠାରେ ଥିବା ଠାକୁରାଣୀ ଖଣି ଅଚଂଳର ଆଖପାଖ ବାସିନ୍ଦାମାନଙ୍କ ପାଇଁ ଏହି…
ଡାଲମିଆ ସିମେଣ୍ଟ ପୂର୍ବ ଭାରତରେ ଘୋଷଣା କରୁଛି ‘ଡିଏସ୍ପି ହର୍ ଘର୍ ହାପି ଅଫର’
ଭୁବନେଶ୍ୱର: ଏକ ଅଗ୍ରଣୀ ଭାରତୀୟ ପ୍ରମୁଖ ସିମେଣ୍ଟ ନିର୍ମାତା ତଥା ଡାଲମିଆ ଭାରତ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍) ତାହାର ଉପସ୍ଥିତି ଥିବା ସମଗ୍ର ପୂର୍ବାଞ୍ଚଳରେ ତାହାର ଆକର୍ଷଣୀୟ ନୂତନ ଡାଲମିଆ ସିମେଣ୍ଟର ଡିଏସ୍ପି ହର୍ ଘର୍ ହାପି…
କି ବିକାଶ ହେଉଛି କେଜାଣି, ୨୦ ବର୍ଷ ହେଲା ନାଳ ଉପରେ ଛୋଟ ପୋଲଟେ ହେଇପାରୁନି
https://youtu.be/DUh09SQH8ww
କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି l ରାଜ୍ୟକୁ ପ୍ରଗତିପଥେ ଆଗେଇ ନେବାକୁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଏହାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିଛି…
“ତମେ କୁଣ୍ଢାକୁଣ୍ଢି ହେଇ ରୁହ, ଆମେ ଲୋକଙ୍କୁ ହାତ ଯୋଡ଼ିବୁ”
https://youtu.be/bs1qpb2P4x0
ଭୁବନେଶ୍ୱର : "ଆଜି ଗୋଟେ ପଟେ ବିଜେଡି ପାଳୁଛି ୨୬ ତମ ଜନ୍ମ ଦିବସ | ସେପଟେ ବିଜେପି ପାଳୁଛି ସତ୍ୟାଗ୍ରହ | ଇଏ କେବଳ ଦେଖେଇ ହେବା ପାଇଁ ସେ " ଆମେ ବିଜେଡି ବିଜେପି ଯୋଡାଯୋଡି ନୁହଁ" | ହେଲେ ସତ କଥା ହେଲା ସେମାନେ ଭିତରେ ଭିତରେ କୁଣ୍ଢାକୁଣ୍ଢି ହୋଇ…
ଜନବସତି ମୁହାଁ ହାତୀ ପଲ୍ଲ : ଦିନବେଳା ଗଞ୍ଜାମ ଜିଲ୍ଲାରେ ବିଶ୍ରାମ ଏବଂ ରାତିହେଲେ ନୟାଗଡ଼ ଜିଲ୍ଲାକୁ ଆସି ଖାଉଛନ୍ତି…
ଭୟ ଏବଂ ଆତଙ୍କରେ ଭଗବତୀ ପ୍ରସାଦ ଓ ମହେଶ୍ୱରପୁର ଗ୍ରାମବାସୀ,
୫୦ ଏକରରୁ ଉର୍ଦ୍ଧ୍ବ ଜମିର ଅମଳକ୍ଷମ ଧାନ ନଷ୍ଟ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ସୀମା ବର୍ତ୍ତି ଭଗବତୀ ପ୍ରସାଦ ଓ ମହେଶ୍ୱର ପୁର ଗାଁ…
ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କଲେ ହାଇକୋର୍ଟ ବିଚାରପତି
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ନରସିଂହ ରବିବାର ଦିନ ଓଡ଼ଗାଁ ଗସ୍ତରେ ଆସି ସନ୍ଧ୍ୟାରେ ଓଡ଼ଗାଁ ରଘୁନାଥ ମନ୍ଦିର ଠାରେ ପହଞ୍ଚିଥିଲେ । ପରେ ଶ୍ରୀ ରଘୁନାଥ ଜୀଉଙ୍କ ଆଳତି ଦର୍ଶନ ସାରି ଭଦ୍ର ମଣ୍ଡପରେ କିଛି ସମୟ ବସିଥିଲେ । ଏହି ସମୟରେ…